pakka

କୁଳମଣି ପ୍ରଧାନଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଲକ ବଡ଼ଙ୍ଗୋମୁଣ୍ଡା ଗାଁର କୁଳମଣି ପ୍ରଧାନଙ୍କ ଗତ ବୁଧବାର ରାତି ୧୦ଟା ୩୦ମିନିଟରେ ହୃତଘାତରେ ପରଲୋକ ଘଟିଯାଇଛି । ତାଙ୍କ ଶେଷ ସମୟରେ ଦୁଇ ପୁଅ ଓ ଜଣେ ଝିଅ, ନାତି ନାତୁଣୀଙ୍କ ସହ ପରିବାର ଲୋକ, ବନ୍ଧୁବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ସେ ରାମଳୀଳାରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

2 × two =