Daily Archives

ଘଂଟାସୁଣୀ ପଡା ଠାରେ ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଘଂଟାସୁଣୀ ପଡା ଠାରେ ଗଣେଶ ପୂଜା କମିଟି ତରଫରୁ ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ତେବେ ଗାୟିକା ସୁଶ୍ରୀ ପୀତିନନ୍ଦା ମିଶ୍ରଙ୍କ ଦ୍ୱାରା ଏହି ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିବା ବେଳେ
Read More...

ଆନନ୍ଦନଗର ଠାରେ ନୂଆଁଖାଇ ଭେଟଘାଟରେ ଯୋଗ ଦେଲେ ପୌରାଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ୱାର୍ଡ ନଂ. ୫ର ଆନନ୍ଦନଗର ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୱାର୍ଡରେ ରହିଥିବା ବିଭିନ୍ନ ସମସ୍ୟା
Read More...

ଗେଟ୍‌ ସରବୋରପଡା ଠାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୦ର ଗେଟ ସରୋବର ପଡା ଠାରେ ଡ. ବିଆର୍‌ ଆମ୍ବେଦକର କ୍ଲବ ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌରପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ
Read More...

ଖୁଦୁରୁକୁଣୀ ଶେଷ ରବିବାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଖୁଦୁରୁକୁଣୀ ଓଷା ଓଡିଶାର ପୁରପଲ୍ଲୀରେ ଏହା ଭାଦ୍ରବ ମାସର ପ୍ରତି ରବିବାର ଦିନ ପାଳିତ ହୋଇଥାଏ । ଏହି ବ୍ରତକୁ କୁଆଁରୀ ଝିଅମାନେ ମା' ମଙ୍ଗଳାଙ୍କ ପାଖରେ ନିଜ ଭାଈମାନଙ୍କର ଶୁଭ ମନାସୀ ପାଳନ କରିଥାନ୍ତି । ଆଜି ଡେଲାଙ୍ଗରେ ପ୍ରତି ଗାଁ ଗଣ୍ଡାରେ
Read More...

“ଭାରତ : ଏକ ସ୍ୱର୍ଣ୍ଣିମ ଯାତ୍ରା” ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ସମସ୍ତେ ନିଜର ଦାୟିତ୍ୱ ପାଳନ କଲେ ସମାଜର ଅଧିକାର ସୁରକ୍ଷିତ ରହିବ– ଧର୍ମେନ୍ଦ୍ର ପ୍ରଧାନ• ଜନସାଧାରଣଙ୍କ ସ୍ୱାର୍ଥରେ ଲେଖକ ଶଶାଙ୍କ୍ ମଣିଙ୍କ ଉଦ୍ୟମ ପ୍ରଶଂସନୀୟ• ଗାଁ ମାନଙ୍କରେ ଥିବା ଜ୍ଞାନକୁ ଆଧୁନିକ ଢ଼ଙ୍ଗରେ ଦେଶ ସାମ୍ନାରେ ଉପସ୍ଥାପନ କରିବା ଜରୁରୀ• ଉନ୍ମୋଚିତ ପୁସ୍ତକଟି ଯୁବ
Read More...

ଘଣ୍ଟମାଲରେ ରକ୍ତଦାନ ଶିବିର

ରେଙ୍ଗାଲି : ରେଙ୍ଗାଲି ବ୍ଲକ କିନାଲୋଇ ଗ୍ରାମ ପଞ୍ଚାୟତର ଘଣ୍ଟମାଲ ଗ୍ରାମରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ କମିଟି ପକ୍ଷରୁ ମଧୂସୁଦନ ନାୟକ ଏବଂ ସାଜନ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରକୁ ପୂର୍ବତନ ବିଧାୟକ ରମେଶ ପଟୁଆ ଉଦ୍‌ଘାଟନ କରିଥିଲେ
Read More...

ଜିଲ୍ଲା ପାରମ୍ପାରିକ ଲୋକକଳା ସଂଘର କାର୍ଯ୍ୟାଳୟ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପାରମ୍ପାରିକ ଲୋକକଳା ସଂଘ ଫିରିଙ୍ଗିଆ ବ୍ଲକ ଶାଖାର କାର୍ଯ୍ୟାଳୟ ନିର୍ମାଣ ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ଆଜି ଫିରିଙ୍ଗିଆ ଶାଖାର ସଭାପତି ଅଚ୍ୟୁତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଅକ୍ଷୟ କୁମାର କର୍ଣ୍ଣ,
Read More...

ମ.ରାମପୁର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ସ୍ୱାଗତ

କଳାହାଣ୍ଡି, (ପି.କେ.ସାହୁ) : ମ.ରାମପୁର ବ୍ଲକ ବିଡ଼ିଓ ଉତ୍ତମ କୁମାର ବାଗଙ୍କ ତତ୍ୱାବଧାନରେ ଆଜି ଗୋଛାଡେଙ୍ଗେନ, ଅଲାତରା, ମଦନପୁର ଆଦି ବିଭିନ୍ନ ସ୍ଥାନ ଅହିଂସା ରଥକୁ କୀର୍ତ୍ତନ, ବଜାସାଲ ଓ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ କରାଯାଇଛି । ଅଲାତରାଠାରେ ସରପଞ୍ଚ
Read More...

ସୁବର୍ଣ୍ଣପୁରରେ ଅନୁଷ୍ଠିତ ନୂଆଁଖାଇ ଭେଟ୍‌ଘାଟ୍‌ରେ ଯୋଗ ଦେଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁରରେ ବିଗୁଲ୍‌ ଟିଭି ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ,
Read More...

କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ଓ କୋଶଲ ସେନାର ଖବରଦାତା ସମ୍ମିଳନୀ : ସ୍ୱତନ୍ତ୍ର କୋଶଲ ରାଏଜ ଦାବୀରେ ସେପ୍ଟେମ୍ବର ୭…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ ରବିବାର ସନ୍ଧ୍ୟା ସାଢେ ଛଅଟାରେ ସ୍ୱତନ୍ତ୍ର କୋଶଲ ରାଏଜ ଦାବୀ ନେଇ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କୋଶଲ ରାଏଜ୍‌ ମୁକ୍ତି ମୋର୍ଚ୍ଚା ଓ କୋଶଲ ସେନାର ମିଳିତ ଖବରଦାତା ସମ୍ମିଳନୀରେ ଆଗାମୀ ସେପ୍ଟେମ୍ବର
Read More...