pakka

ଗେଟ୍‌ ସରବୋରପଡା ଠାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୦ର ଗେଟ ସରୋବର ପଡା ଠାରେ ଡ. ବିଆର୍‌ ଆମ୍ବେଦକର କ୍ଲବ ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌରପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏହି ୱାର୍ଡର ବିକାଶ କେମିତି ହେବ ସେ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଏଥିରେ ପୌରାଧ୍ୟକ୍ଷା ଶ୍ରୀମୀତୀ ସାହୁଙ୍କ ସମେତ ୨୩ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଓ ଏହି ୱାର୍ଡର କାଉନ୍‌ସିଲର ମଂଚାସୀନ ଥିଲେ ।

Leave A Reply

Your email address will not be published.

six + four =