pakka

ଘଣ୍ଟମାଲରେ ରକ୍ତଦାନ ଶିବିର

ରେଙ୍ଗାଲି : ରେଙ୍ଗାଲି ବ୍ଲକ କିନାଲୋଇ ଗ୍ରାମ ପଞ୍ଚାୟତର ଘଣ୍ଟମାଲ ଗ୍ରାମରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ କମିଟି ପକ୍ଷରୁ ମଧୂସୁଦନ ନାୟକ ଏବଂ ସାଜନ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରକୁ ପୂର୍ବତନ ବିଧାୟକ ରମେଶ ପଟୁଆ ଉଦ୍‌ଘାଟନ କରିଥିଲେ । ଶିବିରରେ ୬୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ବୁର୍ଲା ରକ୍ତ ଭଣ୍ଡାରର ଡାକ୍ତର ସୌରଭ ଭେଙ୍ଗରା, ଦେବାଶିଷ ମିଶ୍ର, ମଣ୍ଟୁ ପ୍ରଧାନ, ଜନକ ବେହେରା ଏବଂ ପାଇନୁ ଭୋଇ ପ୍ରମୁଖ ଯୋଗ ଦେଇ ରକ୍ତ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.

thirteen − seven =