Browsing Tag

rengali news

ଶିକ୍ଷା ସପ୍ତାହର ତୃତୀୟ ଦିବସ : ସ୍ପୋର୍ଟସ୍‌ ଡେ

ରେଙ୍ଗାଲି, (ସୁଶିଳ କୁମାର ମିଶ୍ର) : ଜାତୀୟ ଶିକ୍ଷା ନୀତିର ଚତୁର୍ଥ ବାର୍ଷିକୀ ଅବସରରେ ରେଙ୍ଗାଲି ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହର ତୃତୀୟ ଦିବସ ସ୍ପୋର୍ଟସ୍ ଡେ ପାଳିତ ହୋଇଯାଇଛି । ଏହି ଆନୁକୁଲ୍ୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ନେଇ ଆଞ୍ଚଳିକ…
Read More...

ଦୁଇ ବାଇକ୍‌ ଧକ୍କା : ୨ ଗୁରୁତର

ରେଙ୍ଗାଲି : ଅତାବିରା ହାଇସ୍କୁଲ ସମ୍ମୁଖ ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥରେ ଆଜି ଗୋଟିଏ ବାଇକ୍‌ ଅନ୍ୟ ଏକ ବାଇକ୍‌କୁ ଧକ୍କା ଦେବା ଫଳରେ ମାଆ ଓ ପୁଅ ଗୁରୁତର ଆହତ ହୋଇଛନ୍ତି । ବାଇକ୍‌ରେ ଭେଡେନରୁ ଝାରସୁଗୁଡା ଯିବା ସମୟରେ ହାଇସ୍କୁଲ ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌…
Read More...

ବାଇକ୍-ସ୍କୁଟି ଧକ୍କା

ରେଙ୍ଗାଲି : ରେଙ୍ଗାଲି ବ୍ଲକର ଜୁନାଡିହି-କୁଚିଣ୍ଡା ରାସ୍ତାର ଲଇଡାସ୍ଥିତ ବିଦ୍ୟୁତ ଗ୍ରୀଡ୍ ସାମ୍ନାରେ ଆଜି ସକାଳ ପ୍ରାୟ ସାଢେ ୭ଟା ସମୟରେ ଏକ ବାଇକ୍ ଓ ସ୍କୁଟି ମଧ୍ୟରେ ଧକ୍କା ହୋଇଛି । ଫଳରେ ଉଭୟ ଗାଡ଼ିର ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତମାନେ ହେଲେ କୁଚିଣ୍ଡାର ଉତ୍କର୍ଷ…
Read More...

ଓଇଏସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଓଏଭି ଶିକ୍ଷକ ରୁଷିଆ ମେହେର

ରେଙ୍ଗାଲି, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ଏଜୁକେସନ ସର୍ଭିସ (ଓଇଏସ) ପରୀକ୍ଷାରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ଘନଶ୍ୟାମ ମେହେରଙ୍କ ପୁତ୍ର ରୁଷିଆ ମେହେର ଏହି ପରୀକ୍ଷାରେ ସଫଳତାର ସହିତ ଉତୀର୍ଣ୍ଣ ହୋଇଛନ୍ତି ।…
Read More...

ଲଇଡା ବଳିଯାତ୍ରା ପାଇଁ ପୂଜା କମିଟି ଗଠନ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ଲଇଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କ ପ୍ରସିଦ୍ଧ ବଳିଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ୧୭୭୦ ମସିହାରୁ ଲଇଡାରେ ଅନୁଷ୍ଠିତ ହୋଇ ଆସୁଥିବା ବଳିଯାତ୍ରା ଆୟୋଜନ ଏବଂ ପରିଚାଳନା ପାଇଁ ପୂଜା କମିଟି ଗଠନ କରାଯାଇଛି । ସମଲେଶ୍ୱରୀ ମନ୍ଦିର…
Read More...

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ପଣ୍ଡଲୋଇ ଠାରେ ଥିବା ଶୟାମ୍‌ ମେଟାଲିକ୍ସ କାରଖାନା ବାଡ ନିକଟରୁ ରେଙ୍ଗାଲି ପୁଲିସ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ମୃତ ଯୁବକ ଜଣକ ଏକ ଲାଲ୍‌ ରଙ୍ଗର ଟି-ସାର୍ଟ ଏବଂ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧି ଥିବା…
Read More...

ଶକ୍ତିପୀଠରେ ଷୋଡଶ ଉପଚାର ପୂଜା

ରେଙ୍ଗାଲି : ରେଙ୍ଗାଲି ବ୍ଲକର ଲଇଡା, ରମ୍ପେଲାକେମ୍ପ, ସାଳଡ, ଲପଙ୍ଗା, ତୁଳାରମା(ଝାଙ୍କରପାଲି) ପୁଡାପଡା ଆଦି ଗ୍ରାମରେ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଛି । ଏହି ଅବସରରେ ବ୍ଲକ୍ ତଥା ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶକ୍ତିପୀଠ ଲଇଡା ସ୍ଥିତ ସମଲେଶ୍ୱରୀ ମନ୍ଦିରରେ ଦେବୀଙ୍କୁ ସୁସଜ୍ଜିତ କରି…
Read More...

ଆର୍ଯ୍ୟନ ଇସ୍ପାତ୍‌ ହଷ୍ଟେଲ୍‌ ଛାତ ଉପରୁ ପଡି ଠିକା କର୍ମଚାରୀ ମୃତ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍‌ ଫୁଲଚାଙ୍ଗେର୍‌ଠାରେ ଥିବା ଆର୍ଯ୍ୟନ ଇସ୍ପାତ୍‌ କାରଖାନାର ହଷ୍ଟେଲର ଚାରି ମହଲା କୋଠା ଉପରୁ ପଡି ଜନୈକ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି । ମୃତ ଠିକା କର୍ମଚାରୀ ମୁକେଶ ଷଣ୍ଢ(୨୩) ସୁନ୍ଦରଗଡ ଜିଲ୍ଲା କୁତ୍ରାର…
Read More...

ଲଇଡାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ରେଙ୍ଗାଲି : ରେଙ୍ଗାଲି ବ୍ଲକର ଲଇଡା ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ନିର୍ଦେଶ କ୍ରମେ ଜନ ଅଭିଯୋଗ ଶୁଣାଣି ଏବଂ ବିତରଣ ଶିବିର ଅନୁଷ୍ଠିତ ହୋଇଥିଲା । ବ୍ଲକ୍ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତିଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି ଶିବିରରେ ଲଇଡା, ରେଙ୍ଗଲୋଇ ଏବଂ କିନାଲୋଇ…
Read More...

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲିଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ୯ଟି ଆଦର୍ଶ ବିଦ୍ୟାଳୟରେ ପୂର୍ବରୁ…
Read More...