Browsing Tag

rengali news

ହେଲ୍ପ ଟ୍ରଷ୍ଟ ପକ୍ଷରୁ ପୌଢଶିକ୍ଷା କାର୍ଯ୍ୟକ୍ରମ

ରେଙ୍ଗାଲି : ଗୁରୁଦୁବସ ଅବସରରେ ହେଲ୍ପ ଟ୍ରଷ୍ଟ୍‍ ପକ୍ଷରୁ ରେଙ୍ଗାଲି ଅଞ୍ଚଳରେ ପୌଢଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଅବସରରେ ରେଙ୍ଗାଲି ପୁରୁନଣାବସ୍ତି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ରେଙ୍ଗାଲି ସରପଞ୍ଚ ଚିତ୍ତରଞ୍ଜନ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ହେଲ୍ପ ଟ୍ରଷ୍ଟର
Read More...

ଘଣ୍ଟମାଲରେ ରକ୍ତଦାନ ଶିବିର

ରେଙ୍ଗାଲି : ରେଙ୍ଗାଲି ବ୍ଲକ କିନାଲୋଇ ଗ୍ରାମ ପଞ୍ଚାୟତର ଘଣ୍ଟମାଲ ଗ୍ରାମରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ କମିଟି ପକ୍ଷରୁ ମଧୂସୁଦନ ନାୟକ ଏବଂ ସାଜନ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରକୁ ପୂର୍ବତନ ବିଧାୟକ ରମେଶ ପଟୁଆ ଉଦ୍‌ଘାଟନ କରିଥିଲେ
Read More...

ନୂତନ ସବରେଜିଷ୍ଟ୍ରାର କାର୍ଯ୍ୟାଳୟର ଶିଳାନ୍ୟାସ

ରେଙ୍ଗାଲି : ବରଗଡ଼ ଜିଲ୍ଲା ଅତାବିରା ଏନ୍‌ଏସି ଅନ୍ତର୍ଗତ ୯ନଂ ୱାର୍ଡରେ ଥିବା ଦୀର୍ଘ ବର୍ଷର ପୁରୁଣା ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ରହିଥିଲା । ଯାହାକି ଆଜି ୬୭ ଲକ୍ଷ ୧୦ ହଜାର ୪୦୦ ସହ ଟଙ୍କା ବ୍ୟୟ ଅଟକଳରେ ନୂତନ ଭାବେ ନିର୍ମାଣ କରିବା ପାଇଁ ଶିଳାନ୍ୟାସ ହୋଇଯାଇଛି । ଏଥିରେ ସ୍ଥାନୀୟ
Read More...

ସୁରଜ୍‍ମଲ୍‍ କଲେଜରେ ୧୬୧ତମ ଗଙ୍ଗାଧର ଜୟନ୍ତୀ ପାଳିତ

ରେଙ୍ଗାଲି : ରେଙ୍ଗାଲିଠାରେ ଥିବା ସୁରଜ୍‍ମଲ୍‍ କଲେଜରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ପାଳିତ ହୋଇଯାଇଛି । କଲେଜର ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳେଜ ଅଧ୍ୟକ୍ଷ ଡ.ମନୋଜ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ଏଥିରେ ସମ୍ବଲପୁର ସରକାରୀ ମହିଳା
Read More...

ସ୍ଵାଧୀନତା ଦିବସରେ ସାମିଲ ହେଲେ ଛାତ୍ରଛାତ୍ରୀ

ରେଙ୍ଗାଲି : ୭୬ତମ ସ୍ୱାଧିନତା ଦିବସରେ ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନରେ ହର୍ଷ ଉଲ୍ଲାସରେ ପାଳିତ ହୋଇଥିଲା । ବ୍ଲକର ୧୧୮ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ, ୩୨ଟି ଉଚ୍ଚ ବିଦ୍ୟାଳୟ,୧୯ ଟି ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ତଥା ସମସ୍ତ ବେସରକାରୀ ଅନୁଷ୍ଠାନମାନଙ୍କରେ ସ୍ଵାଧୀନତା ଦିବସ
Read More...

ବିଧାୟିକାଙ୍କ ଦ୍ଵାରା ସ୍ୱାସ୍ଥ୍ୟ ଓ ବିକାଶ ସମ୍ବନ୍ଧୀୟ ଜରୁରୀ ବୈଠକ

ରେଙ୍ଗାଲି : ବ୍ଲକ କାର୍ଯ୍ୟାଳୟର ସଭଗୃହରେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ
Read More...

ଆନ୍ତଃ ବିଦ୍ୟାଳୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା

ରେଙ୍ଗାଲି : ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଲହଣ୍ଡା ଉଚ୍ଚ ବିଦ୍ୟାଳୟ ଓ ଅତାବିରା ନୋଡାଲ ବିଦ୍ୟାଳୟ ମଧ୍ୟରେ ଆନ୍ତଃ ବିଦ୍ୟାଳୟ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ହରପାଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଏହି ପ୍ରତିଯୋଗିତାର
Read More...

ଆଦର୍ଶ ବିଦ୍ୟାଳୟରେ ବନ ମହୋତ୍ସବ

ରେଙ୍ଗାଲି : ରେଙ୍ଗାଲି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ରେଙ୍ଗାଲି ବ୍ଳକ୍ ଉନ୍ନୟନ ଅଧିକାରୀ ଶଙ୍କର ପ୍ରସାଦ ସାହୁ ମୁଖ୍ୟ ଅତିଥି ରୂପେ ରେଙ୍ଗାଲି ବନାଞ୍ଚଳ ଅଧିକାରୀ ପୃଥ୍ୱିରାଜ ବେହେରା, ବନପାଳ ରବୀନ୍ଦ୍ର ବେହେରା, ରେଙ୍ଗାଲି
Read More...

ନିୟନ୍ତ୍ରିତ ବଜାର ପରିସରରେ ଚାରା ରୋପଣ

ରେଙ୍ଗାଲି : ରେଙ୍ଗାଲି ବ୍ଲକର ଲଇଡାଠାରେ ଥିବା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣର ଖାଲି ପଡିଥିବା ସ୍ଥାନମାନଙ୍କରେ ଗ୍ରାମର ସଚେତନ ନାଗରିକମାନଙ୍କ ପକ୍ଷରୁ ଚାରା ରୋପଣ କରାଯାଇଛି । ଅଧ୍ୟାପକ ଶୋଷିତ ନାଏକ ଏବଂ କବିର ଶରଣ ନାଏକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲଇଡା
Read More...

ଘିଚାମୁରା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ରେଙ୍ଗାଲି : ରେଙ୍ଗାଲି ବ୍ଲକର ଘିଚାମୁରା ସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ସ୍ୱାଧୀନ ଏକତା ସଂଗଠନ ରେଙ୍ଗାଲି ଏବଂ ରେଙ୍ଗାଲି ବନ୍ୟାଞ୍ଚଳର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ ନାଥ ଅତିଥିମାନଙ୍କୁ ସ୍ଵାଗତ କରି ପରିଚୟ ପ୍ରଦାନ
Read More...