pakka

ବାଇକ୍-ସ୍କୁଟି ଧକ୍କା

bbehera

ରେଙ୍ଗାଲି : ରେଙ୍ଗାଲି ବ୍ଲକର ଜୁନାଡିହି-କୁଚିଣ୍ଡା ରାସ୍ତାର ଲଇଡାସ୍ଥିତ ବିଦ୍ୟୁତ ଗ୍ରୀଡ୍ ସାମ୍ନାରେ ଆଜି ସକାଳ ପ୍ରାୟ ସାଢେ ୭ଟା ସମୟରେ ଏକ ବାଇକ୍ ଓ ସ୍କୁଟି ମଧ୍ୟରେ ଧକ୍କା ହୋଇଛି । ଫଳରେ ଉଭୟ ଗାଡ଼ିର ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତମାନେ ହେଲେ କୁଚିଣ୍ଡାର ଉତ୍କର୍ଷ ଅଗ୍ରୱାଲ ଏବଂ ଦେବଗଡ ଜିଲ୍ଲାର ରାକେଶ ବିଶ୍ୱଳ । ୧୦୮ ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଲଇଡାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଥିଲା ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

jay balangir
Leave A Reply

Your email address will not be published.

two × one =