Daily Archives

ୟୁନିୟନ ବ୍ୟାଙ୍କ ପକ୍ଷରୁ ଝରାପଲ୍ଲୀ ଗ୍ରାମକୁ ପୋଷ୍ୟଗ୍ରାମ ଭାବେ ସ୍ୱୀକୃତି

• ଗ୍ରାମରେ ହିଁ ଲୋକେ ସମସ୍ତ ପ୍ରକାର ବ୍ୟାଙ୍କ ସହାୟତା ଓ ସୁବିଧା ପାଇବେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ତଥା ଦକ୍ଷିଣାଞ୍ଚଳ ଜୋନ୍ ମୁଖ୍ୟ ବ୍ରହ୍ମପୁର ୟୁନିୟନ ବ୍ୟାଙ୍କର ଡିଜିଏମ ସତ୍ୟବାନ ବେହେରାଙ୍କ ସର୍ଭେକ୍ଷଣ କ୍ରମେ ଆନ୍ଧ୍ର-ସୀମାନ୍ତ
Read More...

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ବାରିକ ସମ୍ବର୍ଦ୍ଧିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ବାରିକଙ୍କୁ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ସେ ଜଣେ ଦକ୍ଷ, ଆଦର୍ଶ, ଲୋକପ୍ରିୟ ଶିକ୍ଷକ ଭାବେ ପରିଚିତ ଥିଲେ
Read More...

ବ୍ୟବସାୟୀଙ୍କ ମହାନତା : ୪୦୦ ବିଦ୍ୟାର୍ଥୀଙ୍କୁ ଦେଉଛନ୍ତି ଫଳ ଓ ବିସ୍କୁଟ

ଆଠଗଡ : ଆଠଗଡର ଜଣେ ଫଳ ବ୍ୟବସାୟୀ ତଥା ପୂର୍ବତନ ପରିଷଦ ଅଜୟ କୁମାର ବେହେରାଙ୍କ ମହାନତାକୁ ନେଇ ଚର୍ଚ୍ଚା ଚାଲିଛି । ବିଶ୍ୱନାଥ ବିଦ୍ୟାପୀଠ ନିକଟରେ ଫଳ ବ୍ୟବସାୟ କରୁଥିବା ଅଜୟ ପ୍ରତିମାସ ଶେଷ ମଙ୍ଗଳବାର ବିଶ୍ୱନାଥ ବିଦ୍ୟାପୀଠର ୪୦୦ ଛାତ୍ରଙ୍କୁ ଗତ ୩ ମାସ ହେବ କଦଳୀ ଓ ବିସ୍କୁଟ ପ୍ୟାକେଟ
Read More...

କାମାକ୍ଷାନଗରରେ ହେବ ଜଗତଜନନୀଙ୍କ ଆରାଧନା : ହେଲେ ଭସାଣ ଉତ୍ସବରେ ବାଜିବନି ଡିଜେ

କାମାକ୍ଷାନଗର : ଆସନ୍ତା ଦୁର୍ଗାପୂଜା ପାଇଁ ପ୍ରଶାସନ ଓ ମିଳିତ ପୂଜା କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ ସଭାଗୃହଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଅଧ୍ୟକ୍ଷତା କରି ଦଶହରା ପର୍ବ କିପରି ପାଳନ ହୋଇପାରିବ ସେ
Read More...

ଆଜି ମହାପ୍ରଭୁଙ୍କ ବଳିବାମନ ବେଶ

ପୁରୀ : ଶ୍ରୀମନ୍ଦିରରେ ଗତକାଲି ବାମନ ଜନ୍ମ ନୀତି ସଂପନ୍ନ ହେବା ପରେ ଆଜି ମହାପ୍ରଭୁଙ୍କର ବଳିବାମନ ବେଶ ଅନୁଷ୍ଠିତ ହେବ । ବାମନ ରୂପୀ ବାଳକ ବେଶରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ । ଶ୍ରୀବଳଭଦ୍ର ରାଜବେଶ ଧାରଣ କରିବାକୁ ଥିବାବେଳେ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜିତ ହେବେ । ଆଜି
Read More...

୨୧ ଖଣ୍ଡ ଶାଗୁଆନ ଖଣ୍ଡ କାଠ ଜବତ ସହ ଜଣେ ଗିରଫ

ରାମନାଗୁଡା : ରାୟଗଡ଼ା ଜିଲ୍ଲା ଗୁଣୁପୁର ବନଖଣ୍ଡ ଅଧିନ ରାମନାଗୁଡା ବନାଞ୍ଚଳ ଅନ୍ତର୍ଗତ ପିତାଲାମିଙ୍ଗି ଠାରେ ବେଆଇନ ଭାବେ ଶାଗୁଆନ କାଠ ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ରାମନାଗୁଡା ବନବିଭାଗ ପକ୍ଷରୁ ରାତିକାଳୀନ ପ୍ରେଟ୍ରୋଲିଂ
Read More...

୭ ଦଫା ଦାବୀ ନେଇ ବିଜେପିର ଶାନ୍ତିପୂର୍ଣ୍ଣ ଧାରଣା

କାମାକ୍ଷାନଗର : କାମାକ୍ଷାନଗର ଥାନା ଅନ୍ତର୍ଗତ କାନପୁରାସ୍ଥିତ ମିଶ୍ରିଲାଲ ମାଇନ୍ସ କମ୍ପାନୀ ସମ୍ମୁଖରେ ୭ ଦଫା ଦାବୀ ନେଇ କାମାକ୍ଷାନଗର ବିଜେପି ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ ଶତାଧିକ ବିଜେପି କର୍ମୀ । କାନପୁରାସ୍ଥିତ ମିଶ୍ରିଲାଲ କମ୍ପାନୀର ମନମୁଖୀ କାର୍ଯ୍ର ବିରୋଧରେ
Read More...

ଦେବାହାଲରେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ‘ପୋଷଣ ମାସ’ ଅନୁଷ୍ଠିତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଳକ ଅନ୍ତର୍ଗତ ଦେବାହାଲ ଗ୍ରାମର ଅଙ୍ଗନୱାଡ଼ିଠାରେ ନେହେରୁ ଯୁବକେନ୍ଦ୍ର ବରଗଡ ତରଫରୁ 'ପୋଷଣ ମାସ' ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ସ୍ଥାନୀୟ ଅଙ୍ଗନୱାଡିର ସଭାପତି ଶବ୍ଦ ବାରିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସତ୍ୟବାନ ବେହେରା ଉକ୍ତ ଗ୍ରାମର
Read More...

ଡ. ସଞ୍ଜୟ ପଣ୍ଡାଙ୍କୁ ରାଜ୍ୟର ପ୍ରଥମ ଶ୍ରେଷ୍ଠ ଯୋଗାସନ କ୍ରୀଡା ବିଚାରକ ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଯୋଗାସନ କ୍ରୀଡା ସଂଘ, ଓଡ଼ିଶା (ୱାଇଏସ୍‌ଏଓ) ହେଉଛି ଭାରତ ସରକାରଙ୍କ ଯୁବ କାର୍ଯ୍ୟକ୍ରମ ଓ ଖେଳ ମନ୍ତ୍ରଣାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଜାତୀୟ ଯୋଗାସନ କ୍ରୀଡା ସଂଘ (ଏନ୍‌ୱାଇଏସ୍‌ଏଫ) ଦ୍ୱାରା ମାନ୍ୟତାପ୍ରାପ୍ତ ଅନୁଷ୍ଠାନ । ୱାଇଏସ୍‌ଏଓ ପକ୍ଷରୁ
Read More...

ରୂପଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଚୌଦ୍ୱାର : ଚୌଦ୍ୱାରର ରୂପଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତିନିକୋଣିଆ ସ୍ଥିତ ଯାତ୍ରା କମିଟି କାର୍ଯ୍ୟାଳୟରେ ଏହି ବୈଠକ କରାଯାଇଥିଲା । ଯାତ୍ରା କମିଟି ସଭାପତି ସୁବୋଧ ଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ଆସନ୍ତା କୁମାର ପୂର୍ଣ୍ଣିମା ଦିନ ଠାରୁ
Read More...