pakka

ଦେବାହାଲରେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ‘ପୋଷଣ ମାସ’ ଅନୁଷ୍ଠିତ

bbehera

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଳକ ଅନ୍ତର୍ଗତ ଦେବାହାଲ ଗ୍ରାମର ଅଙ୍ଗନୱାଡ଼ିଠାରେ ନେହେରୁ ଯୁବକେନ୍ଦ୍ର ବରଗଡ ତରଫରୁ ‘ପୋଷଣ ମାସ’ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ସ୍ଥାନୀୟ ଅଙ୍ଗନୱାଡିର ସଭାପତି ଶବ୍ଦ ବାରିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସତ୍ୟବାନ ବେହେରା ଉକ୍ତ ଗ୍ରାମର ନାଏବ ସରପଞ୍ଚ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅଙ୍ଗନୱାଡି କର୍ମୀମାନେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱେଛାସେବୀ ଲିସା ପ୍ରଧାନ ସହଯୋଗ କରିଥିଲେ । ଗ୍ରାମର ବହୁ ସଂଖ୍ୟକ ମହିଳା ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

1 × 2 =

error: Content is protected !!