Daily Archives

ଜିଲ୍ଲା କଂଗ୍ରେସ ପକ୍ଷରୁ ‘ଭାରତ ଯୋଡ’ ଯାତ୍ରାର ଶୁଭାରମ୍ଭ

ନବରଙ୍ଗପୁର : ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଦଳର ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଶୁଭାରମ୍ଭ ହୋଇଥିବା 'ଭାରତ ଯୋଡ' ପଦଯାତ୍ରା ସମୟ ପୂର୍ବରୁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଭବନ ଠାରେ ସଭାପତି ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଜାତିର ପିତା ମହାତ୍ମା
Read More...

ବେଆଇନ୍‌ ବାଲି ବୋଝେଇ ଟ୍ରାକ୍ଟର ଜବତ

ପାଟଣା : ପାଟଣା ତହସିଲ ପକ୍ଷରୁ ଗତକାଲି ଚଢ଼ାଉ କରାଯାଇ ୨ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି । ତା'ସହ ମୋଟ ୨୦ ହଜାର ୨୪୦ ଟଙ୍କା ଜୋରିମାନା କରାଯାଇଛି । ତହସିଲଦାର ତାପସ ରଂଜନ ଦେହୁରୀ, ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, କେନ୍ଦେଇପଶି ରାଜସ୍ୱ ନୀରକ୍ଷକ ନିବେଦିତା ସେଠୀ,
Read More...

ମାଛଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାରପିଟ : ଥାନାରେ ମାମଲା ରୁଜୁ

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡ଼ା ବ୍ଲକ ମାଛଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଡାଟା ଏଣ୍ଟ୍ରି ଓପରେଟର ଦିନେଶ କୁମାର ମହାନ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ସମୟରେ ତାଙ୍କୁ ସେହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଜଗଦୀଶ ମହାନ୍ତ ଗାଳି ଗୁଲଜ ସହ ମାରପିଟ କରିଥିବା ନେଇ
Read More...

ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କଲମପୁର : ଇନ୍ଦ୍ରାବତୀ ଜଳ ଭଣ୍ଡାରକୁ ଗାଧୋଇବାକୁ ଯାଇ ଜଲ ଭଣ୍ଡାରର ପାଣି ଭିତରେ ବୁଡି ନିଖୋଜ ହେଇଯାଇଥିବା ଦୁର୍ଖାଲ ଗ୍ରାମର ୫୦ ବର୍ଷିୟ ପିତ୍ତବାସ ନାଏକଙ୍କ ମୃତଦେହ ଉଦ୍ଧାର ହେଇଛି । ସୂଚନା ଅନୁସାରେ ଗତ ମଙ୍ଗଳବାର ଦିନ ପିତବାସ ଗ୍ରାମ ନିକଟରେ ଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାରକୁ ସବୁ ଦିନ
Read More...

କ୍ରୀଡା ଶିକ୍ଷକଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଇଁଚୁଡିରେ ଏକ ଭଡ଼ା ଘରେ ଜନୈକ କ୍ରୀଡ଼ା ଶିକ୍ଷକ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଶିକ୍ଷକଙ୍କ ନାମ ପର୍ଶୁରାମ ସେଠୀ । ସେ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସ୍ମୃତି ପୀଠରେ ଖେଳ ଶିକ୍ଷକ ଥିଲେ । ଆତ୍ମହତ୍ୟାର କାରଣ
Read More...

ମା’ ସାହାଜୀ ଯୁବକ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

'ନୂଆଁଖାଇ ଜୁହାର ଭେଟ୍‌ ଏକ ଭାଇଚାରାର ବାର୍ତ୍ତା ବହନ କରିଥାଏ' ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା' ସାହାଜୀ ଯୁବକ ସଂଘ କପିଲାଭଟାର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ବଡବାଙ୍କି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡବାଙ୍କି ସମ୍ମେତ ଚାରପାଣି, ମୁରିବାହାଲ, ସାଲେମୁଡଗା, ଜାମକି, ସାନବାଙ୍କି, ମୁଡକାନି, ଆଖପାଖ ଗାଁର ପ୍ରତ୍ୟେକ ଘରେ ଏକରୁ ଅଧିକ ଲୋକଙ୍କୁ ଜ୍ୱର ବ୍ୟାପୀ ଯାଇଥିବା ହେତୁ ଗତ
Read More...

କୃଷକ ଉତ୍ପାଦକ ସଂଗଠନ ଗଠନରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ରାଉରକେଲା, (ସସ୍ମିତା ପ୍ରଧାନ) : କୁତ୍ରା ବ୍ଲକ ଅନ୍ତର୍ଗତ କୃଷି ଭବନ ପରିସରରେ କେନ୍ଦ୍ରୀୟ ଯୋଜନା ଅଧୀନରେ କୃଷକ ଉତ୍ପାଦକ ସଂଗଠନ ଗଠନ ଓ ତାର ବିକାଶ ସମ୍ପର୍କରେ ଏକ କର୍ମଶାଳା ସ୍ୱେଚ୍ଛାସେବୀ ସଂଗଠନ 'ଲାଲ'ର ଜିଲ୍ଲା ସଂଯୋଜକ ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଡେଲାଙ୍ଗରେ ୨୦୫ ଜଣ ଏନ୍‌ଆର୍‌ଟିଏସ୍‌ ପରୀକ୍ଷା ଦେଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକରେ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା (ଏନ୍‌ଆର୍‌ଟିଏସ) ମଙ୍ଗଳବାର ଅନୁଷ୍ଟିତ ହୋଇଯାଇଛି । ରାଧାକାନ୍ତ ଉଚ୍ଚ ବିଦ୍ୟାପୀଠରେ ୨୦୮ ଜଣ ଏନ୍‌ଆର୍‌ଟିଏସ୍‌ ପରୀକ୍ଷା ଦେବାକୁ ଥିବା ବେଳେ ୨୦୫ ଜଣ ୯ମ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷା
Read More...

ମୁଖ୍ୟମନ୍ତ୍ରୀଙ୍କ ବର୍ଷା ଓ ବନ୍ୟା ସହାୟତା ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ବର୍ଷା ଓ ବନ୍ୟା ଦ୍ଵାରା ପ୍ରଭାବିତ ୨୪ଟି ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୮ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ମଞ୍ଜୁର କରିଛନ୍ତି । ଏଥିରେ ଘର ମରାମତି ସହ ବିଭିନ୍ନ ପ୍ରକାର ଚାଷ, ମତ୍ସ୍ୟଜୀବୀ, ହସ୍ତତନ୍ତ ଓ ହସ୍ତଶିଳ୍ପ
Read More...
error: Content is protected !!