pr

ବେଆଇନ୍‌ ବାଲି ବୋଝେଇ ଟ୍ରାକ୍ଟର ଜବତ

dr. purohit

ପାଟଣା : ପାଟଣା ତହସିଲ ପକ୍ଷରୁ ଗତକାଲି ଚଢ଼ାଉ କରାଯାଇ ୨ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି । ତା’ସହ ମୋଟ ୨୦ ହଜାର ୨୪୦ ଟଙ୍କା ଜୋରିମାନା କରାଯାଇଛି । ତହସିଲଦାର ତାପସ ରଂଜନ ଦେହୁରୀ, ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, କେନ୍ଦେଇପଶି ରାଜସ୍ୱ ନୀରକ୍ଷକ ନିବେଦିତା ସେଠୀ, ଚାକୁଣ୍ଡାପାଳ ରାଜସ୍ୱ ନୀରିକ୍ଷକ ମଧୁ ସେଠୀ ଏବଂ କନିଷ୍ଟ ରାଜସ୍ୱ ସହାୟକ ବସନ୍ତ ମଲ୍ଲିକ ପ୍ରମୁଖଙ୍କୁ ନେଇ ଗଠିତ ଚଢ଼ାଉ ଦଳ କେନ୍ଦେଇପଶୀ-ଚାକୁଣ୍ଡାପାଳ ରାସ୍ତାରୁ ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲେ ।

nrusinghnath
Leave A Reply

Your email address will not be published.