Daily Archives

ପୁଣି ଜାଲ କାଗଜପତ୍ର କରି ମନ୍ଦିର ଜମି ଦଖଲ ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁଣି ମନ୍ଦିର ଜମି ଦଖଲ କରି ଜାଲ କାଗଜପତ୍ରରେ ବିକ୍ରି କରିବା ବ୍ରହ୍ମପୁରରେ ଦଲାଲ ସକ୍ରୀୟ ହୋଇଥିବା ଜଣାଯାଇଛି । ବ୍ରହ୍ମପୁର ସାନ ବଜାର ଛକ ସ୍ଥିତ ଭେଙ୍କେଟେଶ୍ୱର ମହାପ୍ରଭୁଙ୍କ ୧୦ ଏକର ଜମିକୁ ଏବେ ଦଖଲ କରିଛନ୍ତି କିଛି ବ୍ୟବସାୟୀ ଓ ଦଲାଲ ।
Read More...

ପଙ୍ଗନିଆ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ପଙ୍ଗନିଆ(ବସ୍ତିପଡ଼ା)ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶନିବାର ସ୍ଥାନୀୟ ଗାଁ ପୋଖରୀରୁ ଶତାଧିକ ମହିଳାଙ୍କ ଦ୍ଵାରା କଳସ ଶୋଭାଯାତ୍ରା ପ୍ରହରୀ ମଣ୍ଡପ ପର୍ଯ୍ୟନ୍ତ
Read More...

ସରକାରୀ ବୃତ୍ତି ପରୀକ୍ଷାରେ ଶିଶୁ ମନ୍ଦିର ବିଦ୍ୟାର୍ଥୀଙ୍କ କୃତିତ୍ୱ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ୨୦୨୪-୨୫ ବର୍ଷରେ ଅନୁଷ୍ଠିତ ସରକାରୀ ବୃତ୍ତି ପରୀକ୍ଷାରେ ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବିଦ୍ୟାର୍ଥୀ ସଫଳତା ହାସଲ କରିଥିବା ଜଣାଯାଇଛି । ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଛାତ୍ରୀ ପ୍ରାଚୀ
Read More...

ନୀଳକଣ୍ଠେଶ୍ଵର ଦେବ ଡେଲାଙ୍ଗ ପଞ୍ଚୁଦୋଳ ମେଲଣ ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ପଞ୍ଚୁଦୋଳ ମେଲଣ ସୋମବାର ପାରମ୍ପରିକ ନୀତି ଅନୁଯାୟୀ ହରିହର ଭେଟ ପାରସ୍ପରିକ ଫଗୁ ବିନିମୟର ଉଦଯାପିତ ହୋଇଯାଇଛି । ୧୫ ତାରିଖ ମଧ୍ୟ ରାତ୍ରରୁ ଆକର୍ଷଣୀୟ ଆତସବାଜୀ ବାଣ ପ୍ରଦର୍ଶନୀ, ନଦିଆ ସଂକୀର୍ତ୍ତନ ମଣ୍ଡଳି, ବାଜା, ତୁରୀ, ଘଣ୍ଟ ବାଦ୍ୟ,
Read More...

ବକଟିରେ ଧନୁଯାତ୍ରା ମହୋତ୍ସବ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବକଟି ଗ୍ରାମରେ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଛି । ସାମ୍‌ମ୍ବଦିକ ବିରାଜ ନନ୍ଦ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବକଟି ସମିତି ସଭ୍ୟ ଶ୍ରୀନିବାସ ମଲ୍ଲିକ ପ୍ରଦୀପ ପ୍ରଜ୍ୱଳନ କରି ଏହାର ଶୁଭାରମ୍ଭ କରିଛନ୍ତି । କମିଟି
Read More...

ଲାର୍ଣ୍ଣ ଲିଙ୍କ୍‌ସ ଫାଉଣ୍ଡେସନ ଆନୁକୂଲ୍ୟରେ ଏକଦିବସୀୟ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ

ତୁଷୁରା, (କେପିଏନ୍‌ଏସ୍‌) : ଲାର୍ଣ୍ଣ ଲିଙ୍କ୍‌ସ ଫାଉଣ୍ଡେସନ ଆନୁକୂଲ୍ୟରେ ଗୁଡଭେଲା ବ୍ଲକର ପ୍ରାଥମିକ ଶିକ୍ଷକ, ପ୍ରଧାନ ଶିକ୍ଷକ ଓ ସିଆର୍‌ସିସିମାନଙ୍କୁ ନେଇ ଏକଦିବସୀୟ ପ୍ରଶିକ୍ଷଣ ଶିବିର ତୁଷୁରା ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗୁଡଭେଲା
Read More...

ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗରରେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନସମାଧାନ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ, ଭଞ୍ଜନଗର ଉପଜିଲ୍ଲାପାଳ
Read More...

ଚୈତ୍ର ବାସନ୍ତୀକ ପୂଜାନୋତ୍ସବ ପାଳନ ନେଇ ନୃସିଂହନାଥ ଯାଦବ ସମାଜ ପକ୍ଷରୁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ପାଇକମାଲ ବ୍ଲକ ଏବଂ ଝାରବନ୍ଧ ବ୍ଲକ ଯାଦବ ସମାଜ ମିଳିତ ଉଦ୍ୟମରେ ଚୈତ୍ର ବାସନ୍ତୀକ ପୂଜାନୀତି ନିୟମ ସଭାପତି ବରଗଡ ଜିଲ୍ଲା ଅମୃତଲାଲ ବନଛୋରଙ୍କ ସଭାପତିତ୍ୱରେ ନୃସିଂହନାଥ ସମଲେଶ୍ୱରୀ ମନ୍ଦିର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ।
Read More...

ସ୍ୱର୍ଗତ ପିତାମ୍ବର ସେଠ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଗୋପବନ୍ଧୁ ପଡା କ୍ରିକେଟ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଲାନ୍ଥନଦୀ ଖେଳ ପଡିଆ ଠାରେ ବୈକୁଣ୍ଠ ସେଠଙ୍କ ତତ୍ତ୍ୱବଧାନରେ ଦ୍ୱିତୀୟ ବର୍ଷ ପିତାମ୍ବର ସେଠ ମେମୋରିଆଲ ସର୍କିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି
Read More...

ନଳକୂପ ପାଇଁ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କଲେ ଯୁବ ସମାଜସେବୀ ଧର୍ମେନ୍ଦ୍ର ବାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଖରା ମାସ ଚାଲୁଛି ଏବଂ ପାଣି ପାଇଁ ଡହକ ବିକଳ ହେଉଛନ୍ତି ଜୀବ ଜଗତର ସମସ୍ତ ପ୍ରାଣୀ । ମନୁଷ୍ୟ ହେଉ କି ଅନ୍ୟ ଜୀବଜନ୍ତୁ ହୁଅନ୍ତୁ, ଜଳ ବିନା ବଞ୍ଚିବା ବହୁତ କଷ୍ଟକର । ଠିକ ସେମିତି ପାଣିର ଅଭାବ ଦେଖା ଦେଇଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ
Read More...