pr

ମାଛଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାରପିଟ : ଥାନାରେ ମାମଲା ରୁଜୁ

dr. purohit

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡ଼ା ବ୍ଲକ ମାଛଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଡାଟା ଏଣ୍ଟ୍ରି ଓପରେଟର ଦିନେଶ କୁମାର ମହାନ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ସମୟରେ ତାଙ୍କୁ ସେହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଜଗଦୀଶ ମହାନ୍ତ ଗାଳି ଗୁଲଜ ସହ ମାରପିଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସେହିପରି ଅଧ୍ୟାପକ ଜଗଦୀଶ ମହାନ୍ତ ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କୁ ଏବଂ ତାଙ୍କ ସହଯୋଗୀ ଅଧ୍ୟାପକ ରାଜ ଗୋପାଳଙ୍କୁ ଡାଟା ଏଣ୍ଟ୍ରି ଓପରେଟର ଦିନେଶ ଓ ତାଙ୍କ ପିତା ମଧୁସୂଦନ ମହାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଶି ମାଡ଼ ମାରିଛନ୍ତି । ଏନେଇ ଥାନାରେ ୧୯୨/୨୨ ଏବଂ ୧୯୩/୨୨ ଦୁଇଟି ମାମଲା ରୁଜୁ ହୋଇଛି ।

nrusinghnath
Leave A Reply

Your email address will not be published.