Daily Archives

ଟାଉନହଲ ଠାରେ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ-୨୦୨୨ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ନୂଆଁଖାଇ ଭେଟଘାଟ-୨୦୨୨ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥିମାନେ ମା’ ସମଲେଇଶ୍ୱରୀ ଓ ପାଟଣେଶ୍ୱରୀଙ୍କ ଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ଜିଲ୍ଲା ସଂସ୍କୃତି
Read More...

ଜାତୀୟ ନିର୍ମାଣକାରୀ ପୁରସ୍କାରରେ ପାଞ୍ଚ ଜଣ ଶିକ୍ଷକଙ୍କୁ ସମ୍ମାନିତ କଲା ରୋଟାରୀ କ୍ଲବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଗତ ବର୍ଷମାନଙ୍କ ପରି ପାରମ୍ପରିକ ବିଧିରେ ଜାତୀୟ ନିର୍ମାଣକାରୀ ପୁରସ୍କାରରେ ପାଞ୍ଚ ଜଣ ଶିକ୍ଷକଙ୍କୁ ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ରବିବାର ସନ୍ଧ୍ୟାରେ ଏକ ଭବ୍ୟ ସମାରୋହରେ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଛି । ପ୍ରାଥମିକ
Read More...

ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ଅଞ୍ଚଳର ବ୍ୟବସ୍ଥିତ ୦୧ଟି କେନ୍ଦ୍ରରେ ୧୮ରୁ ଅଧିକ ବୟସର…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ଅଂଚଳର ୦୧ଟି ବ୍ୟବସ୍ଥିତ ଟୀକାକେନ୍ଦ୍ରରେ ୧୮ରୁ ଅଧିକ ବୟସର ହିତାଧିକାରୀଙ୍କ ସହ ଏଚସିଡବ୍ଲୁ /ଏଫଏଲଡବ୍ଲୁ ଏବଂ ୬୦ ବର୍ଷରୁ ଅଧିକ
Read More...

କାର୍ତ୍ତିକ ହବିଷ୍ୟାଳୀ ବ୍ରତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ପବିତ୍ର କାର୍ତ୍ତିକ ମାସରେ ରାଇଦାମୋଦର (ହବିଷ)ବ୍ରତ କରିବାକୁ ହବିଷ୍ୟାଳୀମାନେ ପୁରୀ ଆସିଥାନ୍ତି । ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ହବିଷ୍ୟାଳୀମାନଙ୍କ ରହିବା, ଶ୍ରୀଜିଉଙ୍କ ଦର୍ଶନ, ପୂଜା
Read More...

ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ : ଶାଶୁକୁ ୩ ବର୍ଷ ଜେଲ

ଭଦ୍ରକ : ଯୌତୁକ ପାଇଁ ପତ୍ନୀକୁ ହତ୍ୟା କରିଥିବା ଦୋଷୀକୁ ଆଜୀବନ କାରାଦଣ୍ଡ । ପତ୍ନୀହନ୍ତା ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ ଏଡିଜେ । ୨୦୧୫ରେ ସାବରଙ୍ଗ ଥାନା ଜିତନଗାରେ ପତ୍ନୀଙ୍କୁ ପୋଡ଼ି ମାରିଥିଲେ ପୂର୍ଣ୍ଣଚନ୍ଦ୍ର । ଘଟଣାରେ ସମ୍ପୃକ୍ତ ଶାଶୁଙ୍କୁ ମଧ୍ୟ ୩ ବର୍ଷ
Read More...

୨୪ଜଣ ନିୟମଗିରି ଡଙ୍ଗରିଆ କନ୍ଧ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତରେ ୨୪ଜଣ ନିୟମଗିରି ଡଙ୍ଗରିଆ କନ୍ଧ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି । ଏଥିରେ ତହସିଲଦାର ସୁଧାକର ରଇତ, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ଡବ୍ଲ୍ୟୁ ଇଓ ଚନ୍ଦନ ଦାସ ବାଙ୍ଗାରି, ସୁନାଖଣ୍ଡି
Read More...

ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ରାଜ୍ୟପାଳ

ରାୟଗଡ଼ା : ଦୁଇ ଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଏହି ଅବସରରେ ରାଜ୍ୟପାଳ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ଗତକାଲି ରାତିରେ ରାଜ୍ୟପାଳ ରାୟଗଡ଼ାଠାରେ ପହଞ୍ଚିଥିଲେ । ଆଜି ସକାଳୁ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ କୋଲନରା
Read More...

ଉମରା ହଜ ପାଇଁ ମକ୍କା ମଦିନା ଅଭିମୁଖେ ନଅ ଜଣ ଯାତ୍ରୀ

ବରଗଡ, (ନିରୋଜ କୁମାର ପାଣୀ) : ମୁସଲମାନ ସମ୍ପ୍ରଦାୟର ୯ ଜଣ ମହିଳା ଏବଂ ପୁରୁଷଙ୍କ ଏକ ସମୂହ ସୋମବାର ସାଉଦିଆରବ ଦେଶର ମକ୍କା ଏବଂ ମେଦିନା ସରିଫ ଅଭିମୁଖେ ଉମରା ହଜ କରିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ଏହି ସମୂହ ପ୍ରଥମେ ବରଗଡ଼ ରେଲୱେ ଷ୍ଟେସନରୁ ବାହାରି ଦିଲ୍ଲୀ ପହଞ୍ଚିବା ପରେ
Read More...

ନୂଆଁଖାଇ ଜୁହାର ଭେଟ୍‌-୨୦୨୨ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ଠାରେ ସାର୍ବଜନୀନ ସାଂସ୍କୃତିକ କଳା ପରିଷଦ ଆନୁକୂଲ୍ୟରେ ମହାସମାରୋହରେ ନୂଆଁଖାଇ ଜୁହାର ଭେଟ୍‌ - ୨୦୨୨ ପାଳିତ ହୋଇଯାଇଛି । ସକାଳୁ ପଞ୍ଚାୟତସ୍ତରୀୟ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ପ୍ରତିଯୋଗିତାରୁ କାର୍ଯ୍ୟକ୍ରମ ଆରମ୍ଭ
Read More...

ବଲାଙ୍ଗିର ସିନିୟର ନକ ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ନବମ ଦିବସ

ସାଇଟ ସ୍ପୋର୍ଟ୍ସ ସୋସାଇଟି, କୁଶଙ୍ଗ, କାଲସାଏପାଲି, ଏନ୍‌ଏସ୍‌ ସ୍ପୋଟିଂ, ଖୁଣ୍ଟ ସମଲେଇ, ହାତୀସରା ଓ ଜିଏସ୍‌ପି ଟିଟିଲାଗଡ ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ପଲ୍ଲିଶ୍ରୀ ଷ୍ଟଡିୟମ ସଦାଇପାଲିଠାରେ ସାଇଟ ସ୍ପୋର୍ଟ୍ସ ସୋସାଇଟି
Read More...