Daily Archives

ଅର୍ଣ୍ଣବ ବାତ୍ୟାରେ ଉଜୁଡ଼ିଲା ମକା ଫସଲ, କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ

ବରଗଡ, (ମୁନ୍ନା ସାହୁ) : ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ଓ ଝଡ଼ ପବନ ଯୋଗୁଁ ବରଗଡ଼ ଜିଲ୍ଲାର ଚାଷୀଙ୍କ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ବରଗଡ଼ ବ୍ଲକ ଅନ୍ତର୍ଗତ ଚକ୍ରକେନ୍ଦ ପଞ୍ଚାୟତରେ ମକା ଚାଷୀମାନେ ଏହି ବାତ୍ୟା ଯୋଗୁଁ ବହୁଳ ଭାବେ କ୍ଷୟକ୍ଷତିର ସମ୍ମୁଖୀନ…
Read More...

ଗଞ୍ଜାମରେ ବନ୍ୟା ଆଶଙ୍କା : ଗାଁ ଭିତରକୁ ପଶିଲା ପାଣି, ଜଳବନ୍ଦୀ ଘେରରେ ଲୋକେ

ଗଞ୍ଜାମ, (କେପିଏନ୍‌ଏସ୍‌) : ଗୋଟିଏ ପଟେ ଲଗାଣ ବର୍ଷା, ଅନ୍ୟପଟେ ବଢ଼ୁଛି ନଦୀର ଜଳସ୍ତର । ଧୀରେ ଧୀରେ ଗାଁ ଭିତରକୁ ପଶୁଛି ବନ୍ୟାଜଳ । ଜଳବନ୍ଦୀ ସ୍ଥିତିକୁ ନେଇ ଚିନ୍ତାରେ ଲୋକେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଛି ବନ୍ୟା ଆଶଙ୍କା । ବିଶେଷକରି ଋଷିକୂଲ୍ୟା ଓ ଘୋଡ଼ାହାଡ଼…
Read More...

୨୦୨୮ ସୁଦ୍ଧା ଓଡ଼ିଶାକୁ ଶିଶୁ ଶ୍ରମିକମୁକ୍ତ କରିବା ଲକ୍ଷ୍ୟ

ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ ବାରିପଦା, (ଦେବସ୍ମିତ ଚୌଧୁରୀ) : ୨୦୨୮ ସୁଦ୍ଧା ଓଡ଼ିଶାକୁ ଶିଶୁ ଶ୍ରମିକମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ୪୪ ଦିନିଆ ସଚେତନତା ଅଭିଯାନର ଅଂଶସ୍ୱରୂପ ମୟୂରଭଞ୍ଜ ଜିଲ୍ଲାରେ…
Read More...

ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ-୨୦୨୬ ପାଳିତ

ସୁରକ୍ଷିତ ଭବିଷ୍ୟତ ପାଇଁ ନିୟମିତ ସଞ୍ଚୟ ଓ ଆର୍ଥିକ ସଚେତନତା ଉପରେ ଗୁରୁତ୍ୱ ବାରିପଦା, (ଦେବସ୍ମିତ ଚୌଧୁରୀ) : ନିୟମିତ ସଞ୍ଚୟ ଅଭ୍ୟାସ ଗଢ଼ିତୋଳିବା, ସ୍ୱଳ୍ପ ସଞ୍ଚୟ ଯୋଜନା ସମ୍ପର୍କରେ ଜନସଚେତନତା ବୃଦ୍ଧି ଏବଂ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଜିଲ୍ଲା ସଞ୍ଚୟ ଓ…
Read More...

କଂଗ୍ରେସ ସେବାଦଳ ପକ୍ଷରୁ ରକ୍ତଦାନ ଶିବିର : ମୋଟ ୫୦ ୟୁନିଟ ରକ୍ତ ସଂଗୃହିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷ ଠାରେ ମୟୂରଭଞ୍ଜ (ପୂର୍ବ) କଂଗ୍ରେସ ସେବାଦଳ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଶିବିରକୁ ଉଦ୍‌ଘାଟନ କରିଥିବା ବେଳେ, ପିସିସି ସାଧାରଣ ସମ୍ପାଦକ…
Read More...

ଯାତ୍ରୀବାହୀ ବସ୍‌ରେ ଗଞ୍ଜେଇ ଚାଲାଣର ପର୍ଦ୍ଦାଫାସ : ୩ ମହିଳାଙ୍କ ସମେତ ୪ ଗିରଫ, ପୁଷ୍ପରାଜ ବସ୍‌ ଜବତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଯାତ୍ରୀବାହୀ ବସ୍‌କୁ ଗଞ୍ଜେଇ ଚାଲାଣର ମାଧ୍ୟମ କରିଥିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ସଦର ଥାନା ପୋଲିସ ୩ ଜଣ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଗଞ୍ଜେଇ ଚାଲାଣରେ ବ୍ୟବହୃତ 'ପୁଷ୍ପରାଜ' ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌କୁ…
Read More...

କନ୍ଧମାଳର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡିକାଲ କଲେଜ ପଦକ୍ଷେପ : ରାଇକିଆରେ ଡାକ୍ତରୀ ଦଳ ନିୟୋଜିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ ) : ବନ୍ୟା ପରବର୍ତ୍ତୀ ସମୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ । ବନ୍ୟା ପ୍ରଭାବିତ ରାଇକିଆ ଅଞ୍ଚଳର ଲୋକଙ୍କୁ ତ୍ୱରିତ ଓ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟରେ ଫୁଲବାଣୀ ସ୍ଥିତ ସ୍ୱାମୀ…
Read More...

ବାତ୍ୟା ‘ଅର୍ଣ୍ଣବ’ର କରାଳ ରୂପ : ଭୂସ୍ଖଳନରେ ଦମ୍ପତିଙ୍କ ସହ ୭ ମାସର ଶିଶୁପୁତ୍ରର ମୃତ୍ୟୁ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପ ଯେ ଏତେ ଭୟଙ୍କର ହୋଇପାରେ, ତାହାର ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ଡାଙ୍ଗେଶି ଗ୍ରାମରୁ । ପ୍ରବଳ ବର୍ଷା ପରେ ପାହାଡ଼ରୁ ମାଡ଼ି ଆସିଥିବା ମାଟି, ପଥର ଓ…
Read More...

ପଲ୍ଲୀରୁ ଦିଲ୍ଲୀ : ଜାତୀୟ ବିଜ୍ଞାନ ସେମିନାରରେ ସୌମ୍ୟାଶ୍ରୀଙ୍କ ସଫଳତା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସୌମ୍ୟାଶ୍ରୀ ଥନାପତି ଜାତୀୟ ବିଜ୍ଞାନ ସେମିନାରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ନେସନାଲ ସାଇନ୍ସ ସେଣ୍ଟରରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ ସେମିନାରରେ…
Read More...

ବିଶ୍ୱ ମିତବ୍ୟୟିତା ଦିବସ : ନିୟମିତ ସଞ୍ଚୟ ଦ୍ୱାରା ଭବିଷ୍ୟତ ସୁରକ୍ଷିତ ହୋଇପାରିବ – ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଶାଖା ପକ୍ଷରୁ ଆଜି ସୋନପୁର ବ୍ଲକ୍ ସମ୍ମିଳନୀ କକ୍ଷଠାରେ ବିଶ୍ୱ ମିତବ୍ୟୟିତା ଦିବସ ବା ବିଶ୍ୱ ସଞ୍ଚୟ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଦେବାଶିଷ ସିଂ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ…
Read More...