pakka

ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ : ଶାଶୁକୁ ୩ ବର୍ଷ ଜେଲ

ଭଦ୍ରକ : ଯୌତୁକ ପାଇଁ ପତ୍ନୀକୁ ହତ୍ୟା କରିଥିବା ଦୋଷୀକୁ ଆଜୀବନ କାରାଦଣ୍ଡ । ପତ୍ନୀହନ୍ତା ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ ଏଡିଜେ । ୨୦୧୫ରେ ସାବରଙ୍ଗ ଥାନା ଜିତନଗାରେ ପତ୍ନୀଙ୍କୁ ପୋଡ଼ି ମାରିଥିଲେ ପୂର୍ଣ୍ଣଚନ୍ଦ୍ର । ଘଟଣାରେ ସମ୍ପୃକ୍ତ ଶାଶୁଙ୍କୁ ମଧ୍ୟ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଏଡିଜେ ।

Leave A Reply

Your email address will not be published.

8 − 4 =