ଓଲଟିଲା ବାଲି ବୋଝେଇ ଟ୍ରକ୍ : ଅଳ୍ପକେ ବର୍ତ୍ତିଲେ ଗୌରଙ୍ଗଙ୍କ ପରିବାର
ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ପଦ୍ମପୁର ରାସ୍ତାର ଶୁକଦେବପୁର ଛକ ନିକଟରେ ଦୁର୍ଘଟଣା । ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ୍ । ଦୁର୍ଘଟଣା ପରେ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଛି । ଅନ୍ୟପଟେ ରାସ୍ତା ପାର୍ଶ୍ବରୁ ମାତ୍ର ୧୦ ଫୁଟ ଦୂରରେ!-->…
Read More...
Read More...