ବାଇକ୍ – ଟ୍ରକ୍ ମୁହାମୁହିଁ ଧକ୍କା : ୨ ମୃତ
ଭଦ୍ରକ : ୧୬ ନମ୍ୱର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ଦୁର୍ଘଟଣା । ବିଳମ୍ବିତ ରାତିରେ ବାଇକ୍କୁ ଧକ୍କା ଦେଲା ଟ୍ରକ୍ । ବାଇକରେ ଥିବା ଆରୋହୀଙ୍କ ମଧ୍ୟରୁ ୨ ମୃତ । ମୃତକ ମଧ୍ୟରେ ଭଦ୍ରକ ପଥରଆଡ଼ି ଓ ବରିକପୂର ଅଞ୍ଚଳର ୨ ଜଣ ଯୁବକ ଥିଲେ । ତେବେ ବାଇକ୍ରେ ୨ ଜଣ!-->…
Read More...
Read More...