୫୦ ଲକ୍ଷରୁ ଅଧିକ ମୂଲ୍ୟର ନକଲି ଜର୍ଦ୍ଦା ଜବତ : ୨ ଜଣ ଗିରଫ
ଭଦ୍ରକ : ଭଦ୍ରକ ପୁରୁଣାବଜାର ଥାନା ହେଲାସାହିରୁ ଗୁରୁବାର ଏକ ନକଲି ଜର୍ଦ୍ଦା କାରଖାନା ପୁଲିସ୍ ଠାବ କରିଛି । ନକଲି ଜର୍ଦ୍ଦା କାରଖାନାରୁ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନକଲି ଜର୍ଦ୍ଦା ପୋଲିସ ଜବତ କରିଛି । ଚଢ଼ାଉ ସମୟରେ ନାମିଦାମି ଲୋଗୋ, ଷ୍ଟିକର ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ!-->…
Read More...
Read More...