pakka
Daily Archives

ଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଲକ୍ ଅନ୍ତର୍ଗତ ଦିପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜ୍ଞାନ ଶିକ୍ଷୟତ୍ରୀ ସୁଶ୍ରୀ ସେଫାଲି ପାତ୍ରଙ୍କ ସହଯୋଗରେ ୨୨ ଗୋଟି ପ୍ରକଳ୍ପ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା
Read More...

‘ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ ଲଗାଇବା’ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ରାଜବୋଡାସମ୍ବର ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ "ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ ଲଗାଇବା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ରାଜ ବୋଡାସମ୍ବର ବ୍ଲକ୍ ଶିକ୍ଷା ଅଧିକାରୀ
Read More...

ବରଗଡ ଜିଲ୍ଲା ବିଜେପି ପଛୁଆ ବର୍ଗ ମୋର୍ଚ୍ଚା ଜିଲ୍ଲା ସଭାପତି ଭାବେ ପରେଶ ବିଶି ନିଯୁକ୍ତ

ବରଗଡ, (ନିରୋଜ କୁମାର ପାଣୀ) : ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀଙ୍କ ଅନୁମୋଦନ କ୍ରମେ, ବିଜେପି ରାଜ୍ୟ ପଛୁଆ ବର୍ଗ ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ ବରଗଡ ଜିଲ୍ଲା ବିଜେପି ପଛୁଆ ବର୍ଗ ମୋର୍ଚ୍ଚା ସଭାପତି ଭାବେ ବରିଷ୍ଠ ବିଜେପି ନେତା ପରେଶ ବିଶିଙ୍କୁ ନିଯୁକ୍ତ କରିଛନ୍ତି ।
Read More...

ଅମଠି ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବୈତାଳି କ୍ଲଷ୍ଟର ଅନ୍ତର୍ଗତ ଅମଠି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ପ୍ରଭୁଦାସ ମହାନନ୍ଦଙ୍କ ସହ
Read More...

ନିଟ୍‌ ଓ ଜେଇଇ କୋଚିଂ ନିମନ୍ତେ ବାଇଜୁସ୍‌ର କେରିଅର ପ୍ଲସ କାର୍ଯ୍ୟକ୍ରମ ଏବଂ ଛାତ୍ରଛାତ୍ରୀଙ୍କୁ ଟାବଲେଟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଭାରତ ସରକାରଙ୍କ ନୀତି ଆୟୋଗ ଓ ବାଇଜୁସ୍‌ର ମିଳିତ ସହଯୋଗରେ ତଥା ବଲାଙ୍ଗିର ଜିଲ୍ଲା ପ୍ରଶାସନର ଆୟୋଜନରେ ନିଟ୍‌ ଓ ଜେଇଇ କୋଚିଂ ନିମନ୍ତେ ବାଇଜୁସ୍‌ର କେରିଅର ପ୍ଲସ କାର୍ଯ୍ୟକ୍ରମ ଏବଂ
Read More...

ଟେବଡାମୁଣ୍ଡାରେ ମଙ୍ଗଳବାର ବଜାର ଆରମ୍ଭ

ଅଞ୍ଚଳର ଚାଷୀଙ୍କ ଅର୍ଥନୈତିକ ବିକାଶ ହେବ ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ବଡଙ୍ଗୋମୁଣ୍ଡା ପଞ୍ଚାୟତ ଟେବଡାମୁଣ୍ଡା ଗାଁର ଗିରିଗୋବର୍ଦ୍ଧନ ପୀଠ ନିକଟରେ ମଙ୍ଗଳବାର ସାପ୍ତାହିକ ବଜାରକୁ ବଡଙ୍ଗୋମୁଣ୍ଡା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଚମ୍ପି ବାରିକ ଉଦ୍‌ଘାଟନ
Read More...

ନିଶା ଦ୍ରବ୍ୟ ସୁଂଘାଇ ବାଇକ ଓ ଟଙ୍କା ଲୁଟ ଅଭିଯୋଗ : ୨୪ ଘଣ୍ଟା ପରେ ଯୁବକ ଉଦ୍ଧାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମଟଖାଇ ଜଙ୍ଗଲରୁ ଜଣେ ଯୁବକଙ୍କୁ ପୋଲିସ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ୍ରେ ଭର୍ତ୍ତି କରିଛି । ଉକ୍ତ ଯୁବକ ତୁଷୁରାରୁ ଫେରୁଥିବା ବେଳେ ପଛପଟୁ କେହି ତାଙ୍କୁ ନିଶା ଦ୍ରବ୍ୟ ସୁଂଘାଇ ତାଙ୍କର ଗ୍ଲେମର ବାଇକ ଓ ପ୍ରାୟ ଦଶ ହଜାର ଟଙ୍କା ଲୁଟି
Read More...

ମଦନପୁର ଆଦର୍ଶ ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସଂକୀର୍ତ୍ତନ ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,
Read More...

ପୁଟୁକିଡୁଙ୍ଗୁରି ବିଦ୍ୟାଳୟରେ ପୋଷଣ ସଚେତନତା ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁଙ୍କ ମାର୍ଗ ଦର୍ଶନରେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ପୋଷଣ ମାସ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଏହି କ୍ରମରେ ବୈତାଳି
Read More...

କେନ୍ଦୁପତ୍ର ମେଟ୍ ମାନଙ୍କର ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝିଟିକି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁନିକେଲ ଗ୍ରାମର ପତର ଫଡିଠାରେ କେନ୍ଦୁପତ୍ର ମେଟ୍, ମୁନସୀ ଓ କେନ୍ଦୁପତ୍ର ତୋଲାଳି ଶ୍ରମିକମାନଙ୍କ ମଧ୍ୟରେ ଆନନ୍ଦ ବାଗଙ୍କ ଅଧ୍ୟକ୍ଷତାରେ ଏକ ଡିଭିଜନ ସ୍ତରୀୟ ଲକ୍ଷେ ଘର ଗଣ୍ଡା
Read More...