Daily Archives

ଭଜନ ଓ ଶ୍ରୀ ଜଗନ୍ନାଥ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ନୂଆଁଖାଇ ପର୍ବ ଅବସରରେ ପାଇକମାଲ ବ୍ଲକ ଗୌରଜୁରୀ ଗ୍ରାମରେ ନୂଆଁଖାଇ ଜୁହାର କାର୍ଯ୍ୟକ୍ରମରେ ଭଜନ ଓ ଶ୍ରୀ ଜଗନ୍ନାଥ କଥାମୃତ ଅନୁଷ୍ଠିତ ହୋଇଥିଲା । କଣ୍ଠଶିଳ୍ପୀ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ରମେଶ ଚନ୍ଦ୍ର ଦାଶ ଭଜନ ଓ ଶ୍ରୀ ଜଗନ୍ନାଥ
Read More...

ୱାର୍ଡ ନଂ ୨୦ର ଆଳତି ସନ୍ଧ୍ୟାରେ ଯୋଗ ଦେଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ ୨୦ର ପେଲେସ ଲାଇନଠାରେ ପଡାବାସୀଙ୍କ ଦ୍ୱାରା ମହାସମାରୋହରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଥିବା ବେଳେ ଆଜି ଆଳତି ସନ୍ଧ୍ୟାରେ ବଲାଙ୍ଗିର ପୌର ପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇ ଗଣେଶଙ୍କ ଆଳତି
Read More...

ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୪୩ଟି କେନ୍ଦ୍ରରେ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଂଚଳର ୪୩ଟି ବ୍ୟବସ୍ଥିତ ଟୀକାକେନ୍ଦ୍ରରେ ୧୮ରୁ ଅଧିକ ବୟସର ହିତାଧିକାରୀଙ୍କ ସହ ଏଚସିଡବ୍ଲୁ /ଏଫଏଲଡବ୍ଲୁ ଏବଂ ୬୦
Read More...

ଏବିସିଡିର ବୋଡାସମ୍ବର ନୂଆଁଖାଇ ଭେଟ୍‌ଘାଟ୍‌ – ୨୦୨୨ ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୧ ତାରିଖ ସନ୍ଧ୍ୟାରେ ରିକ୍ରିଏସନ ସେଣ୍ଟର ସ୍ଥିତ ରଙ୍ଗମଞ୍ଚରେ ପଦ୍ମପୁର ଏବିସିଡି ଅନୁଷ୍ଠାନ ଆନୁକୂଲ୍ୟରେ ଚବିଶ ତମ ବୋଡାସମ୍ବର ନୂଆଁଖାଇ ଭେଟଘାଟ - ୨୦୨୨ ମହାସମାରୋହରେ ଆୟୋଜିତ ହୋଇଯାଇଛି । ପ୍ରାରମ୍ଭରେ ଝାଙ୍କର ସୁରେଶ ଡୁଡକା ମା' ସମଲେଇଙ୍କ
Read More...

ରାଉରକେଲା ଆଇନ ମହାବିଦ୍ୟାଳୟର ବାର୍ଷିକୋତ୍ସବ ‘ସ୍ଲାଶ’ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟର ଦୁଇ ଦିନିଆ ବାର୍ଷିକୋତ୍ସବ 'ସ୍ଲାଶ' ଆଜି ମହାବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦେବେନ୍ଦ୍ର ନାଥ ବେହେରାଙ୍କ ସଭାପତିତ୍ୱ ଓ ଛାତ୍ର ସଂସଦର ସଭାପତି ସତ୍ୟଜିତ ମିଶ୍ରଙ୍କ ଆବାହକତ୍ୱରେ
Read More...

ମହାନଦୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

ତିଗିରିଆ : ତିଗିରିଆ ଥାନା ଅନ୍ତର୍ଗତ ବଡ଼ନାଉପୁଟ ପଞ୍ଚାୟତର ବଉଳାଙ୍ଗ ଗ୍ରାମର ଜଣେ ବୃଦ୍ଧା ଶୌଚ ହେବାଲାଗି ମହାନଦୀକୁ ଯାଇ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହିତ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି । ସୂଚନା ଅନୁଯାୟୀ,
Read More...

ପଦ୍ମଶ୍ରୀ ବାବା ବାଳିଆଙ୍କ ନାରେ ଥାନାରେ ଅଭିଯୋଗ ଦେଲା ଗାଇସିଲେଟ ବ୍ଲକ କୋସଲ ରାଏଜ ମୁକ୍ତି ମୋର୍ଚ୍ଚା

ପଦ୍ମପୁର, (ନିରୋଜ କୁମାର ପାଣୀ) : କିଛି ଦିନ ଆଗରୁ ଆମର କୋସଲାଞ୍ଚଳର ଗଣପର୍ବ ନୂଆଁଖାଇ ପରମ୍ପରାକୁ ତାଚ୍ଛଲ୍ୟ କରି ପଶ୍ଚିମ ଓଡିଶାର ଦେବା ଦେବୀ ଉପରେ ଖରାପ ମନ୍ତବ୍ୟ ଦେଇଥିବା ପଦ୍ମଶ୍ରୀ ବାବା ବାଳିଆଙ୍କ ନାମରେ ଗାଇସିଲେଟ ଥାନାରେ ଏତଲା ଦେଲା ଗାଇସିଲେଟ ବ୍ଲକ କୋସଲ ରାଏଜ ମୁକ୍ତି
Read More...

ନୂଆଁଖାଇ ପାଳିଲେ ଛତିଶଗଡର ମୁଖ୍ୟମନ୍ତ୍ରୀ

ଛତିଶଗଡ଼ : ନୂଆଁଖାଇ କେବଳ ଯେ ପଶ୍ଚିମ ଓଡ଼ିଶାରେ ସୀମିତ ତାହା ନୁହେଁ ବରଂ ପଡୋଶୀ ଛତିଶଗଡ଼ ପର୍ଯ୍ୟନ୍ତ ପରିବ୍ୟାପ୍ତ ଅଟେ । ଗତକାଲି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ମଧ୍ୟ ପାଳିଛନ୍ତି ନୂଆଁଖାଇ । ରାୟଗଡ଼ା ଜିଲ୍ଲାର ଲୋଇଙ୍ଗ ଗାଁରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ପହଞ୍ଚି ପ୍ରଥମେ ଜଗନ୍ନାଥ
Read More...

ଖର୍‌ସେଲପଡା ଠାରେ ଗଣେଶ ପୂଜା ସମୟରେ ଗୋଷ୍ଠୀ ସଂଘର୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଅନ୍ତର୍ଗତ ୱାର୍ଡ ନଂ ୨୧ର ଖର୍‌ସେଲପଡାରେ ଗଣେଶ ପୂଜା ସମୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଖର୍‌ସେଲପଡା ଗଣେଜ ପୂଜା ମେଢ ପାଖରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଚାଲିଥିବା
Read More...

ପ୍ରେମକୁ କେନ୍ଦ୍ର କରି ମାଲପଡାରେ ଜଣେ ନାବାଳକଙ୍କୁ ସଂଘବଦ୍ଧ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାଲପଡାରେ ପ୍ରେମକୁ କେନ୍ଦ୍ର କରି ଜଣେ ନାବାଳକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିବା ନେଇ ଖବର ମିଳିଛି । ତେବେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିବା ନାବାଳକ ଜଣକ ମାଲପଡାର ସୁନିଲ ଭୋଇ ବୋଲି ଜଣାପଡିଛି ।
Read More...