csstore

ୱାର୍ଡ ନଂ ୨୦ର ଆଳତି ସନ୍ଧ୍ୟାରେ ଯୋଗ ଦେଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ ୨୦ର ପେଲେସ ଲାଇନଠାରେ ପଡାବାସୀଙ୍କ ଦ୍ୱାରା ମହାସମାରୋହରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଥିବା ବେଳେ ଆଜି ଆଳତି ସନ୍ଧ୍ୟାରେ ବଲାଙ୍ଗିର ପୌର ପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇ ଗଣେଶଙ୍କ ଆଳତି କରିଥିଲେ । ପରେ ଉପସ୍ଥିତ ଥିବା ପଡାବାସୀମାନଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଅତି ଶୀଘ୍ର ତାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ ଶ୍ରୀମତୀ ସାହୁ ।

jayashree
Leave A Reply

Your email address will not be published.