pakka

ଭଜନ ଓ ଶ୍ରୀ ଜଗନ୍ନାଥ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ନୂଆଁଖାଇ ପର୍ବ ଅବସରରେ ପାଇକମାଲ ବ୍ଲକ ଗୌରଜୁରୀ ଗ୍ରାମରେ ନୂଆଁଖାଇ ଜୁହାର କାର୍ଯ୍ୟକ୍ରମରେ ଭଜନ ଓ ଶ୍ରୀ ଜଗନ୍ନାଥ କଥାମୃତ ଅନୁଷ୍ଠିତ ହୋଇଥିଲା । କଣ୍ଠଶିଳ୍ପୀ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ରମେଶ ଚନ୍ଦ୍ର ଦାଶ ଭଜନ ଓ ଶ୍ରୀ ଜଗନ୍ନାଥ କଥାମୃତ ପରିବେଷଣ କରିଥିଲେ । ଗୌରଜୁରୀ ଗ୍ରାମବାସୀ ଓ ଭକ୍ତମାନଙ୍କ ଶ୍ରଦ୍ଧା, ଭକ୍ତି ବଳରେ ଏହି କାର୍ଯ୍ୟକ୍ରମଟି ସରସ, ସୁନ୍ଦର ଓ ଭକ୍ତିମୟ ପରିବେଶରେ ଆନନ୍ଦପ୍ରଦ ହୋଇଥିଲା ।

Leave A Reply

Your email address will not be published.

19 − seven =