pakka

ନୂଆଁଖାଇ ପାଳିଲେ ଛତିଶଗଡର ମୁଖ୍ୟମନ୍ତ୍ରୀ

bbehera

ଛତିଶଗଡ଼ : ନୂଆଁଖାଇ କେବଳ ଯେ ପଶ୍ଚିମ ଓଡ଼ିଶାରେ ସୀମିତ ତାହା ନୁହେଁ ବରଂ ପଡୋଶୀ ଛତିଶଗଡ଼ ପର୍ଯ୍ୟନ୍ତ ପରିବ୍ୟାପ୍ତ ଅଟେ । ଗତକାଲି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ମଧ୍ୟ ପାଳିଛନ୍ତି ନୂଆଁଖାଇ । ରାୟଗଡ଼ା ଜିଲ୍ଲାର ଲୋଇଙ୍ଗ ଗାଁରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ପହଞ୍ଚି ପ୍ରଥମେ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିଲେ । ପରେ ଗାଁର ସାଧାରଣ ଚାଷୀ ବାହାଦୁର ସିଦାରଙ୍କ ଘରେ ପହଞ୍ଚିଥିଲେ । ଆଉ ସେଠାରେ ଖଲି ଓ ଦନାରେ ନବାନ୍ନ ଭକ୍ଷଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭାତ, ଡାଲି ସହ ୬ ପ୍ରକାରର ତରକାରୀ ପରସା ଯାଇଥିଲା ।

Leave A Reply

Your email address will not be published.

five × one =