Browsing Tag

news of india

ଭାରସାମ୍ୟ ହରାଇ ଓଲଟିଲା କାର

ନୂଆଦିଲ୍ଲୀ : ଗୁନା ଜିଲ୍ଲାର ବିନାଗଞ୍ଜ ଜାତୀୟ ରାଜପଥ-୪୬ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଜୀବନ ରକ୍ଷା ପାଇଛି । ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଲଲିତପୁରରେ ବସବାସ କରୁଥିବା ଅଶୋକ ଶ୍ରୀବାସ୍ତବ ଗତ ସୋମବାର ସକାଳେ
Read More...

ବଗିଚା ଭିତରୁ ବିସ୍ଫୋରକ ଜବତ କଲା ସୁରକ୍ଷାବାହିନୀ

ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ସୁରକ୍ଷାବାହିନୀ ଏକ ବଗିଚା ଭିତରୁ ମାଟି ତଳେ ଲୁଚା ହୋଇ ରଖା ଯାଇଥିବା ବିସ୍ଫୋରକ ଜବତ କରିଛନ୍ତି । ଦୀର୍ଘ ସମୟ ଦରି ଖୋଜିବା ପରେ ଯେଉଁ ମାଟି ତଳେ ଆଇଇଡି ରଖାଯାଇଥିଲା, ସେହି ମାଟି ଭିତରେ ଦୁଇଟି ବାକ୍ସ ଦେଖିବାକୁ ମିଳିଥିଲା । ପରେ
Read More...

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବିସ୍ଫୋରଣ : ୩ ମୃତ

ନୂଆଦିଲ୍ଳୀ : ଦିଲ୍ଲୀର ଏକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବିସ୍ଫୋରଣ ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା କୁହାଯାଉଛି । ଶନିବାର ସକାଳେ ନରେଲା ଶିଳ୍ପାଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।
Read More...

ଆଜି ଦିଲ୍ଲୀରେ ହୋଇପାରେ ବର୍ଷା

ନୂଆଦିଲ୍ଲୀ : ଦେଶରେ ପ୍ରବଳ ଗରମ ପ୍ରଭାବରେ ଲୋକେ ହସ୍ତସନ୍ତ ହେଉଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି ଯେ, ଉତ୍ତର-ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଭାରତରେ ଉତ୍ତାପର ତୀବ୍ରତା ଆସନ୍ତା ତିନି ଦିନ ମଧ୍ୟରେ ହ୍ରାସ ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଜୁନ୍ ୩ ଏବଂ ଜୁନ୍
Read More...

୨ ମାଲ୍ ଗାଡ଼ି ସହ ଧକ୍କା ହେଲା ପାସେଞ୍ଜର ଟ୍ରେନ୍

ଚଣ୍ଡିଗଡ଼ : ପଞ୍ଜାବର ଫତେହଗଡ ସାହିବରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି । ରବିବାର ଭୋର୍ ପ୍ରାୟ ସାଢ଼େ ୩ଟାରେ ସରହିନ୍ଦ ରେଳ ଷ୍ଟେସନଠାରୁ କିଛି ଦୂରରେ ଥିବା ମାଧୋପୁର ଚୌକି ନିକଟରେ ଏହି ଟ୍ରେନ ଦୁର୍ଘଟଣା ଘଟିଛି । ୨ ମାଲ୍ ଗାଡ଼ି ସହ ପାସେଞ୍ଜର ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ
Read More...

ଆସୁଛି ବଡ ବର୍ଷା : ୨୫ରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ : ଆଜି ଲଘୁଚାପ, ୨୪ରେ ହେବ ଅବପାତ । ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ କ୍ଷେତ୍ର । ଏହା ଉତ୍ତରପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହେବ । ପରେ ୨୪ ତାରିଖ ସକାଳେ ଅବପାତର ରୂପ ନେବ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଅବପାତର
Read More...

ଆଫଗାନିସ୍ତାନରେ ପ୍ରଳୟଙ୍କରୀ ବନ୍ୟା

କାବୁଲ : ଆଫଗାନିସ୍ତାନରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ଦ୍ୱାରା ଦେଶର ଉତ୍ତର ଭାଗ ଅଧିକ ପ୍ରଭାବିତ ହୋଇଛି । ଗୋଟିଏ ଦିନରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ମିଳିତ ଜାତିସଂଘ ଶନିବାର ଏକ ବିବୃତ୍ତିରେ ଏହି ସୂଚନା ଦେଇଛି । ମିଳିତ ଜାତିସଂଘର ଅନ୍ତର୍ଜାତୀୟ ସଂଗଠନ
Read More...

ଏନ୍‌କାଉଣ୍ଟରରେ ୮ ଜଣ ମାଓବାଦୀ ନିହତ

ମାଲକାନଗିରି : ଛତିଶଗଡ଼ରେ ପୁଣି ନକ୍ସଲମାନଙ୍କ ବିରୋଧରେ ସୁରକ୍ଷାକର୍ମୀମାନେ ବଡ଼ଧରଣର ଏନ୍‌କାଉଣ୍ଟର କରିଛନ୍ତି । ବିଜାପୁର ଜିଲ୍ଲା ଗାଙ୍ଗାଲୁର ଥାନା ପିଡ଼ିଆ ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୮ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା
Read More...

ଭାରତୀୟ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଆଡମିରାଲ୍ ଦିନେଶ ତ୍ରିପାଠୀ

ନୂଆଦିଲ୍ଲୀ : ନୌସେନାର ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଆଡମିରାଲ ଦିନେଶ କୁମାର ତ୍ରିପାଠୀ । ପୂର୍ବରୁ ସେ ନୌସେନାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । ନୌସେନାର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଆର୍‌.ହରି କୁମାର ଅବସର ନେବା ପରେ କେନ୍ଦ୍ର ସରକାର ଆଡମିରାଲ ଦିନେଶ କୁମାରଙ୍କୁ ନୌସେନା
Read More...

ତାଇୱାନରେ ୬.୩ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ

ନୂଆଦିଲ୍ଳୀ : ସୋମବାର ବିଳମ୍ବିତ ରାତିରେ ଏବଂ ମଙ୍ଗଳବାର ସକାଳେ ତାଇୱାନରେ ଏକ ବଡ଼ ଧରଣର ଭୂକମ୍ପ ହୋଇଛି । ତାଇୱାନର ଶୌଫେଙ୍ଗ ଟାଉନସିପ୍, ହୁଆଲିନ୍ କାଉଣ୍ଟିରେ ସୋମବାର ୯ ମିନିଟ୍ ମଧ୍ୟରେ ୫ଟି ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପ ୬.୩ ତୀବ୍ରତା ବିଶିଷ୍ଟ ବୋଲି ଜଣାପଡ଼ିଛି ।
Read More...