Browsing Tag

news of india

ମହାରାଷ୍ଟ୍ର ପୁନେରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ‘ନୂଆଁଖାଇ ଭେଟ୍‌ଘାଟ୍‌’

ପୁନେ : "ନୂଆଁଖାଇ" ପଶ୍ଚିମ ଓଡିଶାର ମହାନ ଗଣପର୍ବ । ଚଳିତ ମାସ ତା.୨୧.୦୯.୨୦୨୫ ପୁନେ ଠାରେ ଭେଟ୍-ଘାଟ୍ କଲ୍ଚରାଲ୍ ଆସୋସିଏସନ୍ ଦ୍ୱାରା ମହା ଆଡମ୍ବରରେ "ନୂଆଁଖାଇ" ଭେଟ୍-ଘାଟ ଆୟୋଜନ କରାଯାଇଥିଲା । ଏହି ନୂଆଁଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମରେ ୬୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ । ଏଇ ବର୍ଷ
Read More...

ପୁନେ ଠାରେ ପ୍ରବାସୀ ଓଡିଆଙ୍କ ତରଫରୁ ନୂଆଖାଇ ଭେଟଘାଟ ଆୟୋଜିତ

ମହାରାଷ୍ଟ୍ର : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ନୂଆଁଖାଇକୁ ନିଜସ୍ଵ ଢଙ୍ଗରେ ପାଳନ କରିବା ସକାଶେ ବିଭିନ୍ନ ରାଜ୍ୟରେ ରହୁଥିବା ପ୍ରବାସୀ ଓଡିଆଙ୍କ ମଧ୍ୟରେ ବେଶ ତପ୍ତରତା ଦେଖିବାକୁ ମିଳିଛି । ଏହି ଅବସରରେ ମହାରାଷ୍ଟ୍ରର "ଭେଟଘାଟ୍ କଲଚରାଲ୍ ଆସୋସିଏସନ୍" ଦ୍ୱାରା ସ୍ଥାନୀୟ ଅଂକୁଶରାଓ
Read More...

ପଶ୍ଚିମ ଓଡିଶାର ପାରମ୍ପରିକ ମାହୋଲରେ ଓସାକା ହାଇଦ୍ରାବାଦହ ନୂଆଁଖାଇ ଭେଟଘାଟ ଆୟୋଜିତ

ହାଇଦ୍ରାବାଦ : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ ଓସାକା ତରଫରୁ ନୂଆଁଖାଇ ମୌଳିକ ପରମ୍ପରାକୁ ବଜାୟ ରଖି ଧୁମଧାମରେ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୭ ତାରିଖ ଦିନ ଆୟୋଜିତ ହୋଇଯାଇଛି । ବଂଜାରା ହିଲସ୍ ସ୍ଥିତ ଆଦିବାସୀ ଭବନ ଠାରେ ଅନୁଷ୍ଠିତ ଏହି
Read More...

ହସ୍ପିଟାଲରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : ହସ୍ପିଟାଲରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ । କଂଗ୍ରେସ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କର ସ୍ୱାସ୍ଥ୍ୟ ଖରାପ ଯୋଗୁଁ ତାଙ୍କୁ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ପେଟ ଜନିତ ସମସ୍ୟା ଯୋଗୁଁ ହସ୍ପିଟାଲରେ ଆଡମିଟ୍‌
Read More...

ସ୍ତ୍ରୀକୁ ମାରି ଟାଙ୍ଗି ଦେଲା ଇଞ୍ଜିନିୟର ସ୍ୱାମୀ

ଲକ୍ଷ୍ନୌ : ସ୍ତ୍ରୀକୁ ମାରି ଟାଙ୍ଗି ଦେଲା ଇଞ୍ଜିନିୟର ସ୍ୱାମୀ । ଉତ୍ତରପ୍ରଦେଶ ଗାଜିଆବାଦ ମୋରଦାବାଦରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ଜଣେ ସ୍ୱାମୀ ତାଙ୍କ ନିଜ ସ୍ତ୍ରୀକୁ ହତ୍ୟା କରି ଟାଙ୍ଗି ଦେବା ପରେ ତାଙ୍କର ୪ ବର୍ଷର ଝିଅ ଫୋନ୍ କରି ଜେଜେମାଆଙ୍କୁ ଘଟଣା ବାବଦରେ କହିଛି । ଘଟଣା
Read More...

ବିଦବତ୍ତା, ନମ୍ରତା ଏବଂ ବିଶ୍ୱସନୀୟତା ବିଷ୍ଣୁକାନ୍ତ ଶାସ୍ତ୍ରୀଙ୍କୁ ଲୋକପ୍ରିୟ କରାଇଛି : ଧର୍ମେନ୍ଦ୍ର ପ୍ରଧାନ

ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ବିଷ୍ଣୁକାନ୍ତ ଶାସ୍ତ୍ରୀ ରଚନା-ସଂଗ୍ରହ ଲୋକାର୍ପିତ ନୂଆଦିଲ୍ଲୀ : ଦିଲ୍ଲୀର ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟରେ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ବିଷ୍ଣୁକାନ୍ତ ଶାସ୍ତ୍ରୀ ରଚନା ସଞ୍ଚୟନର ଲୋକାର୍ପଣ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର
Read More...

ଭାରସାମ୍ୟ ହରାଇ ଓଲଟିଲା କାର

ନୂଆଦିଲ୍ଲୀ : ଗୁନା ଜିଲ୍ଲାର ବିନାଗଞ୍ଜ ଜାତୀୟ ରାଜପଥ-୪୬ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଜୀବନ ରକ୍ଷା ପାଇଛି । ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଲଲିତପୁରରେ ବସବାସ କରୁଥିବା ଅଶୋକ ଶ୍ରୀବାସ୍ତବ ଗତ ସୋମବାର ସକାଳେ
Read More...

ବଗିଚା ଭିତରୁ ବିସ୍ଫୋରକ ଜବତ କଲା ସୁରକ୍ଷାବାହିନୀ

ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ସୁରକ୍ଷାବାହିନୀ ଏକ ବଗିଚା ଭିତରୁ ମାଟି ତଳେ ଲୁଚା ହୋଇ ରଖା ଯାଇଥିବା ବିସ୍ଫୋରକ ଜବତ କରିଛନ୍ତି । ଦୀର୍ଘ ସମୟ ଦରି ଖୋଜିବା ପରେ ଯେଉଁ ମାଟି ତଳେ ଆଇଇଡି ରଖାଯାଇଥିଲା, ସେହି ମାଟି ଭିତରେ ଦୁଇଟି ବାକ୍ସ ଦେଖିବାକୁ ମିଳିଥିଲା । ପରେ
Read More...

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବିସ୍ଫୋରଣ : ୩ ମୃତ

ନୂଆଦିଲ୍ଳୀ : ଦିଲ୍ଲୀର ଏକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବିସ୍ଫୋରଣ ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା କୁହାଯାଉଛି । ଶନିବାର ସକାଳେ ନରେଲା ଶିଳ୍ପାଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।
Read More...

ଆଜି ଦିଲ୍ଲୀରେ ହୋଇପାରେ ବର୍ଷା

ନୂଆଦିଲ୍ଲୀ : ଦେଶରେ ପ୍ରବଳ ଗରମ ପ୍ରଭାବରେ ଲୋକେ ହସ୍ତସନ୍ତ ହେଉଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି ଯେ, ଉତ୍ତର-ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଭାରତରେ ଉତ୍ତାପର ତୀବ୍ରତା ଆସନ୍ତା ତିନି ଦିନ ମଧ୍ୟରେ ହ୍ରାସ ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଜୁନ୍ ୩ ଏବଂ ଜୁନ୍
Read More...