୨ ମାଲ୍ ଗାଡ଼ି ସହ ଧକ୍କା ହେଲା ପାସେଞ୍ଜର ଟ୍ରେନ୍
ଚଣ୍ଡିଗଡ଼ : ପଞ୍ଜାବର ଫତେହଗଡ ସାହିବରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି । ରବିବାର ଭୋର୍ ପ୍ରାୟ ସାଢ଼େ ୩ଟାରେ ସରହିନ୍ଦ ରେଳ ଷ୍ଟେସନଠାରୁ କିଛି ଦୂରରେ ଥିବା ମାଧୋପୁର ଚୌକି ନିକଟରେ ଏହି ଟ୍ରେନ ଦୁର୍ଘଟଣା ଘଟିଛି । ୨ ମାଲ୍ ଗାଡ଼ି ସହ ପାସେଞ୍ଜର ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ!-->…
Read More...
Read More...