Daily Archives

ପ୍ରଗତିଶୀଳ ପଣ୍ଡରା ଯୁବା ମଞ୍ଚର ପ୍ରଥମ ଯୁବ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଗତିଶୀଳ ପଣ୍ଡରା ଯୁବା ମଞ୍ଚର ପ୍ରଥମ ଯୁବା ଚିନ୍ତନ ସମ୍ମିଳନୀ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପଶ୍ଚିମଓଡିଶାର ୭ଟି ଜିଲ୍ଲାରୁ ପଣ୍ଡରା, ପଣ୍ଡରାମାଳି ଓ ମାଳି ଜାତିର ବରିଷ୍ଠ ନେତୃବୃନ୍ଦ, ସଂଗଠକ ତଥା
Read More...

କୁତମୁଣ୍ଡା ଗ୍ରାମର ଶତାଧିକ କର୍ମୀ ବିଜେଡିରେ ଯୋଗଦାନ କଲେ

ପାଟଣାଗଡ, (ଗୋରେଖନାଥ ବରିହା) : ବିଜୁ ଜନତା ଦଳର ସୁପ୍ରିମୋ ତଥା ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହେବା ସହ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱ ପ୍ରତି ଆସ୍ଥା ରଖି ଦିନକୁ ଦିନ ବିଜେଡି ଦଳରେ କର୍ମୀ ସଂଖ୍ୟା
Read More...

ନାଇକେନଶିରା ଦିନିକିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ : ମୁରସିଂହକୁ ପେନାଲଟିରେ ୬-୫ଗୋଲରେ ହରାଇ ନାଇକେନଶିରା ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ନାଇକେନଶିରାରେ ଦିନିକିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏଥିରେ ୮ଟି ଦଳ ଭାଗ ନେଇଥିଲେ । ଫାଇନାଲ ଖେଳରେ ନାଇକେନଶିରା ଦଳ ମୁରସିଂହକୁ ପେନାଲଟିରେ ୬-୫ଗୋଲରେ ବିଜୟ ଲାଭ କରିଥିଲା । ଏହି ପ୍ରତିଯୋଗିତାର
Read More...

ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ୧୨ଟା ସମୟରେ ବଲାଙ୍ଗିର ସ୍ଥିତ କୋଶଳ କଳାମଣ୍ଡଳ ସ୍ଥିତ ଲାଇବ୍ରେରୀ ହଲରେ ଦେଓଗାଁ ବ୍ଲକ କଳା ସଂସ୍କୃତି ସଂଘ ତରଫରୁ ବ୍ଲକ୍ ଉପସଭାପତି ସୁଦାମ ଚରଣ ବିଶୀଙ୍କ ସଭାପତିତ୍ୱରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ ଶତପଥି ଓ ବରିଷ୍ଠ କିରାଣୀ ମଳୟ
Read More...

ଦୁଇ ପରିବାରର ୨୫ ଜଣଙ୍କୁ ନିଆଁ ପାଣି ବାସନ୍ଦ : ବଲାଙ୍ଗିର ଏସପିଙ୍କ ଦ୍ୱାରସ୍ଥ ହେଲେ ପୀଡିତ ପରିବାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଭିନ୍ନ ସରକାରୀ ଯେଜନା ସତ୍ୱେ ବଲାଙ୍ଗିର ଜିଲ୍ଲାରେ ଆଦିବାସୀମାନଙ୍କ ଉପରେ ଅତ୍ୟାଚାର କମିବାର ନାଁ ନେଉନି । ମୁଖ୍ୟତଃ ବଲାଙ୍ଗିର ସଦର ଥାନା ଅଧୀନରେ ଥିବା ଗ୍ରାମମାନଙ୍କରେ ଆଦିବାସୀମାନଙ୍କୁ ବାରମ୍ବାର ନିଆଁ ପାଣି ବାସନ୍ଦ ଭଳି ଅମାନବୀୟ ଅତ୍ୟାଚାରର
Read More...

କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପାଟଣାଗଡ଼ ପକ୍ଷରୁ ପ୍ରତିବାଦ :…

ପାଟଣାଗଡ, (ଗୋରେଖନାଥ ବରିହା) : କେନ୍ଦ୍ର ସରକାରଙ୍କ ଅହେତୁକ ପେଟ୍ରୋଲ ଡିଜେଲ ଠୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ ଯେମିତି ଖାଇବା ତେଲ, ଡାଲି ରନ୍ଧନ ଗ୍ୟାସ ଏପରି କି ଔଷଧ ପତ୍ରର ଦରଦାମ ଆକାଶ ଛୁଆଁ ହେବାରେ ଲାଗିଛି । ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ବିଫଳ
Read More...

ବୀରଭଦ୍ର ହାଇସ୍କୁଲରେ ସୌନ୍ଦର୍ଯ୍ୟକରଣ ପାଇଁ ବ୍ଲକ ପ୍ରଶାସନ ତତ୍ପର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ସ୍ଥିତ ବୀରଭଦ୍ର ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟକ୍ଳାସ ନିର୍ମାଣ କାର୍ଯ୍ୟଚାଲୁ ରହିଛି । ଯାହାକୁ ନେଇ ଅତିଶୀଘ୍ର ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଓ ବିଦ୍ୟାଳୟ ପରିସର ସୌନ୍ଦର୍ଯ୍ୟକରଣପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା
Read More...

ଖପ୍ରାଖୋଲ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ ସହ ଚାଷୀ ସମସ୍ୟା ସମାଧାନ କରିବା ପାଇଁ ୧୫ ଦଫା ସମ୍ବଳିତ ଦାବୀପତ୍ର…

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଏକ ଅନୁନ୍ନତ ଅବହେଳିତ ମରୁଡି ପ୍ରବଣ ବ୍ଳକ ହୋଇଥିବା ବେଳେ ଦାରିଦ୍ର୍ୟ , ଅନାହାର, ଅର୍ଧହାର, ବେରୋଜଗାର, ଦାଦନ ଶ୍ରମିକ, ବଢିବଢି ଚାଳିଛି । ୮୦% ଲୋକେ କୃଷି ଉପରେ ନିର୍ଭର କରନ୍ତି । କ୍ରମାଗତ ଭାବରେ ମରୁଡି, ଫସଲ ହାନୀ
Read More...

ଚୋରି ସୁନା ଅଳଙ୍କାର ଜବତ : ୪ କୋର୍ଟ ଚାଲାଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ତିନି ଜଣ ଚୋରଙ୍କ ସହ ଚୋରି ସୁନା ଅଳଙ୍କାର କିଣି ରଖିଥିବା ଜଣଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଏକ ସୁନା ଶୋରିସିଆ ମାଳି ଜବତ
Read More...

ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେ ଶିକ୍ଷକ ଦିବସ : ପ୍ରଶଂସା କଲେ ପରିବହନ କମିଶନର ଅରୁଣ ବୋଥ୍ରା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ଶିକ୍ଷକ ଦିବସ କୁମାର ସାହୁ ଜଣେ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇ ଜଣେ ସୁନାଗରିକର କର୍ତ୍ତବ୍ୟ ପାଳନ କରିଛନ୍ତି । ଏହି କାମକୁ ଓଡ଼ିଶା ରାଜ୍ୟ ପରିବହନ
Read More...