Daily Archives

ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧି : ବିଜୁ ମହିଳା ଜନତା ଦଳ ତରଫରୁ ପ୍ରତିବାଦ,…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରନ୍ଧନ ଗ୍ୟାସ ଓ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ବିଜୁ ମହିଳା ଜନତା ଦଳ ତରଫରୁ ସାରା ରାଜ୍ୟରେ ପ୍ରତିବାଦ ସଭା ମାନ ଆୟୋଜନ କରାଯାଇଛି । ସେହି କ୍ରମରେ ଆଜି ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜୁ ମହିଳା ଜନତା ଦଳର ଶହ ଶହ
Read More...

କନ୍ଧମାଳ ଜିଲାର ବିଭିନ୍ନ ସମସ୍ୟା ନେଇ ମିଳିତ ନାଗରିକ କମିଟି ବୈଠକରେ ଉଦ୍‌ବେଗ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଜିଲା ପ୍ରଶାସନର ତତ୍ପରତା ପ୍ରକାଶ ପାଉନଥିବା ଦେଖି ମିଳିତ ନାଗରିକ କମିଟି ପକ୍ଷରୁ ହାଟପଦାଠାରେ ଡ. ଅରୁପ ଜେନାଙ୍କ ପୌରୋହିତ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ଗୁଦେରପାଲିରେ ୮ଘଣ୍ଟିଆ ବନ୍ଦ : ଅଖଚକ ସବୁ ଠପ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକର ବିଭିନ୍ନ ସ୍ଥାନରେ ମମିତା ମେହେର ହତ୍ୟା ଓ ତୋରାର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁର ସିବିଆଇ ତଦନ୍ତ ଦାବୀକରି ବନ୍ଦ ପାଳିତ ହୋଇଯାଇଛି । ଗୁଦେରପାଲି ମଣ୍ଡଳର ତାଲପାଲି, ଗୁଦେରପାଲି ଏବଂ
Read More...

ନରସିଂହଙ୍କ ଖଲିଆପାଲି ଗସ୍ତ : ସ୍କୁଲ ଗୃହ ଓ କଲ୍ୟାଣ ମଣ୍ଡପ ହେଲା ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନ ଘ.୧୧.୩୦ମି.ରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ନିର୍ବାଚନ ମଣ୍ଡଳିର ବଲାଙ୍ଗିର ବ୍ଲକ ସ୍ଥିତ ଖଲିଆପାଲି ପଞ୍ଚାୟତର ଜାମସିଂହା ଓ କିରାବାହାଲ ଗସ୍ତ କରି ଲୋକଙ୍କ ଅଭାବ ସଂପର୍କରେ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ
Read More...

ପୁଣି ଚର୍ଚ୍ଚାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ : ଲାଗିଲା ଗୋଟିଏ ରୋଗୀଙ୍କୁ ଅନ୍ୟ ରୋଗୀଙ୍କ ସଲାଇନ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ ଆରମ୍ଭ ହେବା ଦିନ ଠୁ ଚର୍ଚ୍ଚାରେ ରହି ଆସୁଛି । କେତେବେଳେ ନର୍ସମାନଙ୍କର ହରିଲୁଟ୍‌ ଘଟଣା ତ' ଆଉ କେତେବେଳେ ଡାକ୍ତରଙ୍କ ଅଣଦେଖା ସମସ୍ୟା ! ଆଜି ପୁଣି ଚର୍ଚ୍ଚାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ
Read More...

ନଭେମ୍ବର ୧ ବଲାଙ୍ଗିର ଦିନ୍‌ : ଦୁଲ୍‌କୁଛେ ସହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଏଜ୍‌ ନଭେମ୍ବର୍‌ ୧ ବଲାଙ୍ଗିର ଦିନ୍‌ । ଦୁଲ୍‌କୁଛେ ବଲାଙ୍ଗିର ସହର୍‌ । ସକାଲୁ ମା’ ସମ୍‌ଲେଇ, ମା’ ପାଟ୍‌ନେଶରୀର୍‌ ଠାନେ ବଏଠା ଜଲେଇ ଗୁଟେ ବିରାଟ୍‌ ସାଂସ୍କୃତିକ ଶୋଭାଯାତ୍ରା କୋଶଲ କଳା ମଣ୍ଡଳ ନୁ ବାହାରି ସହର୍‌ ପରିକ୍ରମା କରିଥିଲା । ତାର୍‌ ଉତ୍‌ରୁ
Read More...

ଛେଣ୍ଡ ସାଂସ୍କୃତିକ ସଂଘ ଆନୁକୂଲ୍ୟରେ ଭଞ୍ଜ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଲୋନୀରେ ସକ୍ରିୟ ଥିବା ୧୬ଟି ସାସ୍କୃତିକ-ସାମାଜିକ ଅନୁଷ୍ଠାନକୁ ନେଇ ଗଠିତ ଛେଣ୍ଡ ସାଂସ୍କୃତିକ ସଂଘ ଆନୁକୂଲ୍ୟରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଗୋପବଂଧୁ ପାଠାଗାରର ସତ୍ୟବାଦୀ ପ୍ରକୋଷ୍ଠରେ ମହାସମାରୋହରେ ପାଳିତ ହୋଇଯାଇଛି । ଡଃ ଗିରିଜା
Read More...

ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ସହ ଗୋବିନ୍ଦ କୁମ୍ଭାର ହାଜତରେ ମୃତ୍ୟୁ ଘଟଣାର ସଂପୃକ୍ତ ପୋଲିସ ବିରୋଧରେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ମମିତା ମେହେର ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ ସହ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିସ୍କାର ଦାବୀ ସହ ବରଗଡ ହାଜତରେ ପୋଲିସ ମାଡରେ ମୃତ୍ୟୁ ବରଣ କରିଥିବା ସଂପୃକ୍ତ ପୋଲିସ ବିରୋଧରେ ଦୃଢ ପଦକ୍ଷେପ ନେବା ଦାବୀରେ ଭାରତୀୟ ଜନତା ପାର୍ଟିର ବରଗଡ ଜିଲ୍ଲା
Read More...

ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ବଲାଙ୍ଗିର ଦିନ୍ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବଲାଙ୍ଗିର ଦିନ୍ ପାଳନ କରାଯାଇଛି । ବଲାଙ୍ଗିର ମାଟିର ସନ୍ତାନ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦିତ କରିଛନ୍ତି । ଆଗାମୀ ଦିନରେ ଯୁବସମାଜ ସମସ୍ତ କ୍ଷେତ୍ରରେ ନିଜର ଉତ୍କର୍ଷତାକୁ ପ୍ରମାଣିତ କରି
Read More...

ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲଠାରେ ଗରମ ଏବଂ ଥଣ୍ଡା ପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ କୋଶଲ ସମାଜ ତରଫରୁ ରୋଗୀମାନଙ୍କ ତଥା ସେମାନଙ୍କ ପରିଜନମାନଙ୍କ ପାଇଁ ଗରମ ଓ ଥଣ୍ଡା ପାଣି ବଣ୍ଟନ କାର୍ଯ୍ୟ ସକାଳ ୧୦ ଘଣ୍ଟା ସମୟରୁ ଆରମ୍ଭ ହୋଇଛି । ମୁଖ୍ୟ ଅତିଥି ଭାବରେ ଡାଃ. ବିପିନ କିଶୋର
Read More...
error: Content is protected !!