pakka

ନାଇକେନଶିରା ଦିନିକିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ : ମୁରସିଂହକୁ ପେନାଲଟିରେ ୬-୫ଗୋଲରେ ହରାଇ ନାଇକେନଶିରା ଚାମ୍ପିଅନ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ନାଇକେନଶିରାରେ ଦିନିକିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏଥିରେ ୮ଟି ଦଳ ଭାଗ ନେଇଥିଲେ । ଫାଇନାଲ ଖେଳରେ ନାଇକେନଶିରା ଦଳ ମୁରସିଂହକୁ ପେନାଲଟିରେ ୬-୫ଗୋଲରେ ବିଜୟ ଲାଭ କରିଥିଲା । ଏହି ପ୍ରତିଯୋଗିତାର ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ନେତା ବିଶ୍ଵଜିତ ପାତ୍ର ଯୋଗ ଦେଇଥିଲେ । ସଂଜନ କୁଦେଇ ଖେଳ ପରିଚାଳନା କରିଥିବା ବେଳ ଜଗନ୍ନାଥ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । 

jay balangir
Leave A Reply

Your email address will not be published.

seventeen − three =

error: Content is protected !!