Daily Archives

ବଲାଙ୍ଗିର ଲାୟନ୍ସ କ୍ଲବ୍‌ ପକ୍ଷରୁ ମେଗା ମଧୁମେହ ଚିକିତ୍ସା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୭ ନଭେମ୍ବରରୁ ୧୪ ନଭେମ୍ବର ପର୍ୟ୍ୟନ୍ତ ଚାଲିଥିବା ମଧୁମେହ ସପ୍ତାହ ପାଳନ ଅବସରରେ ଗତ ୭ ତାରିଖ ଦିନ ବଲାଙ୍ଗିର ଲାୟନ୍ସ କ୍ଲବ୍‌ ପକ୍ଷରୁ ସ୍ଥାନୀୟ ମାରୱାଡ଼ି ସେବା ସଦନରେ ରାୟପୁରର ଆପୋଲୋ ସୁଗାର୍‌ କ୍ଲିନିକ୍‌ ଓ ବଲାଙ୍ଗିରର ଆଦିତ୍ୟ ହେଲ୍‌ଥ୍‌ କେୟାର୍‌ର
Read More...

ଆଜି ଦାୟିତ୍ୱ ହସ୍ତାନ୍ତର କଲେ ଅବସରପ୍ରାପ୍ତ ଡ଼ିସିଓ ବିଜୟ କୁମାର ଶତପଥୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦାୟିତ୍ୱ ହସ୍ତାନ୍ତର କଲେ ଅବସରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ(ଡ଼ିସିଓ) ବିଜୟ କୁମାର ଶତପଥୀ । ସୂଚନାଯୋଗ୍ୟ ଯେ, ଗତ ୩୧ ତାରିଖ ଦିନ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ତଥା ଭାରପ୍ରାପ୍ତ ଡ଼ିସିଓ ବିଜୟ କୁମାର ଶତପଥୀ ଅବସର ଗ୍ରହଣ କରିଥିବା ବେଳେ
Read More...

ରାସ୍ତା କଡରେ ଅସହାୟ ବୃଦ୍ଧ : ସହଯୋଗ ପାଇଁ ଗୁହାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଲେଜ ଛକରୁ ସରକାରୀ ମହିଳା ମହାବିଦ୍ୟାଳୟକୁ ଯାଉଥିବା ରାସ୍ତାର ଶୀତଳ ଭଣ୍ଡାର ନିକଟ ରାସ୍ତା କଡରେ ଜଣେ ଅସହାୟ ବୃଦ୍ଧ ନିରାଶ୍ରୟ ଭାବେ ପଡିରହିଥିବା ବେଳେ ସହଯୋଗ ପାଇଁ ଲୋକଙ୍କୁ ଗୁହାରୀ କରୁଥିବା ଦେଖିବାକୁ ମିଳିଛି । ଶୀତ ସମୟରେ ସେ
Read More...

ମମିତା ମେହର ହତ୍ୟାକାଣ୍ଡ ଘଟଣାରେ ବିଜେପି ପକ୍ଷରୁ ବ୍ଳକ୍ ଘେରାଉ : ରାଜ୍ୟରେ ୩୧୪ଟି ବ୍ଲକ ଅଫିସରେ ବିକ୍ଷୋଭ

ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବହୁ ଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗଠାରେ ଥିବା ସନ୍‌ସାଇନ ପବ୍ଲିକ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ
Read More...

ବରଗଡ଼ ଜିଲ୍ଲା ବୁଣାକାର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବୁଣାକାର ସଂଘ ପକ୍ଷରୁ ରାଜ୍ୟରେ ସୂତା ଓ ରଙ୍ଗର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୫ଦଫା ଦାବୀରେ ସଂଘ ସଭ୍ୟସଭ୍ୟାମାନେ ଏକ ଶୋଭାଯାତ୍ରାରେ ବାହାରି
Read More...

ଗୋପବନ୍ଧୁ ସେବା ସଦନ ଗୋପାଳପଲ୍ଲୀ ଆଶ୍ରମରେ ସମାଜସେବୀ ରଞ୍ଜନ ପଣ୍ଡାଙ୍କ ଶୀତ ବସ୍ତ୍ର ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜେନକେଡ଼ାଠାରେ ଥିବା ଗୋପବନ୍ଧୁ ସେବାସଦନ ଗୋପାଳପଲ୍ଲୀ ଆଶ୍ରମକୁ ଆଜି ଗାଇସିଲେଟର ସମାଜସେବୀ ରଞ୍ଜନ ପଣ୍ଡା ପିଲାଙ୍କ ପାଇଁ ଶୀତ ବସ୍ତ୍ର ପ୍ରଦାନ କରିଛନ୍ତି । ଚଳିତ ମାସ ଗତ ଦୁଇ ଦିନ ହେବ ଥଣ୍ଡା ଅନୁଭୂତ
Read More...

ସ୍କାଉଟ ଓ ଗାଇଡ ପ୍ରତିଷ୍ଠା ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଗାଇଡର ପ୍ରତିଷ୍ଠା ଦିବସ ନଭେମ୍ବର ୭ ତାରିଖରେ ପାଳିତ ହୋଇଥାଏ । ଚଳିତ ବର୍ଷ ବରଗଡ଼ ଜିଲ୍ଲାରେ ଏହି ଦିବସର ମହତ ଉଦ୍ଦେଶ୍ୟକୁ ବ୍ୟାପକ କରିବା ପାଇଁ ଏହାକୁ ଦୁଇ ଦିନ ଧରି ପାଳନ କରାଯାଇଥିଲା । ଜାତୀୟ ବରିଷ୍ଠ ଉପସଭାପତି ତଥା
Read More...

ଶିଖ ଧର୍ମଗୁରୁ ନାନକଙ୍କ ଓଡ଼ିଶା ଆଗମନ ସମ୍ପର୍କରେ ଆଲୋଚନାଚକ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ସୋମବାର ଇତିହାସ ବିଭାଗର ଏକ ସେମିନାର ତଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର କୁମାର ଦାସଙ୍କ
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୭ଟି କେନ୍ଦ୍ରରେ ୧୮ ବର୍ଷରୁ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...

ମିସ୍‌ ଟିନ୍‌ ଇଣ୍ଡିଆ ଆଇରନ ଗର୍ଲ ସବଟାଇଟଲ ବିଜେତା ହେଲେ ମନମୁଣ୍ଡା ଝିଅ ତନିଶା

ଆଗଲପୁର, (ସୁଶିଳ କୁମାର ମିଶ୍ର) : କୁହାଯାଏ ଝିଅ ତ କଣ କରିପାରିବ ମାତ୍ର ସେ ଝିଅ ଯେତେବେଳେ ସଫଳତାର ପାହାଚ ଚଢେ ସେ ସମୟରେ ସମସ୍ତେ ତାର ସଫଳତାକୁ ସଲାମ କରନ୍ତି । ନୂଆଦିଲ୍ଲୀ ସ୍ଥିତ ପାମଗ୍ରୀନ ପଂଚତାରକା ହୋଟେଲରେ ଅକ୍ଟୋବର ୨୯ ତାରିଖରେ ଅନୁଷ୍ଠିତ ମିଷ୍ଟର ଏବଂ ମିସ ଟିନ ଇଣ୍ଡିଆ
Read More...