Daily Archives

ଖେଳରତ୍ନ ପାଇବେ ପ୍ରମୋଦ ଭଗତ

ନୂଆଦିଲ୍ଲୀ : ଟୋକିଓ ପାରାଅଲିମ୍ପିକ୍ସରେ ସୁନା ପଦକ ଜିତିଥିବା ପ୍ରମୋଦ ଭଗତ ଧ୍ୟାନଚାନ୍ଦ ଖେଳରତ୍ନ ପାଇବେ । ଖେଳରତ୍ନ ପାଇବାରେ ସେ ପ୍ରଥମ ଓଡ଼ିଆ । ପୂର୍ବରୁ ଖେଳରତ୍ନ ଏବଂ ଅର୍ଜୁନ ପରୁସ୍କାର ପାଇଁ ଉଲ୍ଲେଖନୀୟ କ୍ରୀଡ଼ାବିତ୍‌ଙ୍କ ନାମ ସୁପାରିଶ କରିଥିଲା ନ୍ୟାଶନାଲ୍‌ ସ୍ପୋର୍ଟସ୍‌ ଆୱାର୍ଡ
Read More...

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଅର୍ଚ୍ଚନା ଯୋଶୀଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର : ୧୯୮୫ ବ୍ୟାଚର ଭାରତୀୟ ରେଳବାଇ ଟ୍ରାଫିକ୍ ସେବା ଅଧିକାରୀ ଅର୍ଚ୍ଚନା ଯୋଶୀଙ୍କୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ମିଳିଛି ଅତିରିକ୍ତ ଦାୟିତ୍ୱ । ନିୟମିତ ମହାପ୍ରବନ୍ଧକଙ୍କ ଯୋଗଦାନ ପର୍ଯ୍ୟନ୍ତ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ
Read More...

ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ବିମାନସେବାର ଶୁଭାରମ୍ଭ : ଜନଜାତି ଅଂଚଳରେ ଡ୍ରୋନ୍‌ ମାଧ୍ୟମରେ ଲୋକଙ୍କୁ…

ଏହି ବିମାନସେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀଓଡ଼ିଶାର ଜୈବିକ କୃଷି ସାମଗ୍ରୀକୁ ବିଶ୍ୱ ବଜାରକୁ ପହଁଚାଇବା ପାଇଁ ଉଦ୍ୟମ କରାଯାଉଶିଳ୍ପାଂଚଳରେ ଏୟାରପୋର୍ଟ ଓ
Read More...

ସତର୍କତା ସପ୍ତାହ ସମାପନ ଉତ୍ସବ

ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ଭାରତ ସଂଚାର ନିଗମ ଲିମିଟେଡର ଓଡିଶା ସର୍କଲ ଅଧୀନରେ ଥିବା ଟେଲିକମ୍‌ ମୁଖ୍ୟ ଜେନେରାଲ ମ୍ୟାନେଜର ଡକ୍ଟର ଉଦୟ ଶଙ୍କର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସ୍ଥିତ ବିଏସଏନ୍‌ଏଲ ଭବନଠାରେ ସତର୍କତା ସପ୍ତାହ ସମାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି  । ଏହି
Read More...

ଭୁବନେଶ୍ୱର – ଜୟପୁର ମଧ୍ୟରେ ପ୍ରଥମ ସିଧାସଳଖ ବିମାନ ଚଳାଚଳର ଶୁଭାରମ୍ଭ କଲେ ଜ୍ୟୋତିରାଦିତ୍ୟ ଏମ୍‍. ସିନ୍ଧିଆ

ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ଆଜି ଓଡିଶାର ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁର ମଧ୍ୟରେ ସିଧାସଳଖ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ
Read More...

ଜୟ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ଵରର ସମସ୍ତ ଅଟୋ ଯାନରେ ଫାଷ୍ଟଏଡ୍ ବକ୍ସ ବ୍ୟବସ୍ଥାପନାର ଉଦ୍‌ଘାଟନ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆମ ରାଜ୍ୟ ରାଜଧାନୀର ସମସ୍ତ ରାସ୍ତାରେ ବହୁ ସଂଖ୍ୟକ ଅଟୋ ଚଳାଚଳ କରୁଛି । ଯେକୌଣସି ଦୁର୍ଘଟଣା ସ୍ଥଳରେ ଅଟୋ ଚାଳକ ହିଁ ପ୍ରଥମେ ପହଞ୍ଚୁ ଥିବାର ଦେଖାଯାଏ । ଏଣୁ ଜୟ ଓଡ଼ିଶା-ଶକ୍ତି ଫାଉଣ୍ଡେସନ ଓ ଶିଫା ହସ୍ପିଟାଲ ମିଶି କଳିଙ୍ଗ ଅନ୍-ଲାଇନ ଅଟୋ
Read More...

ଆକର୍ଷଣୀୟ ହେଉଛି ଡାଲଖାଇ ପାହାଡ଼

ଲୋଇସିଂହା, (କେପିଏନ୍‌ଏସ୍‌) : ପଥର ଉପରେ ପଥର ରହି ସଜେଇ ହୋଇଛି ଗୁମ୍ଫା । ଗୁମ୍ଫାରେ ରହିଛି ବିଭିନ୍ନ କିମ୍ବଦନ୍ତୀ । ଯାହାକି ସାଧାରଣ ଦର୍ଶକଙ୍କ ପାଇଁ ମନମୁଗ୍ଧକର । ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ଵ ହେଲା ସ୍ଥାନୀୟ ଲୋକଙ୍କ ପାଇଁ ଏହି ପାହାଡ଼ ଏକ ମନଲୋଭା ସ୍ଥାନ ପାଲଟି ଥିବା ବେଳେ ଏବେ
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୮ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...

ନିଶାସକ୍ତ ଅବସ୍ଥାରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଲୁଟପାଟ, ଗଣ୍ଡଗୋଳ ନିତି ଦିନିଆ ଘଟଣାରେ ପରିଣତ ହେଲାଣି । ଆଜି ଦିନ ୧୨ଟାରେ ଜନ ଗହଳି ପୂର୍ଣ୍ଣ ଗାନ୍ଧୀ ଛକଠାରେ ଜନୈକ ନିଶାସକ୍ତ ଯୁବକ ଉନ୍ମକ୍ତ କାଣ୍ଡ ଭିଆଉ ଥିବା ବେଳେ ସ୍ଥାନୀୟ ଲୋକେ
Read More...

ଭାରତୀୟ ଜୁଡୋ ଫେଡେରେସନ ତଥା ଓଡ଼ିଶା ଅଲମ୍ପିକ ଜୁଡୋ ଆସୋସିଏସନ ଉଦ୍‌ଘାଟିତ

କଳାହାଣ୍ଡି, (ପି. କେ. ସାହୁ) : ଭାରତୀୟ ଜୁଡୋ ଫେଡେରେସନ ତଥା ଓଡ଼ିଶା ଆଲେମ୍ପିକ ଜୁଡୋ ଆସୋସିଏସନ ଉଦ୍‌ଘାଟିତ ହୋଇଯାଇଛି । ଯୁବ ଖେଳାଳିକୁ ଆଗେଇ ନେବା ପାଇଁ ଭାରତୀୟ ଜୁଡୋ ମହାସଂଘ ତଥା ଓଡ଼ିଶା ଆଲମ୍ପିକ ସଂଘର ଅନୁବନ୍ଧିତ ରାଜ୍ୟ ଜୁଡୋ ଆସୋସିଏସନ୍‌ ପକ୍ଷରୁ ପଶ୍ଚିମ ଓଡିଶା ବଲାଙ୍ଗିର
Read More...