Daily Archives

ପାଇକମାଲରେ ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କଲେ ବିଜେପି କର୍ମୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତକୁ ସାରା ବରଗଡ ଜିଲ୍ଲାରେ ବିଜେପି ତରଫରୁ ତୀବ୍ର ବିରୋଧ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନେ ମଧ୍ୟ ବିଭିନ୍ନ ସ୍ଥାନରେ ବିରୋଧୀ ଦଳ ମାନଙ୍କର ବିରୋଧର ସମ୍ମୁଖୀନ ହେଉଛନ୍ତି । ଆଜି ରାଜ୍ୟ ସରକାରଙ୍କ
Read More...

ପାଇକମାଲ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଓଡିଶା ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ପାଇକମାଲ, ମିଠାପାଲି, ଝାରବନ୍ଧ, ଛିନେଇକେଲା, ଜାମସେଠ୍‌ ପଂଚାୟତ ମାନଙ୍କରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ
Read More...

ତୃତୀୟ ଦିନରେ ବଲାଙ୍ଗିର ସ୍ୱେଛାସେବୀ ସଂଗଠନର କମ୍ବଳ ବଣ୍ଟନ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁନ୍ତଲା ବ୍ଲକର ରାକ୍ସିମୁଣ୍ଡା, ପିପିର୍ଡ଼ା ଓ ରାଣିକଟା ଗ୍ରାମକୁ ଯାଇ ବଲାଙ୍ଗିର ସ୍ୱେଛାସେବୀ ସଂଗଠନର ସଦସ୍ୟମାନେ କମ୍ବଳ ବଣ୍ଟନ କରିଛନ୍ତି । ସଂଗଠନର ସଦସ୍ୟ କବିର ବସ୍ତିଆଙ୍କ ନେତୃତ୍ୱରେ ସୁଶାନ୍ତ ପଟେଲ, ଅଜୟ କୁମାର
Read More...

ଆପ୍ ପଚାରିଥିବା ଗୋଟିଏ ବି ପ୍ରଶ୍ନର ଉତ୍ତର ଦେଲେ ନାହିଁ ମୁଖ୍ୟମନ୍ତ୍ରୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ ପୂର୍ବରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ପଚରା ଯାଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଲେ ନାହିଁ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ବରଗଡ଼ ଚିନିକଳ ପାଇଁ ଘୋଷଣା କରିଥିବା ୧୧
Read More...

ଚିନ୍ମୟ ମିଶନ ପକ୍ଷରୁ ବଲାଙ୍ଗିରରେ ୭ଦିନ ଧରି ଗୀତା ଜ୍ଞାନ ଯଜ୍ଞ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୀତା ଜ୍ଞାନ ଯଜ୍ଞ ସ୍ଥାନୀୟ ଯାଦବ ଭବନ ଠାରେ ଚିନ୍ମୟ ମିଶନ ପକ୍ଷରୁ ଆରମ୍ଭ ହୋଇଯାଇଛି । ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟା ୬ ଘଣ୍ଟାରୁ ୭.୩୦ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଶିଷ୍ଟ ପ୍ରବଚକ ସ୍ୱାମୀ ରାଘବାନନ୍ଦ ସରସ୍ଵତୀ
Read More...

କର୍ଲାମୁଣ୍ଡା କପ୍‌ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ : ଚିଚର୍ଲା ବିଜୟୀ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକ ପୁଟିଗା ସ୍ଥିତ ଚିନାବାଡ଼ି ପଡିଆଠାରେ କର୍ଲ।ମୁଣ୍ଡା ଫୁଟ୍‌ବଲ୍‌ ଟିମ ପକ୍ଷରୁ କର୍ଲ।ମୁଣ୍ଡା କପ୍‌ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟର ଆଜିର ଚତୁର୍ଥ ଦିବସରେ ଚିଚର୍ଲା ଓ ପଟଣାଗଡ଼ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।
Read More...

ମହିଳା ଗୋଷ୍ଠୀ କଲେ ଗାଁ ସଫେଇ

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାର ଗାଁ ଗାଁରେ ସ୍ୱଚ୍ଛତା ଆଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏବେ ବି ଅନେକ ଗାଁରେ ସ୍ଵଚ୍ଛ ଭାରତ ମିଶନ ଫେଲ ମାରିଛି ଯାହା ଫଳରେ ଗାଁ ଗାଁର ପ୍ରତ୍ୟେକ ରାସ୍ତାରେ କୁଢ଼ କୁଢ଼ ଆବର୍ଜନା ଦେଖିବାକୁ ମିଳିଛି । ତେବେ
Read More...

ଜାତୀୟ ଆଇନସେବା ପ୍ରାଧିକରଣ ସୌଜନ୍ୟରେ ବିଶାଳ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସ୍ଥିତ ସଂସ୍କୃତି ଭବନ ପରିସରରେ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶାଳ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ
Read More...

ପଦ୍ମପୁର ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁର ଗ୍ରସ୍ତ ଅବସରରେ ଆଜି ସତୀଭଟା ବିମାନ ଉଡାଣ ପଡିଆରେ ଓହ୍ଲାଇଥିଲେ । ପଦ୍ମପୁର ବିଜେପିର ପୂର୍ବ ପ୍ରସ୍ତୁତି ଅନୁସାରେ ଶତାଧିକ କାର୍ଯ୍ୟକର୍ତ୍ତା ସତୀଭଟା ଛକଠାରେ ଏକତ୍ରିତ ହୋଇ ମମିତା ମେହେର
Read More...

ଅଦିନିଆ ଲଘୁଚାପଜନିତ ବର୍ଷା ହେଲା ଚାଷୀଙ୍କ ପାଇଁ କାଳ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଅଞ୍ଚଳର କେତେକ ଖାଲୁଆ ଜମି କେନାଲ ପାଣିରେ ଉବୁଟୁବୁ ହେଉଥିବା ବେଳେ ଏଣେ ଅଦିନିଆ ଲଘୁଚାପଜନିତ ବର୍ଷା ଓ ହାଲକା ପବନରେ ହେକ୍ଟର ହେକ୍ଟର ପାଚିଲା ଧାନ ପାଣିରେ ପଡି ଗଜା ହେବାର ଆଶଙ୍କା ସୃଷ୍ଟି କରିଛି । ବହୁ ଆଗରୁ କେନାଲରେ ପାଣି ନ
Read More...