Daily Archives

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଛାତ୍ରାବାସ ହଷ୍ଟେଲ ପ୍ରିମିଅର୍‌ ଲିଗ୍‌ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଛାତ୍ରାବାସର ଚାରିଦିନ ବ୍ୟାପୀ ଚାଲିଥିବା ହଷ୍ଟେଲ ପ୍ରିମିଅର ଲିଗ୍‌ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନି ସମାରୋହରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଲଲିତେନ୍ଦୁ ନାୟକ ନିମନ୍ତ୍ରଣ ଅତିଥି ଭାବରେ ଯୋଗଦେଇ ବିଜୟ ହୋଇଥିବା ଟିମ୍‌
Read More...

ଛାତ୍ର କଂଗ୍ରେସ କର୍ମୀଙ୍କ ଉପରେ ଭୀରୁତାପୂର୍ଣ୍ଣ ଆକ୍ରମଣ ବିରୁଦ୍ଧରେ ବିକ୍ଷୋଭ : ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୋଲିସ ସମ୍ମୁଖରେ ବରଗଡ ଜିଲ୍ଲା ଛାତ୍ର କଂଗ୍ରେସ କର୍ମୀମାନଙ୍କ ଉପରେ ବିଜେଡି କର୍ମୀମାନଙ୍କ ଭୀରୁତାପୂର୍ଣ୍ଣ ଆକ୍ରମଣ ବିରୁଦ୍ଧରେ ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସ୍ଥାନୀୟ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା
Read More...

ଘୁନସର ଆଦିଶକ୍ତି ପୀଠରେ ନିଶାନ ଯାତ୍ରା ଉଦ୍‌ଯାପିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଆଦିଶକ୍ତି ପୀଠରେ ଜିଲ୍ଲା ଆଦିବାସୀ କଲ୍ୟାଣ ତରଫରୁ ନିଶାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଦୀମାତା ଧରନି ପେନୁଙ୍କୁ ପୂଜାର୍ଚ୍ଚନା ପରେ ଆଦିବାସୀମାନେ ପାରମ୍ପାରିକ ନୃତ୍ୟ, ବାଦ୍ୟ, ଗୀତ ତାଳେ ତାଳେ ଘୁନସର
Read More...

ବ୍ଲକ ସ୍ତରୀୟ ଶିଶୁ ମହୋଉତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲାର କୋଷାଗୁମଡା ବ୍ଲକରେ ବ୍ଲକ ସ୍ତରୀୟ ଶିଶୁ ମହୋଉତ୍ସବ 'ସୁରଭି' କାର୍ଯ୍ୟକ୍ରମ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ମାଝୀଗୁଡାଠାରେ ଅନୁଷ୍ଠିତ ହୋଇଯାଇଛି । କୋରନା କଟକଣାକୁ ଦୃଷ୍ଟିରେ ରଖି ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଗୀତ,
Read More...

ବଲାଙ୍ଗିରରେ ମେଗା ଆଇନ ସହାୟତା ଶିବିର ଓ ଆଇନ ସମ୍ବନ୍ଧିୟ ପ୍ରଦର୍ଶନୀ ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିକଳ୍ପ ବିବାଦ ସମାଧାନ କେନ୍ଦ୍ର, ସିଭିଲ୍‌ କୋର୍ଟ ପରିସର, ବଲାଙ୍ଗିର ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ-ତଥା-ଜିଲ୍ଲା ନ୍ୟାୟାଧିଶ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ମେଗା ଆଇନ ସହାୟତା ଶିବିର ଓ ଆଇନ ସମ୍ବନ୍ଧିୟ ପ୍ରଦର୍ଶନୀ ମେଳା
Read More...

ରାଷ୍ଟ୍ରପତିଙ୍କ ଠାରୁ ଖେଳରତ୍ନ ସମ୍ମାନ ଗ୍ରହଣ କଲେ ପ୍ରମୋଦ ଭଗତ

ଦିଲ୍ଲୀ : ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଖେଳରତ୍ନ ସମ୍ମାନ ଗ୍ରହଣ କରିଛନ୍ତି ପାରା ଅଲିମ୍ପିଆନ ପ୍ରମୋଦ ଭଗତ । ଟୋକିଓ ପାରାଅଲିମ୍ପିକ୍ସ ୨୦୨୦ରେ ଭାରତ ପାଇଁ ଗୋଲ୍ଡ ମେଡାଲ ଜିତିଥିବା ନୀରଜ ଚୋପ୍ରାଙ୍କ ସମେତ ମୋଟ ୧୨ ଜଣ ଖେଳାଳି ରାଷ୍ଟ୍ରପତିଙ୍କ ଠାରୁ ପରୁଷ୍କାର ଗ୍ରହଣ
Read More...

ହବିଷ୍ୟାଳିଙ୍କୁ ଅଁଳା ବୃକ୍ଷଦାନ ଅଭିଯାନ ଆରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ, ବୋଲକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ପବିତ୍ର ଅଁଳା ନବମୀରେ ଅଁଳା ବୃକ୍ଷଦାନ ଅଭିଯାନ ଆରମ୍ଭ ହୋଇଯାଇଛି । ପ୍ରତ୍ୟୁଷରୁ ବୋଲକଣା ଗ୍ରାମର ଆରାଧ୍ୟ ଦେବ ଐଶାନ୍ୟଶ୍ୱର ଦେବଙ୍କ ପ୍ରାଙ୍ଗଣରେ ଥିବା ରାଧାମୋହନ ଦେବଙ୍କ ସମ୍ମୁଖରେ
Read More...

ଟଙ୍କା ଅଭାବରୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କ୍ୟାନ୍ସର ରୋଗୀ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ୱାର୍ଡ ନମ୍ବର ୭ ବିଶିପଡାର ଜଣେ ବ୍ୟକ୍ତି କାର୍ତ୍ତିକ ସିଂ(୭୪) ବର୍ତ୍ତମାନ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ବିଭାଗୀୟ ଡାକ୍ତର ପରାମର୍ଶ ଦେଲେ ସୁଦ୍ଧା ଟଙ୍କା ଅଭାବରୁ ସେମାନେ ଅନ୍ୟତ୍ର ନେବା
Read More...

ବରଗଡ଼ ଜିଲ୍ଲା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ସାମିଲ ହେଲା, ଜିଲ୍ଲାରେ ୩ଲକ୍ଷ ୬୪ ହଜାର ହୀତାଧିକାରୀ ପାଇବେ ଏହି…

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ମାଟି ହେଉଛି ମା' ଲକ୍ଷ୍ମୀଙ୍କ ପବିତ୍ର ଭୂମି । ଓଡ଼ିଶାର ଭାତ ହାଣ୍ଡି । ବରଗଡ଼ ଜିଲ୍ଲାର ବୁଣାକାରମାନେ ମଧ୍ୟ ଚାଷୀ ଭାଇଙ୍କ ପରି ଦକ୍ଷ । ବରଗଡ଼ର ବୁଣାକାର ସାରା ବିଶ୍ୱକୁ ସମ୍ବଲପୁରୀ ଶାଢ଼ୀ ଉପହାର ଦେଇଛନ୍ତି । ବରଗଡ଼ ଜିଲ୍ଲାର ଚାଷୀ
Read More...

ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବଙ୍କ ବାର୍ଷିକୋତ୍ସବ ଓ ଯଜ୍ଞକାର୍ଯ୍ୟ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ମିଶ୍ର ଖଟାଲ ନିକଟସ୍ଥ ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବଙ୍କ ବାର୍ଷିକୋତ୍ସବ ସହ ଯଜ୍ଞକାର୍ଯ୍ୟ ସଂପନ୍ନ ହୋଇଯାଇଛି । ଏହି ଉତ୍ସବ ଗତ ୯ ତାରିଖରୁ ଆରମ୍ଭ ହୋଇ ଏହା ୪ଦିନ ଧରି ଚାଲିଥିଲା । ରାମେଶ୍ୱର ମହାଦେବ ମନ୍ଦିର କମିଟିର ସଭାପତି ଜଗନ୍ନାଥ
Read More...