Daily Archives

ଶବ୍ଦ ନୃତ୍ୟଗୁରୁ ଭଗବାନ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲିଠାରେ ଶବ୍ଦ ନୃତ୍ୟଗୁରୁ ଭଗବାନ ସାହୁଙ୍କ ୨୧ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଶ୍ରୀ ଶ୍ରୀ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ, କୁମ୍ଭାରୀ ଓ ଗୁରୁ ଭଗବାନ ସାହୁ ସ୍ମୃତି କମିଟି, ବରପାଲି ଆନୁକୂଲ୍ୟରେ ଗଙ୍ଗାଧର ମେହେର
Read More...

କବିତା : ବିଦାୟ ମୁହୂର୍ତ୍ତ

ନୀଳାଦ୍ରି ଭୂଷଣ ମହାପାତ୍ର ସବୁ ବିଦାୟ ବେଳଏମିତି ବିଷାଦମୟଥମ୍‌ ଥମ୍‌ ମୁହଁଛଳ ଛଳ ଆଖିଭାଷା ସବୁ ଡେଇଁ ପାରନ୍ତିନିଓଠର ଏରୁଣ୍ଡିପୃଥିବୀଟା ସତେକି ଚାଲିଯାଏପାଦତଳୁ ଖସି । ସ୍ୱର୍ଗ ପରି ଲାଗୁଥିବା ସଂସାରଆଖି ପିଛୁଳାକେ ପାଲଟିଯାଏ ଶ୍ମଶାନନାଁ ବୁଝିହୁଏ, ନାଁ ବୁଝେଇ ହୁଏଯେତେସବୁ
Read More...

କୋର୍ଟର ଆଦେଶକୁ ମାନୁନାହାନ୍ତି ଶିକ୍ଷା ବିଭାଗ କର୍ମଚାରୀ : ପଦୋନ୍ନତି ପାଇଁ ଶିକ୍ଷକଙ୍କ ସଂଘର୍ଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଅନ୍ତର୍ଗତ ଜୋଖିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୧୮/୦୨/୨୦୧୪ରୁ ପଞ୍ଚମ ଡନସନା ପଦୋନ୍ନତି ପାଇ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ ତୁଳାଇ ଆସୁଛନ୍ତି । କିନ୍ତୁ ତାଙ୍କଠାରୁ ଜୁନିୟର ତିନିଜଣ ଶିକ୍ଷକ
Read More...

ପାଟଣାଗଡ ସେବା ସମବାୟ ସମିତିରେ ମହାଦୁର୍ନୀତି : କାରସାଦି କରି ଧାନ ବିକ୍ରି ନାଁରେ ଲକ୍ଷାଧିକ ଟଙ୍କା ହଡପ,…

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବିଭିନ୍ନ ସେବା ସମବାୟ ସମିତିଗୁଡ଼ିକରେ ଧାନ ବିକ୍ରି ନାଁରେ ମହାଦୁର୍ନୀତି କାରସାଦି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ୨୦୧୯/୨୦, ୨୦୨୦/୨୧ରେ ଖରିଫ ଧାନ ବିକ୍ରି ପାଇଁ କେତେକ ସେବା
Read More...

ସ୍ୱର୍ଣ୍ଣିମ ଭବନ ଉଦଘାଟନ ସମାରୋହ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଈଶ୍ୱରୀୟ ସେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣପୁର ଠାରେ ପଶ୍ଚିମ ଓଡିଶାସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ
Read More...

କୃଷିରେ କୀଟନାଶକର ନିରାପଦ ବ୍ୟବହାର ଉପରେ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଶିକାବେହେଙ୍ଗା ଗ୍ରାମରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଏମ୍‌ଏସ୍‌ ସ୍ୱାମୀନାଥନ ସ୍କୁଲ ଅଫ୍‌ ଏଗ୍ରୀକଲଚର ପାରଳାଖେମୁଣ୍ଡି କୃଷି ବିଜ୍ଞାନର ଶେଷ ବର୍ଷର ଛାତ୍ର ପ୍ରଜ୍ଜ୍ୱଳ ଭଞ୍ଜ ଭାରତୀୟ କୃଷି ଗବେଷଣା ପରିଷଦ
Read More...

ବାଞ୍ଜିତଲିଏନ କ୍ରିକେଟ କପ୍‌ ଉଦ୍‌ଯାପିତ : ବଲାଙ୍ଗିର ଚାମ୍ପିୟନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ବାଲିପଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଳିଆ କ୍ରିକେଟ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହେଇଥିବା ବାଞ୍ଜିତଲିଏନ କ୍ରିକେଟ ଏସୋସିଏସନ୍‌ ତରଫରୁ ବାଞ୍ଜିତଲିଏନ କ୍ରିକେଟ କପର ଫାଇନାଲ ଉତ୍ସବ । ଫାଇନାଲ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼
Read More...

ଭଦ୍ରା ଠାରେ ବିଜେପିର ସାଙ୍ଗଠନିକ ବୈଠକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭଦ୍ରା ଠାରେ ବିଜେପିର ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛଇ । ବିଜେପି ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ସାଂସଦଙ୍କ ବ୍ଳକ ପ୍ରତିନିଧି ଅକ୍ଷୟ
Read More...

ପାକିସ୍ତାନର ସିନ୍ଧ ପ୍ରଦେଶରେ ହିନ୍ଦୁ ନାବାଳକ ବାଳକଙ୍କୁ ଦୁଷ୍କର୍ମ ପରେ ଅତି ନିର୍ମମ ହତ୍ୟା, ୨ ଗିରଫ

ଇସ୍‌ଲାମାବାଦ : ପାକିସ୍ତାନର ସିନ୍ଧ ପ୍ରଦେଶରେ ଜଣେ ୧୧ ବର୍ଷର ହିନ୍ଦୁ ବାଳକଙ୍କୁ ଯୌନ ନିର୍ୟାତନା ଦିଆଯିବା ପରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ଗୁରୁ ନାନକ ଦେବଙ୍କ ଜନ୍ମ ବାର୍ଷିକୀ ସମ୍ପର୍କିତ କାର୍ଯ୍ୟକ୍ରମରେ ପୁରା ପରିବାର ବ୍ୟସ୍ତ ଥିବା ବେଳେ ଏହି ଘଟଣା
Read More...

ମହିଳା କମିଶନଙ୍କ ବୌଦ୍ଧ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ବୌଦ୍ଧ, (ବଂଶୀଧର ମାଝୀ) : ଆସନ୍ତା ୨୩ ତାରିଖ ଦିନ ରାଜ୍ୟ ମହିଳା କମିଶନଙ୍କ ମହିଳା ସଚେତନତା ଶିବିର ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବୌଦ୍ଧ ଟାଉନହଲ ପରିସରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୫ ଜଣ ଆଶାକର୍ମୀ, ମହାବିଦ୍ୟାଳୟ ୨୦ ଜଣ
Read More...