pakka

ପାକିସ୍ତାନର ସିନ୍ଧ ପ୍ରଦେଶରେ ହିନ୍ଦୁ ନାବାଳକ ବାଳକଙ୍କୁ ଦୁଷ୍କର୍ମ ପରେ ଅତି ନିର୍ମମ ହତ୍ୟା, ୨ ଗିରଫ

kalikesh

ଇସ୍‌ଲାମାବାଦ : ପାକିସ୍ତାନର ସିନ୍ଧ ପ୍ରଦେଶରେ ଜଣେ ୧୧ ବର୍ଷର ହିନ୍ଦୁ ବାଳକଙ୍କୁ ଯୌନ ନିର୍ୟାତନା ଦିଆଯିବା ପରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ଗୁରୁ ନାନକ ଦେବଙ୍କ ଜନ୍ମ ବାର୍ଷିକୀ ସମ୍ପର୍କିତ କାର୍ଯ୍ୟକ୍ରମରେ ପୁରା ପରିବାର ବ୍ୟସ୍ତ ଥିବା ବେଳେ ଏହି ଘଟଣା ଘଟିଥିଲା । ସେ ଶୁକ୍ରବାର ସନ୍ଧ୍ୟାଠାରୁ ନିଖୋଜ ଥିଲେ ଏବଂ ଶନିବାର ଦିନ ତାଙ୍କ ମୃତଦେହ ଏକ ନିଛାଟିଆ ଘରେ ମିଳିଥିଲା । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।

‘ଦି ଏକ୍ସପ୍ରେସ ଟ୍ରିବ୍ୟୁନ’ର ରିପୋର୍ଟ ଅନୁଯାୟୀ ଶନିବାର ଦିନ ସିନ୍ଧ ପ୍ରଦେଶର କ୍ଷେରପୁର ମିର ଅଞ୍ଚଳର ବାବରଲୋଇ ସହରର ଏକ ନିଛାଟିଆ ଜାଗାରୁ ଜଣେ ଶିଶୁର ମୃତଦେହ ମିଳିଛି । ପୁଅର ପରିବାର ସଦସ୍ୟ କହିଛନ୍ତି ଯେ, ସେ ଶୁକ୍ରବାରଠାରୁ ନିଖୋଜ ଥିଲେ, ପରଦିନ ତାଙ୍କ ମୃତଦେହ ମିଳିଥିଲା ।

pp
Leave A Reply

Your email address will not be published.

18 − 12 =