Daily Archives

ହେଲପିଂ ହାର୍ଟର ସମ୍ମାନିତ ସମାରୋହ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ର ସ୍ୱେଚ୍ଛାସେବୀ ଅନୁଷ୍ଠାନ ହେଲପିଂ ହାର୍ଟ ତରଫରୁ ଆଜି ବଣିକ ଭବନ, ବରପାଲି ଠାରେ ନିଷ୍ଠା ପରିବାରକୁ ସମ୍ମାନିତ କରାଯାଇଥିଲା । ଉକ୍ତ ଅନୁଷ୍ଠାନ ବେକାର ଯୁବକ ଯୁବତୀଙ୍କୁ ସୈନ୍ୟ ବାହିନୀରେ ଯୋଗଦେବା ପାଇଁ ମାଗଣା ଶିକ୍ଷା ପ୍ରଦାନ ସହ ତାଲିମ ଦେଇ
Read More...

କାଞ୍ଜିଅଁଳା ଓଷା ପର୍ବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାର୍ଗଶୀର ମାସ କୃଷ୍ଣପକ୍ଷ ନବମୀରେ ମାଆ ଷଠୀ ଦେବୀଙ୍କ ପୂଜା 'କାଞ୍ଜିଅଁଳା ଓଷା’ ରୂପେ ସାରା ଓଡ଼ିଶାରେ ପାଳିତ ହୋଇଥାଏ । ଏହି ଅବସରରେ ଡେଲାଙ୍ଗର ପୁରପଲ୍ଲୀରେ ପ୍ରତ୍ୟେକ ଘରେ ରବିବାର ଅପରାହ୍ନରେ କାଞ୍ଜି ଅଁଳା ଓଷା ପାଳିତ ହୋଇଯାଇଛି । ଏଥିରେ
Read More...

ରାମନାଟ୍ୟ ଓ ପୂଜ୍ୟପୂଜା ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଲ୍ୟାଣପୁର ପଞ୍ଚାୟତ ଅନ୍ତର୍ଗତ ଶିଶୁଆପଡା ଗ୍ରାମରେ ମା' କ୍ଷେତ୍ରପାଳ ରାମନାଟ୍ୟ ପରିଷଦ ଆନୁକୂଲ୍ୟରେ ରାମନାଟ୍ୟ ପରିବେଷଣ ଓ ପୂଜ୍ୟପୂଜା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ଡେଲାଙ୍ଗ
Read More...

ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଏନ୍‌ସିସି ପ୍ରତିଷ୍ଠାର ସୁବର୍ଣ୍ଣ ଜୟନ୍ତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଏନ୍‌ସିସି ଦିବସ ପାଳିତ ହେବା ସହିତ କଲେଜ ଏନ୍‌ସିସିକୁ ପଚାଶ ବର୍ଷ ପୁର୍ତ୍ତି ଉପଲେକ୍ଷ ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅତିଥି ଭାବରେ କର୍ଣ୍ଣେଲ ପ୍ରଭାତ କୁମାର ପଣ୍ତା,
Read More...

ଏକ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ତେତେଲ୍‌ଖୁଣ୍ଟି ଚାମ୍ପିୟାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍ ବୁଢ଼ୀପଦର ପଞ୍ଚାୟତର ବୁଢ଼ୀପଦର ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏକ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ଅତିଥି ରୂପେ କେଶରୀୟା ହିନ୍ଦୁ ବାହିନୀ ରାଜ୍ୟ ସଭାପତିଙ୍କ ସହ ଜିଲା
Read More...

ପାଟଣାଗଡରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦ୍ୱାରା ରକ୍ତଦାନ ଶିବିର

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ପାଟଣାଗଡ଼ ରାମପୁର ସ୍ଥିତ ମାରୱାଡ଼ି ଧର୍ମଶାଳାରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦ୍ୱାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବ୍ଲକ ପ୍ରାଣୀଧନ ଅଧିକାରୀ ଡ଼ା. ସୁବ୍ରତ କୁମାର ନାଏକ ଏବଂ ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପଧାନ
Read More...

ପର୍ଲିମାଲରେ ୩୦ ବର୍ଷର ପୁରୁଣା ପରମ୍ପରା ବାଲିଯାତ୍ରା ଉତ୍ସାହର ସହ ଉଦଯାପିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ପର୍ଲିମାଲ ପଞ୍ଚାୟତ ପର୍ଲିମାଲ ଗ୍ରାମରେ ତା ୨୦.୧୧ .୨୧ ରୁ ୨୬ .୧୧ ଦିନ ପର୍ଯ୍ୟନ୍ତ ୬ ଦିନ ଧରି ଅନୁଷ୍ଠିତ ବାଲିଯାତ୍ରା ଉତ୍ସବ ପାରମ୍ପରିକ ରୀତିନୀତି ଅନୁସାରେ ଉଦଯାପିତ ହୋଇଯାଇଛି । ପର୍ଲିମାଲ ସ୍ଥିତ ଲାନ୍ଥ ନଦୀ
Read More...

ଆସନ୍ତାକାଲି ‘୫ଟି’ରେ ରୂପାନ୍ତରିତ ହେବ ଜିଲ୍ଲାର ୨୨ଟି ସ୍କୁଲ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା କାଲି ରାଜ୍ୟ ସରକାରଙ୍କ '୫ଟି' ରୂପାନ୍ତର ଯୋଜନାରେ ସାମିଲ ହୋଇଥିବା ଜିଲ୍ଲାର ୨୨ଟି ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାର୍ଚୁଆଲ ମୋଡରେ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସୋହେଲା ସରକାରୀ ଉଚ୍ଚ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏନ୍‌ସିସି ତରଫରୁ ୭୩ତମ ରାଷ୍ଟ୍ରୀୟ ଏନ୍‌ସିସି ଦିବସ ମହାସମାରୋହରେ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏନ୍‌ସିସି ତରଫରୁ ଆଜି ବିଶ୍ୱବିଦ୍ୟାଳୟ ପରିସରରରେ ୭୩ ତମ ରାଷ୍ଟ୍ରୀୟ ଏନ୍‌ସିସି ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ମୁଖ୍ୟ ପ୍ରଫେସର ମଦନ ମୋହନ
Read More...

ଆଂଚଳିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବ୍ଲକ ବୁଢୀ ପଦର ପଂଚାୟତ ହାଇସ୍କୁଲ ଖେଳ ପଡ଼ିଆରେ ନେଗୀପାଲି ଓ ବୁଢୀ ପଦର ଆନୁକୁଲ୍ୟରେ ଦ୍ବିତୀୟ ବର୍ଷ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ ସ୍ଥାନୀୟ ସରପଂଚ ଶ୍ରୀମତୀ
Read More...