pakka

ଏକ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ତେତେଲ୍‌ଖୁଣ୍ଟି ଚାମ୍ପିୟାନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍ ବୁଢ଼ୀପଦର ପଞ୍ଚାୟତର ବୁଢ଼ୀପଦର ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏକ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ଅତିଥି ରୂପେ କେଶରୀୟା ହିନ୍ଦୁ ବାହିନୀ ରାଜ୍ୟ ସଭାପତିଙ୍କ ସହ ଜିଲା କାର୍ଯ୍ୟକର୍ତ୍ତା, ଲୋଇସିଂହା ଓ ଆଗଲପୁର ବ୍ଲକ୍ କାର୍ଯ୍ୟକର୍ତ୍ତା ସମୂହ ଯୋଗଦାନ କରିଥିବା ବେଳେ ଏହି ଫାଇନାଲ ମ୍ୟାଚ ତେତେଲ୍‌ଖୁଣ୍ଟି ଓ ବୁରୋଭାଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେତେଲ୍ ଖୁଣ୍ଟି ଦଳ ବୁରୋଭାଡି ଦଳକୁ ୨-୦ ରେ ପରାସ୍ତ କରି ଚମ୍ପିୟାନ ହୋଇ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲା ।

jay balangir
Leave A Reply

Your email address will not be published.

eighteen + 1 =

error: Content is protected !!