Daily Archives

ପୀର ବାବା ଓ ଜାତୀୟ ସଂହତି ଆଲୋଚନାଚକ୍ର : ମାଗଣା ସ୍ୱାସ୍ଥ୍ୟ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସତ୍ୟପୀର ଫାର୍ମ ହାଉସ, ଘୋରଡିଆଠାରେ ରବିବାର ମଈ ରୁନ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ ଓ ହାଇ ଟେକ ହସ୍ପିଟାଲ ଓ ମେଡିକାଲ କଲେଜ ଆନୁକୂଲ୍ୟରେ ମାଗଣା ସ୍ବାସ୍ଥ୍ୟ ଶିବିର ସହିତ ପୀର ବାବା ଓ ଜାତୀୟ
Read More...

ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା

କଟାପାଲି, ରବିଦାଶ କ୍ଲବ, ପଞ୍ଚାୟତ କଲେଜ୍, ଗୋଡଭଗା ସେଣ୍ଟ୍ରାଲ କ୍ଲବ ବିଜୟୀ ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଆୟୋଜିତ ହେଉଥିବା ଭିଜନ ୨୦- ୨୪ ଅନ୍ତର୍ଗତ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତାର ଆଜିର ମ୍ୟାଚ୍‌ଗୁଡିକରେ କଟାପାଲି, ରବିଦାଶ କ୍ଲବ,
Read More...

ସୁବର୍ଣ୍ଣରେଖାର ରଜତ ଜୟନ୍ତୀ ଆସନ୍ତା ଜାନୁଆରୀ ୧୪ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାର ଅନ୍ୟତମ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ 'ସୁବର୍ଣ୍ଣରେଖା'ର ରଜତ ଜୟନ୍ତୀ ଉପଲକ୍ଷେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ବ୍ୟାସଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣରେଖାର ସଭାପତି ମନୋରଞ୍ଜନ ଦାସଙ୍କ ସଭାପତିତ୍ୱ ଓ
Read More...

କଣ୍ଟାମାଳଠାରେ ଓଜେୟୁ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ବୈଠକ

କଣ୍ଟାମାଳ, (ବଂଶୀଧର ମାଝୀ) : କଣ୍ଟାମାଳ ମଲିକୁଦ ନିକଟରେ ଓଡିଶା ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖାର ଏକ ବୈଠକ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଘର ସଂପାଦକ ଭାଗବତ ମେହେର ଗତ ବୈଠକର ବିବରଣୀ ପାଠ କରିବା ସହ
Read More...

ବୌଦ୍ଧ ଜିଲ୍ଲା କ୍ରିକେଟ ସଂଘର ବନ୍ଧୁ ମିଳନ ଓ କ୍ରୀଡା ଉପକରଣ ବଣ୍ଟନ

କଣ୍ଟାମାଳ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କ୍ରିକେଟ ସଂଘର ବନ୍ଧୁ ମିଳନ କଣ୍ଟାମାଳ ସନ୍ନିକଟ ମଲିକୁଦ ତେଲ ନଦୀ କୂଳରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନାଚ, ଗୀତ ସହ ସଦସ୍ୟମାନେ ମଜାମଜଲିସ କରି ତେଲ ନଦୀର ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ । ଏହି ଅବସରରେ ଓଡିଶା କ୍ରିିକେଟ
Read More...

୨୩ତମ ଏକ ଦିବସିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ତୁଷୁରାବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାଘାଟଠାରେ ୨୩ତମ ଏକ ଦିବସିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଚୁଡାପାଲି ଦଳ ବେଜେତା ହୋଇଥିବା ବେଳେ ଉପବିଜେତା ଭାବେ ମୁଦଘାଟ ହୋଇଥିଲେ । ଉକ୍ତ ଉତ୍ସବରେ ଯୁବନେତା
Read More...

ସକାଳସାଥୀର ପଂଚମ ସ୍ୱନକ୍ଷତ୍ର ପାଳନ ଅବସରରେ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ ରାଜିବ ଷଡଙ୍ଗୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାର ଅଗ୍ରଣୀ ତଥା ନିର୍ଭିକ ଓଡିଆ ଦୈନିକ ଖବର କାଗଜ ‘ସକାଳସାଥୀ’ର ପଂଚମ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ଆୟୋଜିତ ଉତ୍ସବରେ କଟକ ସ୍ଥିତ ଶତାବ୍ଦି ଭବନଠାରେ ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ ରାଜୀବ ଷଡଙ୍ଗୀଙ୍କୁ ସାମ୍ବାଦିକତା କ୍ଷେତ୍ରରେ ବିଶେଷ ଅବଦାନ
Read More...

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ନବକିଶୋର ଦଳ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଚତୁର୍ଥ ଦିନରେ ନବକିଶୋର ଦଳ ଓ ଗାନ୍ଧିନଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ପ୍ରଥମେ ଗାନ୍ଧିନଗର ଦଳ ପ୍ରଥମେ ବ୍ୟାଟିଂ କରି ନିଷ୍ପତି ନେଇ ୩୨
Read More...

ଜୁନାନିବାହାଲ ଗାଁରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ : ଜଣେ ମାଓବାଦୀ ନିହତ, ପୋଲିସର ସର୍ଚ୍ଚ ଅପରେସନ ଜାରି

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ଥାନା ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଜୁନାନିବାହାଲ ଗାଁରେ ଗତକାଲି ସନ୍ଧ୍ୟାରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ବେଳେ ଜଣେ ମାଓବାଦୀ ପୋଲିସ ଗୁଳିରେ ନିହତ ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ କିଛିଦିନ ହେଲା ଗନ୍ଧମାର୍ଦ୍ଦନ ପାହାଡ଼ ତଳି
Read More...

୭ତମ ନଟ୍‌ରାଜ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମୋ ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ରାଇସଲପଦର ଗ୍ରାମରେ ବଜାର ପଡ଼ିଆଠାରେ ୭ ତମ ନଟ୍‌ରାଜ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି କରମସିଂ ସାହୁ ଏହାର ଉଦ୍‌ଘାଟନ କରିଥିଲେ । ଗ୍ରୁପ ଏର ସେମିଫାଇନାଲ ବାଦୀପାଲି ଓ ରୋତ ମଧ୍ୟରେ
Read More...