om academy

୨୩ତମ ଏକ ଦିବସିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ତୁଷୁରାବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାଘାଟଠାରେ ୨୩ତମ ଏକ ଦିବସିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଚୁଡାପାଲି ଦଳ ବେଜେତା ହୋଇଥିବା ବେଳେ ଉପବିଜେତା ଭାବେ ମୁଦଘାଟ ହୋଇଥିଲେ । ଉକ୍ତ ଉତ୍ସବରେ ଯୁବନେତା ଜୟକୃଷ୍ଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ଖେଳ ପଡିଆର ଉନ୍ନତି ପାଇଁ ସମସ୍ତେ ଏକଜୁଟ ହୋଇ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟକୁ ନରେନ୍ଦ୍ର ସାହୁ, ମନୋରଂଜନ ସାହୁ, କୁଞ୍ଜବିହାରୀ ଜାଲ, ବିକାଶ ଜାଲ, ରାଜେଶ ସାହୁ, ରଂଜିତ କୁମାରଙ୍କ ସମେତ ସମସ୍ତ ଗ୍ରାମବାସୀ ସାହାଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.