Daily Archives

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ସଇଁନ୍ତଲା ବ୍ଲକ ବଡମାଲ ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଆଇସିୟୁ ନ ପାଇ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାର ରାଜ୍ୟର ସବୁ ଜିଲ୍ଲାରେ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଖୋଲୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କାର୍ଡଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଯୋଜନା ସବୁ ତିଆରି ହେଉଛି । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କିନ୍ତୁ ଯୋଜନା ଓ ତାର
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ବଲାଙ୍ଗିର ଏବଂ ଏଚ୍‌ସିଜି କ୍ୟାନ୍ସର ସେଣ୍ଟର ବିଶାଖାପାଟଣା ତରଫରୁ କ୍ୟାନ୍ସର ଚିହ୍ନଟ ଶିବର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଏବଂ ଏଚ୍‌ସିଜି କ୍ୟାନ୍ସର ସେଣ୍ଟର ବିଶାଖାପାଟଣାର ମିଳିତ ଆନୁକୂଲ୍ୟରେ ଏକ କ୍ୟାନ୍ସର ଚିହ୍ନଟ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଲେଜ ଛକ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ଶିବିରକୁ ଅନୁଷ୍ଠାନ
Read More...

ଗଛର ମାମୁ ସାଜିଲେ ହୃଷୀକେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରଥମାଷ୍ଟମୀରେ ମାମୁ ଭଣଜାଙ୍କୁ ପଢୁଆଁ କରୁଥିବା ବେଳେ ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା ହୃଷୀକେଶ ପାଢ଼ୀ ମାମୁ ସାଜି ଗଛକୁ ଭଣଜା ରୂପେ ପଢୁଆଁ ତଥା ପୂଜାର୍ଚନା କରି ଅନ୍ୟମାନଙ୍କ ପ୍ରତି ଉଦାହରଣ ପାଲଟିଛନ୍ତି । ବୃକ୍ଷକୁ ଭଲ ପାଉଥିବା
Read More...

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଶଙ୍କରୀ ଗ୍ରାମଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ମନ୍ଦିର କମିଟି ସଭାପତି ଲୋଚନ ପାଣ୍ଡେଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । କିମିଟି ସଂପାଦକ କିଶୋର ପ୍ରଧାନ ଉଦ୍ଦେଶ୍ୟ ଓ ବିଭିନ୍ନ
Read More...

ବୀର ବଜରଙ୍ଗ ଆଞ୍ଚଳିକ କଳାକାର ସଂଘ ଆନୁକୂଲ୍ୟରେ ହେବାକୁ ଥିବା ଆଞ୍ଚଳିକ ଲୋକକଳା ମହୋତ୍ସବର ତୃତୀୟ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଳକ ଜମରତଲା ପଞ୍ଚାୟତ ନୀଳ କଣ୍ଠେଶ୍ୱରପୁର ଗାଁରେ ସଂଘର ସଭାପତି ତୁଳାରାମ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ସାତୋଟି ଗ୍ରାମ ପଞ୍ଚାୟତର କଳାକାରମାନଙ୍କୁ ନେଇ ଆଗାମୀ ଦିନରେ ହେବାକୁ ଥିବା ଆଞ୍ଚଳିକ ଲୋକକଳା ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Read More...

ବାଲ୍ୟ ବିବାହ ରୋକିଲେ ପ୍ରଶାସନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚୁଲାଭଟ ଗ୍ରାମ ପଞ୍ଚାୟତରେ ଏକ ୧୬ ବର୍ଷର ଝିଅର ବାଲ୍ୟ ବିବାହକୁ ଅଟକାଇଲା ଚାଇଲ୍ଡ ଲାଇନ ଓ ଜିଲ୍ଲା ପ୍ରଶାସନ । ସୂଚନା ଅନୁସାରେ ଚୁଲାଭଟ ଅଞ୍ଚଳର ଏକ ଗ୍ରାମରେ ଏହି ବିବାହ ସ୍ଥିର କରାଯାଇଥିଲା । ଠିକ୍ ସମୟରେ
Read More...

ଗଛରେ ଭାଲୁ : ଆତଙ୍କିତ ଲୋକେ, ଭାଲୁ ଉଦ୍ଧାର ପାଇଁ ବନ ବିଭାଗ ସଜାଗ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗ ରେଞ୍ଜ ଅନ୍ତର୍ଗତ ଖଇର ପଦର ଗାଁରେ ଭାଲୁ ଆତଙ୍କ ଖେଳାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ଖଇର ପଦର ଗାଁ ନିକଟସ୍ଥ ଏକ ସାହାଜ ଗଛ ଉପରେ ଭାଲୁ ଚଢ଼ିଯାଇଥିବା ଦେଖିବାକୁ ମିଳିଛି । ଭାଲୁକୁ ଦେଖିବା ପରେ
Read More...

ସହରସେବା ସମିତିର ୧୦ମ ବାର୍ଷିକୋତ୍ସବ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହର ସେବା ସମିତିର ୧୦ମ ବାର୍ଷିକୋତ୍ସବ ହୋଟେଲ୍ ସୋଲାସଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମନୋରଞ୍ଜନ ଦାଶଙ୍କ ସଭାପତିତ୍ୱ ଓ ଶୈଳେନ୍ଦ୍ର ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକ ଅଚେତ ହୋଇ ରାଜ ପଥରେ ପଡ଼ିଥିଲେ । ଛତ୍ରପୁର ପୋଲିସ ପେଟ୍ରୋଲିଂ ସମୟରେ ଦେଖିବାକୁ ପାଇ ଉକ୍ତ ଯୁବକଙ୍କୁ ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆଜି ସକାଳେ ଯୁବକର
Read More...