Daily Archives

ରାଜ୍ୟରେ ପ୍ରତ୍ୟେକ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରାଇବା ମହିଳା ଆୟୋଗଙ୍କ ମୂଳ ଦାୟିତ୍ୱ

ବୌଦ୍ଧ,(ବଂଶୀଧର ମାଝୀ ): ବୌଦ୍ଧ ଟାଉନହଲଠାରେ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରା ଆୟୋଜିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନ ଡଃ. ମିନତୀ ବେହେରା, ସଦସ୍ୟା ସୁଶ୍ରୀ ସ୍ନେହାଞ୍ଜଳୀ ମହାନ୍ତି, ଜଲିନା ପ୍ରିୟଦର୍ଶିନୀ, ଅତିରିକ୍ତ
Read More...

ଭିଜିଲାନ୍ସ ଜାଲରେ ଭାରପ୍ରାପ୍ତ ଡିଏସଡବ୍ଲୁଓ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ବରଗଡ଼ ଜିଲ୍ଲାର ଭାରପ୍ରାପ୍ତ ଡିଏସଡବ୍ଲୁଓ ଚନ୍ଦ୍ରମା ସାହୁଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଏକକାଳୀନ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କାର ଆୟ ବର୍ହିଭୁତ ସଂପତ୍ତି ଠାବ କରାଯାଇଛି
Read More...

ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଲୋଇସିଂହା ବିଜୁ ମହିଳା ଜନତା ଦଳର ବିକ୍ଷୋଭ ଶୋଭାଯାତ୍ରା

ଲୋଇସିଂହା, (କେପିଏନ୍‌ଏସ୍‌): ଆଜି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଲୋଇସିଂହା ବିଜୁ ମହିଳା ଜନତା ଦଳର ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି । ବ୍ଲକ ଯୁବ ସଭାପତି ପ୍ରକାଶ ମହାରଣାଙ୍କ ସଭାପତିତ୍ୱରେ ରାଜ୍ୟ ପରିଷଦ ସଭ୍ୟ
Read More...

ଲୁକ୍କାୟିତ ନୂତନ ଯୁବ ପ୍ରତିଭାଙ୍କ ଅନ୍ୱେଷଣରେ ‘ଅ’ ପତ୍ରିକାର ଅଭିଯାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଧବଳେଶ୍ଵର ଡିଗ୍ରୀ କଲେଜ ମୋହନଗିରି ଠାରେ 'ଅ' ପତ୍ରିକା ତରଫରୁ ନୂଆ ଶବ୍ଦ ନୂଆ କଲମ ତଥା ଲୁକ୍କାୟିତ ନବ ପ୍ରତିଭାର ଅନ୍ୱେଷଣରେ ଏକ କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶିକ୍ଷା ଅଧ୍ୟାପକ ଅଜିତ
Read More...

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡକ ନିର୍ମାଣ ନିମ୍ନ ମାନର : ରକ୍ଷଣା ବେକ୍ଷଣ ଅର୍ଥ ଥାଇ କାମରେ ଲାଗୁନି :…

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଥିବା ବାଲିଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡ଼କ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଓ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ବାରମ୍ୱାର ଅଭିଯୋଗ
Read More...

ଜାଲେଣୀ ଗ୍ୟାସ୍ ସିଲିଣ୍ଡର୍ ଦରବୃଦ୍ଧି ପ୍ରତିବାଦରେ ବିଜେଡ଼ିର ଜିଲ୍ଲା ବ୍ୟାପି ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କେନ୍ଦ୍ର ସରକାରଙ୍କ ଦ୍ଵାରା ନିୟନ୍ତ୍ରିତ ଜାଲେଣୀ ଗ୍ୟାସ୍ ସିଲିଣ୍ଡର ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ମହିଳା, ଯୁବ, ଛାତ୍ର ସଂଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହ ରାଷ୍ଟ୍ରପତିଙ୍କ
Read More...

ଓଡ଼ିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ପରମ ବିଶିଷ୍ଟ ସେବା ପଦକରେ ସମ୍ମାନୀତ କଲେ ରାଷ୍ଟ୍ରପତି

ଦିଲ୍ଲୀ : ଆଜି ଦିଲ୍ଲୀରେ ଏକ ସ୍ୱତନ୍ତ୍ର ଉତ୍ସବରେ ଚଣ୍ଡିପ୍ରସାଦଙ୍କୁ ପରମ ବିଶିଷ୍ଟ ସେବା ପଦକ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏବେ ସ୍ଥଳ ସେନା ଉପମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି । ତାଙ୍କର ଦୀର୍ଘ ଚାରି ଦଶନ୍ଧିର
Read More...

ଶ୍ରୀ ସତ୍ୟସାଇ ବାବାଙ୍କ ୯୬ତମ ଜନ୍ମଦିନ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରପୁର ଶ୍ରୀ ସତ୍ୟସାଇ ମନ୍ଦିର ଆମ୍ରକାନନରେ ମଙ୍ଗଳବାର ଦିନ ୯୬ତମ ବାର୍ଷିକ ଉତ୍ସବରେ ଉପଲକ୍ଷେ ନଗର ସଂକୀର୍ତନ ପରେ ବିରଞ୍ଚି ନାରାୟଣ ପୁଟେଲ ଏବଂ ଜନକ ମେହେରଙ୍କ ଦ୍ୱାରା ପୂଜାର୍ଚ୍ଚନା ହୋଇଥିଲା । ଅବନୀ
Read More...

ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ବିଜେଡିର ବିକ୍ଷୋଭ

ନାରୀଙ୍କ ପାଇଁ ପରିହାସ ପାଲଟିଛି ଉଜ୍ଜ୍ୱଳା ଯୋଜନା : ବିଜେଡି ବଲାଙ୍ଗିର, (ଦେବାଶିଷ ମିଶ୍ର) : ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧିକୁ ନେଇ ଆଜି ସାରା ରାଜ୍ୟରେ ବିଜେଡି କେନ୍ଦ୍ରର ମୋଦୀ ସରକାରଙ୍କୁ ଘେରିଛିି । ସେହି କ୍ରମରେ ଆଜି ବଲାଙ୍ଗିର ବିଜୁ ଜନତା ଦଳର ଶତାଧିକ କର୍ମକର୍ତ୍ତା
Read More...

ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ତୃତୀୟ ସାଧାରଣ ପରିଷଦ ବୈଠକ ଉପ-ସଭାପତି ଶ୍ରୀକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସଦାଇପାଲି ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବିଗତ ବର୍ଷରେ ସ୍ୱର୍ଗତ ଆତ୍ମାଙ୍କ ସଦଗତି
Read More...