Daily Archives

କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ କୁଡାସିଂହାରେ ୧୦ଫୁଟର ଡଙ୍ଗା ଭସାଣି

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା କାର୍ତ୍ତିକେଶ୍ଵର ଡଙ୍ଗାପାର୍ଟି ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ସକାଳ ଭୋର ୪ଟାରୁ କିର୍ତନ ସହ ଗାଁ ପରିକ୍ରମା କରି ପ୍ରାୟ ୧୦ଫୁଟ ଲମ୍ବର ସୋଲରେ ତିଆରି ଡଙ୍ଗା ସ୍ଥାନୀୟ ଅଏଁଲା ସାଗର ପୋଖରୀରେ ଭସାଇଥିଲେ ।
Read More...

ଗରିବ ଲୋକମାନଙ୍କ ପାଇଁ ଆବାସ ଯୋଜନା ସାତ ସପନ, ଟିକ୍ରାପଡ଼ା ଅଞ୍ଚଳରେ ଆବାସ ଯୋଜନା ଅର୍ଥରେ ମାର୍କେଟ କମ୍ପ୍ଲେକ୍ସ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକମାନଙ୍କ ପାଇଁ ଆବାସ ଯୋଜନାରେ କୋଟି କୋଟି ଖର୍ଚ୍ଚ କରୁଥିବା ବାହା ବାହା ନେଉଛନ୍ତି । ହେଲେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏବେବି ଲୋକେ ଭଙ୍ଗା କୁଡ଼ିଆରେ ଦିନ ବିତାଉ ଥିବାର ଦୃଶ୍ୟ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା
Read More...

ଆଜି ସତ୍ୟ, ନ୍ୟାୟ ଏବଂ ଅହିଂସା ଜିତିଛି : କୃଷି ଆଇନ ରଦ୍ଦ ଉପରେ ମତ ରଖିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ତିନୋଟି କୃଷି ଆଇନ ରଦ୍ଦ ଉପରେ କହିଛନ୍ତି ଯେ, ଆଜି ସତ୍ୟ, ନ୍ୟାୟ ଏବଂ ଅହିଂସା ଜିତିଛି । ସୋନିଆ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, "ଆଜି ୭୦୦ରୁ ଅଧିକ କୃଷକ ପରିବାରର ବଳିଦାନ, ଯେଉଁ ସଦସ୍ୟମାନେ ନ୍ୟାୟ ପାଇଁ ଏହି
Read More...

ବିଭିନ୍ନ ସମସ୍ୟାକୁ ନେଇ ବୈଠକ : ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କାର୍ଯ୍ୟ ଘେରାଉ କରିବା ପାଇଁ ଆମ ଆଦମୀ ପାର୍ଟିର…

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ବାସୀଙ୍କ ଦୀର୍ଘ ଦିନ ହେଲାଣି ଅନେକ ସମସ୍ୟା ଲାଗି ରହିଥିବା ବେଳେ ଲୋକଙ୍କ ମଧ୍ୟରେ ଘୋର୍‌ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଆଜି ଟିଟିଲାଗଡ଼ ୱାର୍ଡ ନମ୍ବର-୨ ସ୍ଥିତ ରବିଦାସ ଭବନ ଠାରେ ଆମ ଆଦମୀ ପାର୍ଟିର ଯୁବ ସଭାପତି
Read More...

୫-ଟି ସଚିବଙ୍କ ଭର୍‌ର୍ଚୁଆଲ୍‌ ବୈଠକରେ ଯୋଗଦେଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଖଡ଼ିଆଳ…

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଏନ୍‌ଏସିର ଭିତ୍ତିଭୂମିର ବିକାଶ ନିମନ୍ତେ ରାଜ୍ୟ ସରକାର ମୁକ୍ତା ଯୋଜନାରେ ୨ କୋଟି ୭୮ ଲକ୍ଷର ଟଙ୍କା ମଞ୍ଜୁରୀ କରିବେ ବୋଲି ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ପ୍ରକାଶ କରିଛନ୍ତି । ଆଜି ଭିଡିଓ କନ୍‌ଫରେନସ୍‌ ମାଧ୍ୟମରେ
Read More...

ମାଣ୍ଡୋସିଲରେ କାର୍ତ୍ତିକେଶ୍ଵର ପୂଜା

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଇନ୍ଦିରା ନଗର ଠାରେ ୧୨ ତମ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ଵର ପୂଜା ଅତି ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ପୂଜା କମିଟିର ସଭାପତି ନୃସିଂହ ଚରଣ ବେହେରା, ସମ୍ପାଦକ କିଶୋର କୁମାର ଖୁଣ୍ଟିଆ, କୋଷାଧକ୍ଷ ବେଦ
Read More...

ସୁନାବେଡା ଅଭୟାରଣ୍ୟରେ ବ୍ୟାପକ ମାଣ୍ଡିଆ ଚାଷ : କେଜି ପିଛା ୪୦ ଟଙ୍କା ମୂଲ୍ୟ ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ମାଣ୍ଡିଆ ଚାଷ ବ୍ୟାପକ ମାତ୍ରାରେ ହେଉଛି । ମାଣ୍ଡିଆ ଚାଷ କରି କୃଷି ଉତ୍ପାଦନକୁ ଦ୍ୱିଗୁଣିତ କରିବା ସହ ଚାଷୀର ଲାଭାଂଶକୁ ମଧ୍ୟ ବୃଦ୍ଧି କରିବାର ପ୍ରୟାସ ଅଟେ । ଅଭୟାରଣ୍ୟବାସୀ ଯତ୍ନ ସହ ଚାଷ କରିଛନ୍ତି । ରସାୟନିକ
Read More...

ଭାରତୀୟ ସେନାକୁ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ ମୋଦୀ ଲାଇଟ୍ କମ୍ବେଟ୍ ହେଲିକପ୍ଟର, ଆଡଭାନ୍ସଡ ଇଲେକ୍ଟ୍ରୋନିକ୍…

ନୂଆଦିଲ୍ଲୀ : ପୂର୍ବାଂଚଳକୁ ସବୁଠୁ ବଡ ଏକ୍ସପ୍ରେସ ୱେ ଉପହାର ଦେବା ପରେ ବର୍ତ୍ତମାନ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ୟୁପି ଗସ୍ତରେ ଆସିଛନ୍ତି, ଯେଉଁଠାରେ ସେ ସ୍ୱଦେଶୀ ଟେକ୍ନୋଲୋଜିରେ ନିର୍ମିତ ପ୍ରତିରକ୍ଷା ଉପକରଣକୁ ସେନାକୁ ହସ୍ତାନ୍ତର କରିବା ସହିତ ଅନେକ
Read More...

ବାଲି ଚୋରା ଚାଲାଣ ବେଳେ ଚଢ଼ାଉ : ତିନିଟି ହାଇୱା ସହ ଦୁଇ ଟ୍ରାକ୍ଟର ଜବତ

ନୂଆପଡା, (ନରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଅତିରିକ୍ତ ତହସିଲଦାରଙ୍କ ଦ୍ଵାରା ଆଜି ଖଣିଜ ପଦାର୍ଥ ଚୋରା ଚାଲାଣ ବେଳେ ଚଢାଉ କରିଥିବା ଜଣାପଡିଛି । ସୂଚନା ମତେ ଘଟଣା ସ୍ଥଳରୁ ୩ ଗୋଟି ହାଇୱା ସହ ଦୁଇ ଗୋଟି ଟ୍ରାକ୍ଟର ଜବତ କରିଥିଲେ । ଖଡ଼ିଆଳ ଥାନାରେ ସମସ୍ତ ଗାଡି ଅଟକ ରହିଛି ।
Read More...

ଗୁରୁ ନାନକ ଦେବଙ୍କ ଜନ୍ମ ଜୟନ୍ତୀ ପ୍ରକାଶ ପର୍ବ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଗୁରୁ ଦ୍ଵାରାଠାରେ ଶିଖ୍ ଧର୍ମର ସଂସ୍ଥାପକ ତଥା ପ୍ରଥମ ଗୁରୁ ନାନକ ଦେବଙ୍କ ୩୫୨ତମ ଜନ୍ମ ଜୟନ୍ତୀ ଉତ୍ସବ ପ୍ରକାଶ ପର୍ବ ପାଳିତ ହୋଇଯାିଛି । ଏହି ଅବସରରେ ଦିନ ତମାମ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ବରଗଡ଼
Read More...