Daily Archives

ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ହିରୋ ଅଭିନନ୍ଦନଙ୍କୁ ପଦୋନ୍ନତି

ନୂଆଦିଲ୍ଲୀ : ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ହିରୋ ଅଭିନନ୍ଦନଙ୍କୁ ପଦୋନ୍ନତି ହୋଇଥିବା ଜଣାପଡିଛି । ତାଙ୍କୁ ୱିଙ୍ଗ କମାଣ୍ଡରରୁ ଗ୍ରୁପ କ୍ୟାପଟେନ୍‌କୁ ପ୍ରମୋଟ୍ କରାଯାଇଛି । ତେବେ ଭାରତୀୟ ବାୟୁ ସେନା ପକ୍ଷରୁ ପଦୋନ୍ନତି ସମ୍ପର୍କିତ ସମସ୍ତ କ୍ରାଏଟେରିଆ ପୂରଣ କରିଛନ୍ତି ଅଭିନନ୍ଦନ ବୋଲି
Read More...

ଶିଷକେଲା ଗାଁରୁ ୫ ଫୁଟର କୋବ୍ରା ସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଗାଁର ଲକ୍ଷ୍ମଣ ନାଏକଙ୍କ ଘରେ ଏକ ସାପ ରହିଥିଲା । ପରିବାର ଲୋକେ ଦେଖିବା ପରେ ସାପ ଧରାଳି ବିକି ଜୀ ନାଗକୁ ଖବର ଦେଇଥିଲେ । ପରେ ସାପ ଧରାଳି ବିକି ଜୀ ଘଟଣା ସ୍ଥାନରେ ପହଁଚି ୫ ଫୁଟର କୋବ୍ରା ସାପକୁ ଉଦ୍ଧାର
Read More...

ନିର୍ବାଚନ ସମୟ ଆସିଲେ ବଦଳେ ପାଣ୍ଡବଙ୍କ ରାଜନୀତି, ପଦ୍ମ ଛାଡି ଶଙ୍ଖ ଧରିବେ ପାଣ୍ଡବ ବୋଲି ଚର୍ଚ୍ଚା

ସଇଁନ୍ତଲା, (ଅଜିତ କୁମାର ସାହୁ) : ନିର୍ବାଚନ ସମୟ ଆସିଲେ କେତେକ ନେତା ମନ୍ତ୍ରୀଙ୍କ ଗାଁ ଗାଁ ପାଦ ପକାଇବା ସହ ବିଭିନ୍ନ ବିକାଶ କରି ଲୋକଙ୍କ ସମସ୍ୟାର ସମାଧାନ କରାଯାଇଥିବା ଭାଷଣ ମାରନ୍ତି । କିନ୍ତୁ ରାଜନୈତିକ ଦଳର ନେତା ମାନଙ୍କ ମଧ୍ୟରେ ରାଜନୀତି କରିବା ଭଲ ଭାବରେ ଜଣାଥାଏ । ରାଜନେତା
Read More...

ବିକାଶ ବରଗଡ଼ର ନିଟ୍ ଏଚିଭରଙ୍କୁ ସମର୍ଦ୍ଧନା ଏବଂ ମିଟ୍ ଦ ପ୍ରେସ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବରାହଗୋଡା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନ ସମୁହର ନିଟ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ସମର୍ଦ୍ଧନା ସଭା ଅନୁଷ୍ଠାନର ସମ୍ମିଳନୀ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ବିକାଶ ଆବାସିକ ବିଦ୍ୟାଳୟର ଅଧକ୍ଷ ଶିଶିର
Read More...

ଜାନୁଆରୀରେ ପ୍ରକାଶ ପାଇବ ଲଳିତ ନାୟକଙ୍କ ସ୍ମରଣିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବୀ, ଶ୍ରମିକ ନେତା ଲଳିତ କୁମାର ନାୟକଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଅବସରରେ ଆସନ୍ତା ଜାନୁଆରୀରେ ଏକ ସ୍ମରଣିକା ପ୍ରକାଶ ପାଇବ । ଏନେଇ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି । ଆସନ୍ତା ଜାନୁଆରୀ ୧୧ରୁ ୧୮ ତାରିଖ ପର୍ୟ୍ୟନ୍ତ ଲଳିତ କୁମାର
Read More...

ବିଭିନ୍ନ ଜୁଆ ଆଡାରେ ପୋଲିସର ଚଢାଉ : ୧୨ ଜୁଆଡି ଅଟକ

ନୂଆପଡା, (ନିରାକାର ମେହେର) : ନୂଆପଡା ସଦର ପୋଲିସ ଦ୍ୱାରା ୨ଗୋଟି ଜୁଆ ଆଡ୍ଡା ଉପରେ ଚଢାଉ କରି ୧୨ ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ । ଜୁଆଡି ମାନଙ୍କଠାରୁ ୫୫ ହଜାର ଟଙ୍କା ସହ ୫ଟି ମୋବାଇଲ ଓ ୨ଟି ବାଇକ୍ ଜବତ କରାଯାଇଛି । ସୂଚନା ଯୋଗ୍ୟ ଯେ, ବିଶେଷ ସୁତ୍ରରୁ ସୂଚନା ପାଇ ନୂଆପଡା ପୋଲିସ
Read More...

ଅବସରକଳୀନ ସମ୍ବର୍ଦ୍ଧନା ସଭା ଓ ବଂଧୁମିଳନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଷ୍ଟା ରାଉରକେଲା ସିଟି ଜୋନ ଆନୁକୂଲ୍ୟରେ ଜଗଦା ସ୍ଥିତ ବାଟମଙ୍ଗଳା ଶକ୍ତିପୀଠ ଠାରେ ଡିଭାଇନ ଲାଇଫ ଏକାଡେମୀର ପ୍ରଧାନ ଶିକ୍ଷକ ରମାକାନ୍ତ ମଲ୍ଲିକଙ୍କୁ ଅବସରକଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସିଟି ଜୋନର ସଭାପତି ଶିଶିର କୁମାର ପାଣିଙ୍କ
Read More...

ମୌଳିକ ସୁବିଧାରୁ ବଞ୍ଚିତ କୁଇମୁଣ୍ଡା ଗ୍ରାମବାସୀ

ନୂଆପଡା, (ନିରାକାର ମେହେର) : ସ୍ୱାଧୀନତାରର ଦୀର୍ଘ ୭ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଆଜି ବି ଏପରି ଗ୍ରାମ ରହିଛି ଯେଉଁଠି ସରକାରଙ୍କ ବିକାଶର ପାଦ ପଡ଼ିନାହିଁ । ଲୋକମାନଙ୍କୁ ମୌଳିକ ସୁବିଧା ପ୍ରଦାନ କରିବାରେ ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ବିଫଳ ହୋଇଥିବା ଦେଖିବାକୁ
Read More...

ପାଣିପମ୍ପ ଚାଳକଙ୍କ ଅନଶନ ଯୋଗୁଁ ପିଇବା ପାଣି ପାଇଁ ଯୋଖିପାଲି ଗ୍ରାମବାସୀ ହନ୍ତସନ୍ତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ ପିଇବା ପାଣିପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଦୀର୍ଘ ୧୦ ଦିନରୁ ଅଧିକ ହେଲା ପଞ୍ଚାୟତ ସ୍ତରରେ ନିଯୁକ୍ତ ହୋଇଥିବା ପମ୍ପ ଚାଳକ ମାନେ ଆନ୍ଦୋଳନ କରୁଥିବାରୁ ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଠପ
Read More...

ଘୁଚାପାଲିରେ ବିଦାୟକାଳୀନ ସମ୍ୱର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଘୁଚାପାଲି ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷକ ଶୁକଦେବ ମହାନନ୍ଦ ଓ ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟିକୁ ବିଦାୟ ଦେବା ସହ ନୂତନ ଭାବେ ଗଠିତ ହୋଇଥିବା କମିଟିକୁ ସ୍ୱାଗତ କରାଯାଇଥିଲା । ଉକ୍ତ ସଭାରେ ଶିକ୍ଷକ ନେତା ମହାଦେବ ବେହେରା
Read More...