pakka

ବିଭିନ୍ନ ଜୁଆ ଆଡାରେ ପୋଲିସର ଚଢାଉ : ୧୨ ଜୁଆଡି ଅଟକ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ସଦର ପୋଲିସ ଦ୍ୱାରା ୨ଗୋଟି ଜୁଆ ଆଡ୍ଡା ଉପରେ ଚଢାଉ କରି ୧୨ ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ । ଜୁଆଡି ମାନଙ୍କଠାରୁ ୫୫ ହଜାର ଟଙ୍କା ସହ ୫ଟି ମୋବାଇଲ ଓ ୨ଟି ବାଇକ୍ ଜବତ କରାଯାଇଛି । ସୂଚନା ଯୋଗ୍ୟ ଯେ, ବିଶେଷ ସୁତ୍ରରୁ ସୂଚନା ପାଇ ନୂଆପଡା ପୋଲିସ ମହୁଲଭଟା ଗାଁରେ ଚଢାଉ କରି ୨୮,୬୮୦ ଟଙ୍କା ୩ଟି ମୋବାଇଲ ଜବତ କରିଥିବା ବେଳେ ୪ ଜଣ ଜୁଆଡି ଗିରଫ ହୋଇଥିଲେ । ସେହିପରି ଲାଞିମାର ଗାଁରେ ଚଢାଉ କରି ୨୬,୭୫୦ ଟଙ୍କା ୨ମୋବାଇଲ ୨ ବାଇକ ଜବତ କରିଥିବା ବେଳେ ୮ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି ।

jay balangir
Leave A Reply

Your email address will not be published.

four × 3 =

error: Content is protected !!