Browsing Tag

nuapada news

ପିଶାଚ ସାଜିଲା ବାପା ୧୪ ମାସ ପୁଅକୁ ପାଣିରେ ବୁଡ଼ାଇ ହତ୍ୟା ଓ ଝିଅର ତଣ୍ଟି କାଟି ହତ୍ୟା ଉଦ୍ୟମ

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବାଗଲୋର କୁଟିଆପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ନିଜ ୧୪ ମାସର ପୁଅକୁ ପାଣିରେ ବୁଡ଼ାଇ ହତ୍ୟା କରିଥିବା ବେଳେ ଝିଅକୁ ତଣ୍ଟି କାଟି ହତ୍ୟା ଉଦ୍ୟମ କରିଥିବାର ଅଭିଯୋଗ ହୋଇଛି
Read More...

ସିନାପାଲିରେ ଯୁବକଙ୍କୁ ଗୁଳିମାଡ଼

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ କାପସି ଛକ ଠାରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡିଛି । ଗୁରୁତର ଯୁବକ ଜଣକ ସିନାପାଲି ଗ୍ରାମର ନୀଳାମ୍ବର ମେହେର(୩୮) ବୋଲି ଜଣାପଡିଛି । ନୀଳାମ୍ବର କାପସି ଛକ ଠାରେ ଏକ ଫାଷ୍ଟଫୁଡ୍‌ ଦୋକାନ କରି ପରିବାର
Read More...

ଠେଙ୍ଗାରେ ପିଟି ପିଟି ଯୁବକଙ୍କୁ ହତ୍ୟା

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ଖରିଆର ଥାନା ଅନ୍ତର୍ଗତ ଗୋଶାଳାପଡ଼ା ନିକଟରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ସୁଚନା ମୁତାବକ, ରବିବାର ଦିନ
Read More...

ପାର୍ବଣରେ ସଜେଇ ହେଉଛି ପୂଜା ମେଢ଼ : ଜଗତ ଜନନୀ ମାଁ ଦୁର୍ଗାଙ୍କ ଆଗମନର ଅପେକ୍ଷା

ନୂଆପଡା, (ଅଜିତ ବେହେରା) : ଆଉ କିଛି ଦିନର ଅପେକ୍ଷା । ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠିବ ଘଣ୍ଟଶଭଙ୍ଖ, ଢୋଲ ଓ ମହୁରୀର ତାଳେ ତାଳେ ମୁଖରିତ ହେବ ଗାଁ ଦାଣ୍ଡ । ଧୂପ ଓ ଝୁଣାରେ ମହକି ଉଠିବ ପୁରପଲ୍ଲୀ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଆଗମନ କରିବେ ମାଁ ଜଗତ ଜନନୀ ଦୁର୍ଗା ମାଁଙ୍କ
Read More...

ଶିଶୁ ପ୍ରତିଭାର ବିକାଶ ପାଇଁ ବାବେବୀର ଠାରେ କ୍ଲଷ୍ଟରସ୍ତରୀୟ ଶିଶୁ ସୁରଭି ମହୋତ୍ସବ ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ବାବେବୀର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଶିଶୁ ସୁରଭି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସଭାରେ କ୍ଲଷ୍ଟର ସଂଯୋଜକ ମଧୁସୂଦନ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବାବେବୀର
Read More...

ପ୍ରଧାନମନ୍ତ୍ରୀ ଜନ ଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନା ପାଇଁ ସମୀକ୍ଷା ବୈଠକ ଏବଂ ସମ୍ବାଦିକ ସମ୍ମିଳନୀ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନ ଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନାରେ ଜିଲ୍ଲାର ସମସ୍ତ ଯୋଗ୍ୟ ଆଦିମ ଜନଜାତି, ଆଦିବାସୀ ମାନଙ୍କୁ ସାମିଲ କରି ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ସାଧନ ଲକ୍ଷ୍ୟରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା
Read More...

ପୁଣି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ

ନୂଆପଡ଼ା, (ଅଜିତ ବେହେରା) : ଭାରତ ବର୍ଷରୁ ଦାଦନ ସମସ୍ୟାକୁ ରୋକିବା ପାଇଁ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ୨ ଫେବୃୟାରୀ ୨୦୦୬ ମସିହାରେ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଆଜିଯାଏଁ ଏହା କାର୍ଯ୍ୟକାରୀ ଥିବା ସତ୍ୱେ ଦାଦନ ସମସ୍ୟାର ସମାଧାନ ପାଇଁ ଉଭୟ
Read More...

ଜଟଗଡ ଓ ସୋରିପଡ଼ାରେ ଜଙ୍ଗଲି ବରାହ ଉପଦ୍ରବରେ ମକା ଚାଷ ନଷ୍ଟ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ଗ୍ରାମପଞ୍ଚାୟତର ଜଟଗଡ଼, ସୋରିପଡ଼ାରେ ଜଙ୍ଗଲି ବରାହ ଉପଦ୍ରବ ଦେଖାଦେଇଛି । ଏଥିରେ ୧୦ ଏକର ମକା ଚାଷ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଗତ କିଛିଦିନ ହେଲା ଜଟଗଡ଼ ଓ ସୋରିପଡ଼ାରେ ବରାହ ଉପଦ୍ରବ ଦେଖା
Read More...

ଦୁର୍ନୀତିର ନଗ୍ନ ଚିତ୍ର : ଗୋଟିଏ କୋଠାକୁ ୨ ଥର ବିଲ୍‌ କରି ସରକାରୀ ଅର୍ଥ ଆତ୍ମସାତ, ଜିଲ୍ଲାପାଳ ଅଭିଯୋଗ ଶୁଣାଣି…

ନୂଆପଡା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସଦର ଗ୍ରାମ ପଞ୍ଚାୟତ ସିଙ୍ଗାରି ଗ୍ରାମରେ ସରକାରୀ ଅର୍ଥକୁ ହରି ଲୁଟ୍‌ ହୋଇଛି । ଗୋଟିଏ କୋଠାକୁ ଦୁଇଥର ବିଲ୍‌ କରି ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ଆସିଛି । ସିଙ୍ଗାରୀ ଗ୍ରାମର ମହିଳାମାନେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି
Read More...

ତିନି ଏକରରୁ ଅଧିକ ଚାଷ କରିଥିବା କପା ଗଛ ନଷ୍ଟ ଚିନ୍ତାରେ ଡମଝର୍ ଗ୍ରାମର କପାଚାଷୀ ପଦ୍ମନୀ ପାଇକ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ବୋଡ଼େନ୍‌ ବ୍ଲକ ଡମଝର୍‌ ଗ୍ରାମର ପଦ୍ମିନୀ ପାଇକ । ସେ ଅତି ଗରିବ ନୀରିହ ଶ୍ରେଣୀର ଜୀବନ ଅତିବାହିତ କରନ୍ତି । ତାଙ୍କ ନିଜ ନାମରେ ଜମି ବୋଲି କିଛି ନାହିଁ । ନିଜ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ଘରେ କୁଲି ମଜୁରୀ କରି ପରିବାର ଚଳାଇ ଆସୁଥିଲେ
Read More...