Browsing Tag

nuapada news

ରକ୍ଷଣାବେକ୍ଷଣ ଅଭାବରୁ ଅବ୍ୟବସ୍ଥା ଘେରରେ ଶିଶୁ ଉଦ୍ୟାନ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ଗ୍ରାମରେ ଥିବା ଗ୍ରାମୀଣ ଶିଶୁ ଉଦ୍ୟାନଟି ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ରହିଛି । ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏହି ଚିଲଡ୍ରେନ ପାର୍କଟି ନିଜର ସୌନ୍ଦର୍ଯ୍ୟ ହରାଇବା ସହ…
Read More...

ଗଣ୍ତାବାହାଲିଠାରେ ନୂଆଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି ବୈଠକ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କଳା ସଂସ୍କୃତି ଏବଂ ଐତିହ୍ୟର ମାଟି ଗଣ୍ତାବାହାଲିଠାରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ଏକ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଗ୍ରାମ୍ୟର ବରିଷ୍ଠ…
Read More...

ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ମୋତିଲାଲ ବାଗଙ୍କ ଅଧ୍ୟକ୍ଷତାରେ ବୁଧବାର ଖଡ଼ିଆଳ ସାପ୍ତାହିକ ବଜାର ସ୍ଥିତ ନବ ନିର୍ମିତ କଲ୍ୟାଣ ମଣ୍ଡପ ପ୍ରକୋଷ୍ଠରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଖଡ଼ିଆଳ, କୋମନା, ନୂଆପଡା, ବୋଡେ଼ନ,…
Read More...

ସିନାପାଲି ସରସ୍ୱତୀ ବିଦ୍ୟାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ସ୍ଥିତ ଶିଶୁମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ମୁଖ୍ୟ ଅତିଥି ରୂପେ ସିନାପାଲି ସଙ୍କୁଳ ପ୍ରମୁଖ ତୁଲସୀରାମ ମେହେର ଯୋଗଦାନ କରି ଶିଶୁ ଭାଇ-ଭଉଣୀମାନଙ୍କୁ ଜ୍ଞାନବିଜ୍ଞାନ ମେଳା…
Read More...

ଲଗାଣ ବର୍ଷାରେ ବେହାଲ ନୂଆପଡ଼ା : ୨-୩ ଦିନର ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ

ଓଡ଼ିଶା-ଛତିଶଗଡ଼ ଯୋଗାଯୋଗ ବିଚ୍ଛିନ୍ନ, ସ୍କୁଲ-କଲେଜ ବନ୍ଦ ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ଗତ ଦୁଇରୁ ତିନି ଦିନ ଧରି ଲଗାତାର ହେଉଥିବା ପ୍ରବଳ ବର୍ଷା ନୂଆପଡ଼ା ଜିଲ୍ଲାର ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି । ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ଜିଲ୍ଲାର ବିଭିନ୍ନ…
Read More...

ତିଖାଲି ନିମ୍ନ ଇନ୍ଦ୍ର ପ୍ରକଳ୍ପରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ

ନୂଆପଡ଼ା, (କେପିଏନ୍‌ଏସ୍‌) : ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲା ତିଖାଲି ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ସୋମବାର ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଥିବା ସୂଚନା ମିଳିଛି । ରିଜର୍ଭର ଜଳସ୍ତର ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା…
Read More...

ମାଓ ବିରୋଧୀ ଅଭିଯାନରେ ନୂଆପଡ଼ା ପୋଲିସକୁ ସଫଳତା

ନୂଆପଡା, (କେପିଏନ୍‌ଏସ୍‌) : ମାଓ ବିରୋଧୀ ଅଭିଯାନରେ ନୂଆପଡା ଜିଲ୍ଲା ପୋଲିସକୁ ମିଳିଛି ଏକ ବଡ ସଫଳତା । ନିର୍ଭରଯୋଗ୍ୟ ଗୁଇନ୍ଦା ସୂଚନା ଆଧାରରେ ଜିଲ୍ଲା ପୋଲିସ ଏବଂ ୧୯ ବାଟାଲିୟନ ସିଆର୍‌ପିଏଫ୍‌ର ମିଳିତ ସର୍ଚ୍ଚ ଅପରେସନ୍‌ରେ ବୋଡେନ ଥାନା ଅଧୀନ ପାଟଧରା ସଂରକ୍ଷିତ ଜଙ୍ଗଲର ବାରପାଟ ଡଙ୍ଗର…
Read More...

ପ୍ରବଳ ବର୍ଷା ଆଶଙ୍କା, ଆଜି ନୂଆପଡ଼ା ଜିଲ୍ଲାର ସମସ୍ତ ସ୍କୁଲ୍ ଛୁଟି ଘୋଷଣା

ନୂଆପଡ଼ା, (ସନ୍ତୋଷ କୁମାର ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲାରେ ପ୍ରକୃତିର ତାଣ୍ଡବ ଆଶଙ୍କା । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯିବା ସହ ନୂଆପଡ଼ାକୁ 'ରେଡ୍ ଜୋନ୍' ଭାବେ ଘୋଷଣା କରାଯାଇଛି । ଏହାକୁ ଦୃଷ୍ଟିରେ ରଖି…
Read More...

ଜଙ୍ଗଲରେ ଯୁବକଙ୍କୁ ହତ୍ୟା ଅଭିଯୋଗ : ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ

ନୂଆପଡ଼ା, (ସନ୍ତୋଷ କୁମାର ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ତିଲେଇଝର ଓ ଅଇଁଲାଯୁବା ଗାଁ ମଧ୍ୟସ୍ଥ ଜଙ୍ଗଲ ରାସ୍ତାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଯୁବକ ଜଣକ ହେଉଛନ୍ତି ତିଲେଇଝର ଗାଁର କହ୍ନେୟା…
Read More...

କାଲି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଓମ୍ସାର ଗୁରୁତ୍ୱପୂର୍ଣ୍ଣ ବୈଠକ : ଡାକ୍ତରୀ ଧର୍ମଘଟର ଅନ୍ତ ଘଟିବ କି ?

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଏବଂ ରୋଗୀଙ୍କ ନାହିଁ ନଥିବା ଅସୁବିଧାକୁ ଦେଖି ଶେଷରେ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ବିଗତ ୩ ଦିନ ଧରି ଚାଲିଥିବା ଡାକ୍ତରୀ ଆନ୍ଦୋଳନ ମଧ୍ୟରେ ଆସନ୍ତାକାଲି ଏକ ବଡ଼ ନିଷ୍ପତ୍ତି ହୋଇପାରେ । ସ୍ୱାସ୍ଥ୍ୟ ଓ…
Read More...