pakka

ଶିଷକେଲା ଗାଁରୁ ୫ ଫୁଟର କୋବ୍ରା ସାପ ଉଦ୍ଧାର

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଗାଁର ଲକ୍ଷ୍ମଣ ନାଏକଙ୍କ ଘରେ ଏକ ସାପ ରହିଥିଲା । ପରିବାର ଲୋକେ ଦେଖିବା ପରେ ସାପ ଧରାଳି ବିକି ଜୀ ନାଗକୁ ଖବର ଦେଇଥିଲେ । ପରେ ସାପ ଧରାଳି ବିକି ଜୀ ଘଟଣା ସ୍ଥାନରେ ପହଁଚି ୫ ଫୁଟର କୋବ୍ରା ସାପକୁ ଉଦ୍ଧାର କରି ପରେ ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇଥିବା ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

seven + 3 =

error: Content is protected !!