ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ହିରୋ ଅଭିନନ୍ଦନଙ୍କୁ ପଦୋନ୍ନତି

ନୂଆଦିଲ୍ଲୀ : ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ହିରୋ ଅଭିନନ୍ଦନଙ୍କୁ ପଦୋନ୍ନତି ହୋଇଥିବା ଜଣାପଡିଛି । ତାଙ୍କୁ ୱିଙ୍ଗ କମାଣ୍ଡରରୁ ଗ୍ରୁପ କ୍ୟାପଟେନ୍‌କୁ ପ୍ରମୋଟ୍ କରାଯାଇଛି । ତେବେ ଭାରତୀୟ ବାୟୁ ସେନା ପକ୍ଷରୁ ପଦୋନ୍ନତି ସମ୍ପର୍କିତ ସମସ୍ତ କ୍ରାଏଟେରିଆ ପୂରଣ କରିଛନ୍ତି ଅଭିନନ୍ଦନ ବୋଲି ଜଣାପଡିଛି ।

Leave A Reply

Your email address will not be published.

15 + 3 =