Daily Archives

ଯୋଗିମୁଣ୍ଡାରେ ଧନ୍ୱନ୍ତରୀ ପୂଜା ଓ ବୈଦ୍ୟ ସମ୍ମିଳନୀ

ପାଟଣାଗଡ, (ଗୋରେଖନାଥ ବରିହା) : ସ୍ଵେଚ୍ଛାସେବୀ ଅନୁଷ୍ଠାନ ଜୀବନ୍ୟାସ ଲକ୍ଷ୍ମୀମୁଣ୍ଡା ଓ କଲ୍ୟାଣ ରେଙ୍ଗାଲଜୁରୀଙ୍କ ମିଳିତ ଆନୁକୁଲ୍ୟରେ ୮ମ ବର୍ଷ ଧନ୍ୱନ୍ତରୀ ପୂଜା ଓ ବୈଦ୍ୟ ସମ୍ମିଳନୀ ଯୋଗିମୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମୂଖ୍ୟ ଅତିଥି ଭାବେ
Read More...

‘ଦୀପାବଳିର ଦୀପଟିଏ ସହିଦଙ୍କ ପାଇଁ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହାପି ମୋମେନ୍ଟସ୍ ଇଣ୍ଡିଆ ଓ ସେକ୍ଟର ୧୬ ଡିଏଭି ପବ୍ଲିକ୍ ସ୍କୁଲର ମିଳିତ ଆନୁକୂଲ୍ୟରେ 'ଦୀପାବଳିର ଦୀପଟିଏ ସହିଦଙ୍କ ପାଇଁ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଯଶବିନ୍ଦର କୌରଙ୍କ ଅଧ୍ୟକ୍ଷତା ଓ ହାପି ମୋମେନ୍ଟସ୍ ଇଣ୍ଡିଆର
Read More...

ବିବାହ ନାମରେ ବଡ ପ୍ରତାରଣା : ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କୁ ତିନି ବର୍ଷ ଧରି ବଳାତ୍କାର ଅଭିଯୋଗ

ମେରଠ : ଜିଲ୍ଲାର ମୋଦୀପୁରାମର ପାଲ୍ଲାଭାପୁରମ୍ ଥାନାରେ ଜଣେ ଶିକ୍ଷୟିତ୍ରୀ ସୋମବାର ବିଳମ୍ବିତ ରାତିରେ ଯୁବକଙ୍କ ବିରୋଧରେ ବଳାତ୍କାର ଓ ହତ୍ୟା ଉଦ୍ୟମ ମାମଲା ଦାୟର କରିଛନ୍ତି । ଯୁବକ ଜଣକ ବିବାହର ବାହାନା କରି ତାଙ୍କୁ ତିନି ବର୍ଷ ଧରି ବଳାତ୍କାର କରୁଥିଲେ । ଅଭିଯୋଗ ହୋଇଛି ଯେ, ସେ ଅନେକ
Read More...

ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ମହା ବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି
Read More...

ଉତ୍ତମ ପରିବେଶ ପାଇଁ ଦୁର୍ନୀତି ନିବାରଣ ସଂକଳ୍ପର ଆହ୍ୱାନ ଦେଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଲକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ସତ୍ୟବାଦୀର ବକୁଳବନରୁ ସଚେତନତା ଅଭିଯାନ ଆରମ୍ଭ ହୋଇ ଯାଇଅଛି । ପ୍ରକୃତିପ୍ରେମୀ ଅଧ୍ୟାପିକା ଡକ୍ଟର ଶାନ୍ତିଲତା ଅଧିକାରୀ ମୁଖ୍ୟଅତିଥି ରୂପେ
Read More...

ଦୀପାବଳି ପାଳନ ବେଳେ ଶ୍ୱାସ ରୋଗୀ ସାବଧାନ ହୁଅନ୍ତୁ

ଶ୍ୱାସ ରୋଗୀଙ୍କ ପାଇଁ ଧୂଆଁ ବିପଦ ସୃଷ୍ଟି କରିଥାଏ । ପୁଣି ଦୀପାବଳି ପାଳନ ସମୟରେ ବାଣଫୁଟାର ବାରୁଦ ଗନ୍ଧ ସେମାନଙ୍କ ପାଇଁ ଆହୁରି ମାରାତ୍ମକ । ଏଣୁ ଦୀପାବଳି ପାଳନ ସମୟରେ ଶ୍ୱାସ ରୋଗୀ ବିଶେଷ ସାବଧାନତା ଅବଲମ୍ବନ କରିବା ଏକାନ୍ତ ଆବଶ୍ୟକ । ନିମ୍ନରେ ଦିଆଯାଇଥିବା ଟିପ୍ସ ମାନି ଚଳିବା
Read More...

ହିମାଚଳ ପ୍ରଦେଶ ବିଜୟରେ ଉତ୍ସାହିତ କଂଗ୍ରେସ ଦରବୃଦ୍ଧି ପ୍ରସଙ୍ଗ ଉଠାଇ ଟାର୍ଗେଟ କଲେ ବିଜେପିକୁ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ଉପନିର୍ବାଚନରେ ​​ଶାସକ ଭାରତୀୟ ଜନତା ପାର୍ଟିର ପରାଜୟ ପରେ କଂଗ୍ରେସ ଦଳ ଉତ୍ସାହିତ ହୋଇ ଦରବୃଦ୍ଧି ପ୍ରସଙ୍ଗକୁ ଜୋରରେ ଉଠାଇବା ଆରମ୍ଭ କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଦାୟିତ୍ୱ ଗ୍ରହଣ ଉତ୍ସବରେ
Read More...

ସାଧାରଣରେ ଚର୍ଚ୍ଚା : ଭଲ କାମ କଲେ ବଦଳି, ସରକାରୀ ଟଙ୍କା ହଡ଼ପ କରି ଖାଇଲେ ସାବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ସରକାର ଗତ କିଛିଦିନ ତଳେ ବିଡିଓମାନଙ୍କ ବଦଳି ତାଲିକା ପ୍ରକାଶ ହେବା ପରେ ପୁଣି ଥରେ ପରିବର୍ତ୍ତନ କରି ନୂଆ ତାଲିକା ପ୍ରକାଶ କରିଛନ୍ତି । ମାତ୍ର କମ୍‌ ଦିନରେ ବଦଳି ହୋଇ ଆସିଥିବା କେତେକ ବିଡିଓ ଯେଉଁମାନେ ସ୍ୱଚ୍ଛତା ଓ ନିଷ୍ଠାର ସହ ସରକାରୀ
Read More...

ସାଂପ୍ରତିକ ସ୍ଥିତିରେ ଆଇନ ଶିକ୍ଷାର ଉପାଦେୟତା ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟରେ ଚାଲିଥିବା ଦ୍ୱିଦିବସୀୟ ଜାତୀୟ ଆଲୋଚନାଚକ୍ରରେ ଦ୍ୱିତୀୟ ଦିନରେ ସାଂପ୍ରତିକ ସ୍ଥିତିରେ ଆଇନ ଶିକ୍ଷାର ଉପାଦେୟତା ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଅଧ୍ୟାପିକା ପ୍ରଜ୍ଞା ପରମିତା ପଣ୍ଡାଙ୍କ ସଂଯୋଜନା ଓ ଆଇନ
Read More...

ବରଗଡ ଜିଲ୍ଳାରେ ଆହେତୁକ ନିଶା କାରବାର ଉପରେ ଅଙ୍କୁଶ ଓ ସାଧାରଣ ଜନତାଙ୍କ ସୁରକ୍ଷା ଦାବୀ କଲା ସମ୍ବିଧାନ ସୁରକ୍ଷା ମଂଚ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲାରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଥିବା ବେଳେ ବରଗଡ଼ ସହର ଓ ଅନ୍ୟ ବ୍ଲକରେ ନିଶା କାରବାର ଦ୍ରୁତ ଗତିରେ କାୟା ବିସ୍ତାର କରି ଚାଲିଛି । ଯୁବକମାନେ ମୁଖ୍ୟତଃ ଏହି ନିଶା ସେବନରେ ଗ୍ରାସ ହୋଇ ନିଜ ଜୀବନକୁ ଖରାପ କରିବା ସହ
Read More...
error: Content is protected !!